କଳିଙ୍ଗ ଷ୍ଟାଡିୟମ୍ ବୁଲିଦେଖିଲେ ମୁଖ୍ୟମନ୍ତ୍ରୀ : ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍ ବୁଲିଦେଖିବା ସହ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ରେ ଆକ୍ୱିଏଟିକ୍ ସେଣ୍ଟର ଏବଂ ଇନଡୋର୍ ଆଥଲେଟିକ୍ ଷ୍ଟାଡିୟମ୍ ର ନିର୍ମାଣ…

ମାଇକୋଞ୍ଚ ଠାରେ ସହିଦ ଦିବସ ପାଳିତ

ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବର୍ତ୍ତମାନ ର ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ ମାଇକୋଞ୍ଚ ଗ୍ରାମ ର ଗାଁ ମୁଣ୍ଡରେ ୨୦୦୦ ମସିହା ଡିସେମ୍ବର ମାସ ର ୧୬ ତାରିଖରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହେଇଯିବା ଫଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ତିକ୍ତତା ଗୁଳିକାଣ୍ଡ ରେ…

କାର୍ଯ୍ୟକ୍ରମ ରୂପାୟନରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ :: ମନ୍ତ୍ରୀ ଡ. ଅରୁଣ ସାହୁ

କୃଷି କ୍ଷେତ୍ର ପ୍ରଦର୍ଶନ ସଂପର୍କିତ ସମୀକ୍ଷା ବୈଠକ ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀମାନଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର(ଶାସକ ପ୍ରଶାସକ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-"ଟି' ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ…

ରାଜ୍ୟ ସରକାରଙ୍କ ତରଫରୁ ମାଗଣା ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଆଗାମୀ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛିା ଆଜି ଭୁବନେଶ୍ୱରସ୍ଥ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର…

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ମରଣୀୟ ମୁହୂର୍ତ୍ତ: ଗୋଟେ ଦଫାରେ ନିଯୁକ୍ତି ପାଇଲେ ୬୧୩୧ ଜଣ ଶିକ୍ଷକ

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତି ଓ ଆତ୍ମବିଶ୍ବାସର ବିକାଶ ଦିଗରେ କାମ କରିବାକୁ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଶିକ୍ଷା କ୍ଷେତ୍ରରେ ରୂପାନ୍ତରର ସଫଳ ସହଯୋଗୀ ଭାବରେ ଦାୟିତ୍ବ ତୁଲାଇବାକୁ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପର୍ଯ୍ୟାୟ…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ ୧୮ରେ

କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ୟ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଭୁବନେଶ୍ୱର (ଶାସକ ପ୍ରଶାସକ) : ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚଳିତ ମାସ ୧୮ ତାରିଖରେ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯିବା ଚୂଡାନ୍ତ…

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।

କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତବାସୀଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାନ୍ୟବର କେନ୍ଦ୍ର ସରକାରଙ୍କ ଦ୍ୱାରା ଉକ୍ତ ବ୍ଲକରେ ଯେକୌଣସି ଠାରେ ସରକାରଙ୍କ ନିୟମାନୁସାରେ…

ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରକଳ୍ପର ରାଜସ୍ୱ ବୈଠକରେ ସମୀକ୍ଷା

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରକଳ୍ପର ରାଜସ୍ୱ ବୈଠକ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ଆଦାୟ ବୃଦ୍ଧି, ମୋ ସ୍କୁଲ ଗୃହ ଯୋଜନାରେ ସରକାରୀ ସ୍କୁଲ ଓ ସରକାରୀ…

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ- ଲୋକେ ହସ୍ତତନ୍ତ

ପଦ୍ମପୁର- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦରମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମପୁର ଏନଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମ ଗୁଡିକର ତଦାରଖ କରିବା ପାଇଁ ଏନଏସିରେ ସତେ…

ବୈଜୟନ୍ତଙ୍କ ଉଦ୍ୟମ ସଫଳ: ବାଂଲାଦେଶରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ବାଂଲାଦେଶରୁ ପିତାମ୍ବର ସାହୁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ ମରଶରୀର…