ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ସ୍ୱାମୀ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨) ବିଶ୍ୱ ପାଳନ ଅଭିଯାନ ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ଙ୍କ ଓଡିଶା ଗସ୍ତ ମାର୍ଚ୍ଚ ୧ ରୁ ୨୫ ମଧ୍ୟରେ ଏକ ଦିବାସୀୟ ଗସ୍ତ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ଧାମ ସ୍ୱାମୀ ଜୀ ଙ୍କୁ ସ୍ୱାଗତ କରିଥିଲେ।
ଅପରାହ୍ନରେ ସତସଙ୍ଗୀମାନଙ୍କ ସହ ସାଧନା , ଫୁଲରେ ହୋଲି ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରାଧାଗୋବିନ୍ଦ ଧାମ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଛି।
ଆଶ୍ରମର ପରିଚାଳନା ସମିତିର କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post