Sign in
Sign in
Recover your password.
A password will be e-mailed to you.
ମହିଳାଙ୍କ ସଶକ୍ତିକରଣ ପାଇଁ ହିଣ୍ଡାଲକୋର ପ୍ରୋଜେକ୍ଟ‘ପ୍ରେରଣା’
ଭୁବନେଶ୍ୱର : ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ହିଣ୍ଡାଲକୋର ହୀରାକୁଦ ୟୁନିଟ ଏକ ଅଭିନବ ପଦକ୍ଷେପ ହାତକୁନେଇଛି । ଆରମ୍ଭ ହୋଇଛି ପ୍ରୋଜେକ୍ଟ ‘ପ୍ରେରଣା’ । ଏହି ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳ ମହିଳା ଓ ଝିଅମାନଙ୍କୁ ଟେଲରିଙ୍ଗ ପ୍ରଶିକ୍ଷଣ ଦିଆଯାଉଛି ।…
ଭକ୍ତି ସଂଗୀତ ସଂସଦର ସଙ୍ଗୀତ ଗୁରୁ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶୋକସଭା
https://youtu.be/PM9hxGzRAZs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପରିସରରେ ସଙ୍ଗୀତ ଗୁରୁ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଅମର ଆତ୍ମାର ସଦ୍ଗତି କାମନା କରି ୨…
ମାଲକାନଗିରିରୁ ପଡିଥିଲା ନିଅଁ, ଆଉ ଯାଜପୁରରେ ମରାହେଲା ମୁଣ୍ଡି
ଵିକେଏସୱାଇ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଇତିହାସର ସବୁଠାରୁ ବଡ ସଫଳତା
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡିଶା
ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ଚିକିତ୍ସା ସୁବିଧା, ଏଯାବତ ପାଇଲେଣି ୨ ଲକ୍ଷ ଲୋକ
ସରକାର…
କଲ୍ୟାଣ ମଣ୍ଡପରେ ଶେଷ ହେଲା ଅସ୍ତରଙ୍ଗ ପଞ୍ଚାୟତସମିତିର ଶେଷ ବୈଠକ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତିର ଶେଷ ବୈଠକ ଇତି ମଧ୍ୟରେ ପିରଯାହାନିଆ ନିକଟ ନବ ନିର୍ମିତ କଲ୍ୟାଣ ମଣ୍ଡପରେ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷ ସ୍ୱଧୀନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକକୁ ମନ୍ତ୍ରୀ ତୁଷାର କାନ୍ତି ବେହେରା…
ବଂଚି ଥାଉ ଥାଉ ଅଭିନେତା ମିହିର ଦାସଙ୍କୁ ମାରିଦେଲା ଉଇକିପେଡିଆ
ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି | ସମସ୍ତେ ତାଙ୍କ ଉତ୍ତମସ୍ୱାସ୍ଥ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି | ଡାକ୍ତରମାନେ ମଧ୍ୟ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି | ହେଲେ ବଂଚି ଥାଉ ଥାଉ ଅଭିନେତା ମିହିର ଦାସଙ୍କୁ କେହିଜଣେ…
ଆଶୀର୍ବାଦ ଯୋଜନା ହିତାଧିକାରୀଙ୍କ ଶିକ୍ଷାଗତ ଅନ୍ତର୍ଭୂକ୍ତି ଓ ସାମାଜିକ ସୁରକ୍ଷା ଯୋଜନା କର୍ମଶାଳା
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଜିଲ୍ଲା ଶିଶୁ ସୁରକ୍ଷାବିଭାଗ ସହାୟତାରେ ସି.ଏସ.ଡି.ଆର. ଅନୁଷ୍ଠାନ ଦ୍ଵାରା ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ କାର୍ମଶାଳା ବିଭିନ୍ନ ପଞ୍ଚାଯତର ଆଶୀର୍ବାଦ ଯୋଜନାରେ ସହାୟତା ପାଉଥିବା ଶିଶୁ ଓ ସେମାନଙ୍କର ଅଭିଭାବକ ମାନଙ୍କୁନେଇ ରିଆମାଳ କଲ୍ୟାଣମଣ୍ଡପ ଠାରେ…
ରାମକୃଷ୍ଣପୁର ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ ।
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ- ମାହାଙ୍ଗା ବିଧାୟକ ତଥା ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ବୁଧବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଂଚାୟତର ଦୁଇଟି କେନ୍ଦ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…
ଉତ୍କଳ ଆଲୁମିନା ପକ୍ଷରୁ ନୂଆଗାଁ ଗ୍ରାମରେ ତୈଳ ନିଷ୍କାସନ ପ୍ରକଳ୍ପ ଉଦ୍ଘାଟିତ
ଭୁବନେଶ୍ୱର / ଟିକିରିରୁ ବୈକୁଣ୍ଠ ଦୁରିଆ : କୃଷି ଉତ୍ସ ଜରିଆରେ କୃଷକଙ୍କ ଆୟ ବୃଦ୍ଧି ଘଟାଇବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ନିଜର କୌଶଳ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ…
କନ୍ଧମାଳ ଜିଲ୍ଲାକୁ ଯଥାଶୀଘ୍ର ରେଳ ସଂଯୋଗ ନହେଲେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଜୋରଦାର ହେବ:କେପିଏଫ
କନ୍ଧମାଳ: ସ୍ବାଧିନତାର ୭୪ ବର୍ଷ ବିତିଯାଇଛି ହେଲେ ସ୍ବାଧିନତାର ସ୍ଵାଦ ଚାଖି ପାରିଲେନି କନ୍ଧମାଳ ଜିଲ୍ଲା ବାସୀ। ପାହାଡ ପର୍ବତ ଘେରା ଜିଲ୍ଲା କୁ ରେଳ ସଂଯୋଗ ହୋଇଥିଲେ ମଧ୍ୟ ଓଡିଶା ର ମଧ୍ୟ ଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲା କୁ ଏଯାଏଁ ରେଳ ସଂଯୋଗ ହୋଇପାରିନି। ଜିଲ୍ଲାରେ ପ୍ରାୟ ୭ଲକ୍ଷ…
ରୂପଵାଲି ଓ ଠାକୁରାପଦା ଖେଳ ପଡିଆର ଉନ୍ନତିକରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ନିବେଦନ ପତ୍ର ଦେଲେ ବରୁଣସିଂ ଗ୍ରାମ…
ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ରୂପଵାଲି ଓ ଠାକୁରାପଦା ପ୍ରମୁଖ ଦୁଇଟି ବଡ ଖେଳ ପଡିଆର ଉନ୍ନତିକରଣ ପାଇଁ ବରୁଣସିଂ ଗ୍ରାମପଞ୍ଚାୟତବାସୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି I ପଞ୍ଚାୟତ ବାସୀଙ୍କ ଏହି…