Sign in
Sign in
Recover your password.
A password will be e-mailed to you.
୩୫୭ ଜଣ ନିର୍ମାଣ ଶ୍ରମିକଙ୍କୁ ୧କୋଟି ୬୯ ହଜାର ୭୭ ହଜାର ୮ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
ସୋହେଲା(ଶାସକପ୍ରଶାସକ)-ଆଜି ସୋହେଲା ନିକଟସ୍ଥ ହଲଦିପାଲି ଠାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ…
ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ
ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି, ସରକାର ସବୁବେଳେ ଆପଣମାନଙ୍କ ସହିତ ଅଛନ୍ତି – ମୁଖ୍ୟମନ୍ତ୍ରୀ
୧ ଲକ୍ଷ ୧ ହଜାର ବିକ୍ରେତା ପାଇଲେ ୩୦୦୦ ଟଙ୍କା ସ୍ବତନ୍ତ୍ର କୋଭିଡ ସହାୟତା, ସମୁଦାୟ ୩୦ କୋଟି ୩୦ ଲକ୍ଷ
ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୬୦୦୦ ଟଙ୍କା ଲେଖାଏ ପାଇଥିଲେ…
ଆବାସ ପାଇଁ ରାସ୍ତା ଅବରୋଧ କରିଛନ୍ତି ତିନିଶହ ପରିବାର ।
ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ବଲାଙ୍ଗୀର ରାସ୍ତା ଝାଙ୍କରପାଲି ଠାରେ ରାସ୍ତା ରୋକ କରିଛନ୍ତି ଝାଙ୍କର ପାଲି ଗ୍ରାମବାସୀ। Secc ତାଲିକାରେ ନାମ ନ ରହିବାରୁସେମାନେ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି। ଏହି ଗ୍ରାମରେ ଦିନ ମଜୁରିଆ ତଥା ଖଟିଖିଆ ଲୋକ ବାସ କରନ୍ତି । ହେଲେ ସେମାନେ ଆବାସ…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମନୁଜମ୍ ସାରା ବିଶ୍ୱକୁ ଗଣିତ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଦ୍ୱାରା ଭାରତ ପାଇଁ ଗୌରବ ଆଣିଥିଲେ। ତେଣୁ ତାଙ୍କର ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,…
ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ ଗଜପତି ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ଦିବସ ପାଳନ ଅବସରରେ କୃଷକ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ କୃଷକ ସଚେତନତା ସଭାରେ କୃଷକ-ମୋର୍ଚ୍ଚା…
ଉଷୁମାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଓ ମହିଳା ଏସଏଚଜି ସମୀକ୍ଷା ବୈଠକ
ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଆମେ ସଂକଳ୍ପବଦ୍ଧ - ମନ୍ତ୍ରୀ
ମାହାଙ୍ଗା /ସପ୍ତ ଜ୍ୟୋତି ରାଉଳ:ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଷୁମା ଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ମହିଳା ଓ ଶିଶୁ କଲ୍ୟାଣ…
କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫ୍ଟ ହ୍ୟାଚେରୀ ପ୍ରତିଷ୍ଠା
"ଗିଫ୍ଟ ଟିଲାପିଆ ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ମାଛ ପ୍ରଜାତି ରୂପେ ପରିଗଣିତ ହେବ"
ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ…
ଇମ୍ଫା ଥେରୁବାଲିକୁ କଳିଙ୍ଗ ସୁରକ୍ଷା ପୁରସ୍କାର ପ୍ରଦାନ
ରାୟଗଡା(ସରୋଜ କୁମାର ସାହୁ) : ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋ ଆଲୋଏଜ ଲିମିଟେଡ ଥେରୁବାଲିକୁ ସୁରକ୍ଷା ନିରାପତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୌପ୍ୟ ପଦକ) ୨୦୨୦ ମିଳିଛି । ଭୂବନେଶ୍ୱର ଠାରେ ଥିବା ହୋଟେଲ ନିୟୁ ମାରିୟନରେ ଆୟୋଜିତ କାର୍ଯ୍ୟକ୍ରମରେ…
ସମ୍ବାଦପତ୍ର ହକର ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ
ରାୟଗଡା(ସରୋଜ କୁମାର ସାହୁ) :ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହ ଅଣସଂଗଠିତ କ୍ଷେତ୍ର ସାମଜିକ…
ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଦାବୀ : ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ବିଧାୟକଙ୍କୁ ଦାବୀପତ୍ର
ରାୟଗଡା(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ରାୟଗଡ ସଦର ମହକୁମାର ଚେକାଗୁଡା ଗ୍ରାମ ନିକଟରେ ବୋହି ଯାଉଥିବା ଖରସ୍ରୋତା ନାଗାବଳୀ ନଦୀ ଉପରେ ନିର୍ମିତ ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଓ ସେଲଫି ଫୋଟୋ ଉଠାଇବା ନିଶାରେ ନାଗାବଳୀ ନଦୀରେ ବୁଡିଯାଇ ଅକାଳ ମୃତ୍ୟୁ…