ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ ପଂଚାୟତ ସଦର ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନର ପାଣି ରାସ୍ତାରେ ଭାସୁଛି । ରାସ୍ତା ସାରା କୁଢ କୁଢ ମଇଲା ଜମା ହୋଇରହୁଛିା ଫଳରେ ରାସ୍ତାରେ ଚାଳୁଥିବା ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି ।…

“ଇ’ ଫର ଏଲିଫାଂଟ ବଦଳରେ “ଇ’ ଫର ଏନଭାଇରନମେଂଟ ପଢ଼ାଯିବା ଆବଶ୍ୟକ : ଜଷ୍ଟିସ୍ ସ୍ଥାଲେକର

"ପରିବେଶ ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ" ଭୁବନେଶ୍ୱର : ମାନବ ଜାତିର ସୁରକ୍ଷା ନିମନ୍ତେ ପରିବେଶ ସଚେତନତା ନେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି.ଅମିତ…

ନେପାଳ ରାଷ୍ଟଦୂତଙ୍କ ସୋଆ ପରିଦର୍ଶନ

ଭୁବନେଶ୍ୱର: ନୂଆ ଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ଶ୍ରୀ ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା…

୧୪ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡ

ବ୍ଳକର ସମସ୍ତ ହିତାଧିକାରୀଙ୍କ ନିକଟରେ କାର୍ଡ ପହଁଚାଇବାକୁ ମନ୍ତ୍ରୀ ଅରୁଣ ସାହୁଙ୍କ ପରାମର୍ଶ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ଅନ୍ତର୍ଗତ  ସମସ୍ତ ପଞ୍ଚାୟତର ହିତାଧିକାରୀ ମାନଙ୍କ ମଧ୍ୟରେ ବିଜୁ ସ୍ବାସ୍ଥ୍ୟକାର୍ଡ଼ ସୁଚାରୁରୂପେ ବଣ୍ଟନ ନିମନ୍ତେ ଆଜି ଓଡ଼ଗାଁ ସଦଭାବନା…

ମିଶନ ସ୍ୱଚ୍ଛତା : ନୟାଗଡରେ ଲୋକାର୍ପିତ ହେଲା ନିଆରା ସ୍ୱଚ୍ଛ ସଂଗୀତ

ନୟାଗଡ(ବିଶ୍ୱଜିତ ନାୟକ) : ନୟାଗଡ଼ ନିର୍ବାଚନ ମଣ୍ଡଳୀ କିପରି ବିକଶିତ ହେବ ଏବଂ ନିର୍ବାଚନ ମଣ୍ଡଳୀର ଜନସାଧାରଣ କିପରି ସୁସ୍ଥ ରହିବେ ଏହି ଚିନ୍ତାରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ…

ବର୍ଷର ଶେଷ ତଥା ଚତୁର୍ଥ ଲୋକ ଅଦାଲତ : ୨୫୬୦୦୦୦ କ୍ଷତିପୂରଣ ନିର୍ଦ୍ଦେଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ଚତୁର୍ଥ ତଥା ଶେଷ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା…

ମହାମିଶ୍ରଣ : ବିଜେଡିରେ ଯୋଗଦେଲେ ବହୁ ବିଜେପି-କଂଗ୍ରେସ ନେତା ଓ କର୍ମୀ

ନୟାଗଡ଼ (ବିଶ୍ଵଜିତ ନାୟକ)-ନୟାଗଡ଼ ପୌରପରିଷଦ ଅଂଚଳର ବହୁ ପ୍ରମୁଖ ବିଜେପି ଓ କଂଗ୍ରେସ ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଛନ୍ତି | ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ଆଯି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼…

ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରୁ ନଜର ହଟାଇବାକୁ ନାଟକ କରୁଛି ବିଜେପି: ବିଜେଡି

 ହଙ୍ଗାମା କରି ଜୋର ଜବରଦସ୍ତ ଅଚଳ କଲେ ବିଧାନସଭା  ଭୁଲିଗଲେ ଓଡିଶା ଲୋକଙ୍କ ମୌଳିକ ସମସ୍ୟା  ବିଜେପି ନେତାଙ୍କୁ ଜଗନ୍ନାଥ ସଦ୍‍ବୁଦ୍ଧି ଦେବାକୁ ବିଜେଡିର ପ୍ରାର୍ଥନା ଭୁବନେଶ୍ୱର : ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି…

ଦୁଲୁପୂରଠାରେ ଏକ ରକ୍ତଦାନ ଶିବିର

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗି ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ବବୁଜଙ୍ଗ ଗ୍ରାମପଞ୍ଚାୟତରେ ଯୁବ ସଂଗଠକ ଇଜାଜ୍ ଖାନଙ୍କ ନେତୃତ୍ୱରେ ଏସସିବି ରକ୍ତ ଭଣ୍ଡାର ଆନୁକୁଲ୍ୟରେ ଦୁଲୁପୂର୍ ସ୍ଥିତ ରୟାଲ୍ ଇଣ୍ଡଷ୍ଟ୍ରୀଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯେଉଥିରେ…

ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତ ଠାରେ ମିଶନଶକ୍ତି ପକ୍ଷରୁ ସମୀକ୍ଷା ବୈଠକ !

ସମାଜ ଗଠନରେ ମହିଳାମାନଙ୍କୁ ସାମିଲ କରିବା ଆମର ମୂଳ ଲକ୍ଷ୍ୟ।- ମନ୍ତ୍ରୀ ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଂଚାୟତ ଖସା ପଡ଼ିଆଠାରେ ଶନିବାର ଅପରାହ୍ନରେ ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସ୍ଥାନୀୟ…