ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା ପାଳିତ।

କଲ୍ୟାଣସିଂହପୁର:ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା କରାଯାଉଛି । ଏହି ପୂଜା ତିନି ଦିନ ଧରି ଆଡମ୍ବରରେ ରୀତିନୀତି ଅନୁଯାୟୀ କରାଯାଉଛି । ଏ ଅବସରରେ ବୁଧବାର ଦିନ ବିଳମ୍ବିତ ରାତ୍ରରେ ୧୧ଟି କଳସରେ ତ୍ରିବେଣୀ…

ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା ପାଳିତ।

କଲ୍ୟାଣସିଂହପୁର: ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ରେ ଥିବା ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା କରାଯାଉଛି ।ଏହି ପୂଜା ତିନି ଦିନ ଧରି ଆଡମ୍ବରରେ ରୀତିନୀତି ଅନୁଯାୟୀ କରାଯାଉଛି ।ଏ ଅବସରରେ ବୁଧବାର ଦିନ ବିଳମ୍ବିତ ରାତ୍ରରେ ୧୧ଟି କଳସରେ ତ୍ରିବେଣୀ…

ଜିଲାପାଳ ଙ୍କ ଦ୍ଵାରା ଜଙ୍ଗଲ ଜମି ପଟା ବଣ୍ଟନ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/  ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ଠାରେ ଜିଲାପାଳ ଙ୍କ ଦ୍ଵାରା ଜଙ୍ଗଲଜମି ପଟା ବଣ୍ଟନ କରାଯାଇଛି ।ଆଜି ଜିଲାପାଳ ସୋରାଜ କୁମାର ମିଶ୍ର ତହସିଲ କାର୍ଯ୍ୟାଳୟ ରେ ନଥିପତ୍ର ଯାଞ୍ଚ କରିବାକୁ ଆସିଥିଲେ ସେହି ସମୟରେ…

ଘର ଉପରେ ଯାଇଛି 11 କେଭି ବିଜୁଳି ତାର, ଭୟରେ ପରିବାର ଲୋକେ: ସ୍ଥାନାନ୍ତର ପାଇଁ ଅନୁରୋଧ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଗୋଟେ ପରିବାର ଙ୍କ ଘର ଉପରେ 11 କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବା ରୁ ସେମାନେ ବିଭାଗୀୟ କାର୍ଯ୍ୟନିରବାହି ଯନ୍ତ୍ରୀ ବରଗଡ ଙ୍କୁ ଭେଟି ଏକ ପତ୍ର ଦେଇ ବିଜୁଳି ତାର କୁ ସ୍ଥାନାନ୍ତର ପାଇଁ ଦୀର୍ଘ 2 ମାସ ହୋଇ…

ବ୍ୟାଙ୍କ କର୍ମଚାରୀ ଙ୍କ ଦୁଇଦିନିଆ ଧର୍ମଘଟ

ନୂଆପଡାରୁ ଯଶୋବନ୍ତ କୁମାର: କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ୱାରା ୨ ଟି ସରକାରୀ ବ୍ୟଙ୍କକୁ ଘରୋଇକାରଣ କରିବା ସହଜ ହେବ । ତେଣୁ ବ୍ୟଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ କୁ ସର୍ବ ଭାରତରେ ବ୍ୟଙ୍କ କର୍ମଚାରୀ…

ସାନମହେଶ୍ଵର ମଣ୍ଡିରେ ବେଆଇନ ୧୨୦ ବସ୍ତା ଧାନ ଜବତ

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ଵର ମଣ୍ଡିରେ ବେଆଇନ ଧାନ ବିକ୍ରୀ ପାଇଁ ଆସିଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏବଂ ଖଡ଼ିଆଳ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ଦିବ୍ୟ ରାଜ ଭୋଇ ତଦନ୍ତ କରି ଧାନ କୁ ଜବତ କରିଛନ୍ତି। ବରଗାଁ…

କୀର୍ତ୍ତନ ଦଳ ପିକଅପ ଦୁର୍ଘଟଣାଗ୍ରସ୍ତ ,୨୦ରୁ ଅଧିକ ଆହତ

ପଦ୍ମପୁର : କନସିଂହା ଛକ ଗଉରପାଲି ବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଯୋଗ୍ୟ ଯେ,କନସିଂହା ଗ୍ରାମ ପଂଚାୟତ ନୁଆପାଲି ଗ୍ରାମର କୀର୍ତ୍ତନ ମଣ୍ତଳି ପିକଅପ ନଂଓଡି ୦୩ ଏମ…

କୋଭିଡ୍ ଟୀକାକରଣ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କୋଭିଡ୍ ଟୀକାକରଣ ଶତ ପ୍ରତିଶତ ଉଦ୍ଦେଶ୍ୟ ସାଧନ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ କୋଭିଡ୍ ଟୀକାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥକୁ…

ଗଜପତି ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶିକ୍ଷା ପରାମର୍ଶ ଦାତା ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ୩ ଦିନିଆଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଗସ୍ତ କରି ତଦାରଖ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ…

ବାଳ ମୁକୁନ୍ଦ କେନ୍ଦ୍ର ପରିଚ୍ଛା ମଠରେ ଗୀତା ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଧନୁ ସଂକ୍ରାନ୍ତି ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ "ଗୀତା ଜୟନ୍ତୀ ଉତ୍ସବ" ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ବାଳ ମୁକୁନ୍ଦ କେନ୍ଦ୍ର, ଶ୍ରୀରାସିକରାଜ ମନ୍ଦିର , ପରିଚ୍ଛା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…