ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଏକାଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ଓ ପ୍ରକଳ୍ପ ଉଦ୍ଘାଟିତ ।

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ…

ନିଆଁ ଆଁ ରେ ପାଉଁଶ ହୋଇଗଲା ବର୍ଷକର ଧାନ ଫସଲ ।

ପଦ୍ମପୁର(ଶାସକପ୍ରଶାସକ)-ଧାନ ଗଦାରେ ଲାଗିଲା ନିଆଁ । ପଦ୍ମପୁର ଉପଖଣ୍ଡ କଂସର ଗ୍ରାମରେ ଏକ ଧାନ ଗଦାରେ ନିଆ ଲାଗିଥିବା ଦେଖିବାକୁ ମିଲିଛି । କଂସର ଗ୍ରାମର ଧ୍ବଜ ମେହେର ତାଙ୍କ ଅଢେଇ ଏକର ଜମିରେ ଧାନ ଚାଷ କରିଥିଲେ । ଧାନ କାଟି ଅମଲ କରିବା ପାଇଁ ଖଳାରେ ରଖିଥିଲେ । ଆଜି ସକାଳୁ କେହିଜଣେ…

ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅପରାଜେୟ, ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ନେତା: ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲାରେ ବ୍ଲକସ୍ତରୀୟ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ସୋହେଲା - ସ୍ଥାନୀୟ ହଲଦିପାଲି ପଡିଆରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ । ପ୍ରବାଦ…

ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାରଳାଖେମୁଣ୍ଡି ନଗର ବିଜେଡ଼ି ତରଫରୁ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି। ପୂର୍ବାହ୍ନରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ…

ମିଶନଶକ୍ତି,ବିପର୍ଯ୍ୟୟ ପରିଚାଳନା,ସ୍ୱାସ୍ଥ୍ୟ ସେବା,ଖାଦ୍ୟସୁରକ୍ଷା ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଅବଦାନ…

 ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ-ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଂଚାୟତ ଖଣ୍ଡାୟତ ପଟକିରା…

ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗଦାନ କଲେ…

ଆଗାମୀ ନିର୍ବାଚନରେ ବିଜେଡ଼ି ସହ ହାତରେ ହାତ ମିଶାଇ କାର୍ଯ୍ୟ କରି ବିରୋଧିକୁ ପରାସ୍ତ କରିବା ପାଇଁ ଶପଥ ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ -:-ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଂଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ -ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିବା ସହ ଶୁଭ ଶିଳାନ୍ୟାସ କରିଛନ୍ତି ।…

ସୂଚନା ଅଧିକାର ଆଇନ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :ଜିଲ୍ଲା ସୂଚନା ଅଧିକାର ଆଇନ ଫୋରମ୍ ପକ୍ଷରୁ ଏକ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଫୋରମ୍ ର ଜିଲ୍ଲା ଆବାହକ ଇଂ ହୀରାଧର ସାହୁଙ୍କ ଆହ୍ବାନ କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମାଜସେବୀ ମାନେ ଯୋଗ ଦେଇଥିଲେ । ଏଥିରେ ଇଂ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି…

ଘୁ.ଉଦୟଗିରି ରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଏହି ଉତ୍ସବରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ବ୍ଲକ…

ରଣପୁର ରେ ବିଜୁଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ପାଳିତ

ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଚାନ୍ଦପୁର ଦଶଦୋଳ ପଡିଆ ଠାରେ ବିଜୁଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ରବିବାର ସକାଳ 11ଘଂଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ…