Sign in
Sign in
Recover your password.
A password will be e-mailed to you.
ଏଠି କାହାର ଛତ୍ରଛାୟା ତଳେ ଚାଲିଛି ଦୁର୍ନୀତି : ପ୍ରଶାସନ ଜାଣିପାରୁନି କେମିତି !!!
ପୌରପାଳିକା କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ ଭଣଭଣ
ଲୋକଙ୍କ ଦାବି " ଅଭିଯୋଗ ଉପରେ ଟିକେ ନିଘା କରନ୍ତୁ ଜିଲ୍ଲା ଓ ପୌର ପ୍ରଶାସନ
ସୁନ୍ଦରଗଡ:- ବିଗତ ଦୁଇବର୍ଷରୁ ଅଧିକ ସମୟ ଧରି ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ନିର୍ମାଣ କାମ ଗୁଡିକରେ ବ୍ୟାପକ ମାତ୍ରାରେ ଘୋଟାଲା…
ଯୋଗାଣ ବିଭାଗ ସ୍କାଡ ହାବୁଡରେ ଚୋରା ଧାନ ଗାଡି
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଛକ ପାଖରେ ସୋମବାର ସକାଳେ ଚୋରା ଚାଲାଣ ହେଉଥିବା ଏକ ଧାନ ବୋଝେଇ ଟ୍ରକ୍ଟରକୁ ଉପଖଣ୍ଡ ସ୍ତରୀୟ ସ୍କାଡ ଦଳ ଧରିବାରେ ସଫଳ ହୋଇଛି । ଧାନ ସବୁକୁ ଜବତ କରି କନସିଂହାସ୍ଥିତ ଉନ୍ନତ ଫୁଡ ରାଇସ ମିଳରେ ଜମାଦିଆଯାଇଛି । ସ୍କାଡ…
ଆବାସ ଯୋଜନାରେ କିସ୍ତି ନପାଇବାରୁ ବ୍ଲକ କାର୍ଯ୍ୟାଳୟରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ
ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ କଲେ ପରିବାର ଲୋକେ
ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଡ଼ଙ୍ଗୀ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିସ୍ତି ନପାଇବାରୁ ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ଶେଷରେ ନିଜ ପରିବାରଙ୍କ ସହ କିରୋସିନି ଜାର ଧରି ନିଶ୍ଚିନ୍ତକୋଇଲି ବିଡ଼ିଓ ଙ୍କ…
ବିଜେପି ଯୁବମୋର୍ଚ୍ଚା ତତଫରୁ ଦେବଗଡ଼ ର ପୁଷ୍କରିଣୀ ସଫେଇ ଅଭିଯାନ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଦେବଗଡ଼ ବିଜେପି ଯୁବମୋର୍ଚ୍ଚା ଦ୍ଵାରା ଦେବଗଡ଼ ରେ ସମସ୍ତ ପୁଷ୍କରିଣୀ ର ସଫେଇ ଅଭିଯାନ ହାତକୁ ନିଆଯାଇଛି।ପ୍ରତେକ ରବିବାର ଦିନ ଦେବଗଡ଼ ଜିଲ୍ଲା ରେ ଥିବା ପୋଖୋରୀ ଗୁଡ଼ିକର ସଫେଇ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି। ଆଜି ପ୍ରଥମ ଦିନରେ ଦେବଗଡ଼…
କୋଭିଡ଼ କୁ ଦୃଷ୍ଟିରେ ରଖି ଦୈନିକ ବଜାର ସ୍ଥାନାନ୍ତରିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ରେ ଗତ ବେଶ କିଛି ଦିନ ଧରି କୋଭିଡ ସଂକ୍ରମଣ ନିୟତ୍ରଣ ମଧ୍ୟରେ ରହିଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ ପୌରପରିଷଦ ପକ୍ଷରୁ ଦୈନିକ ବଜାର କୁ ସ୍ଥାନାନ୍ତରିତ କରାଯାଇଛି। ସୋମବାର ସହର ମଧ୍ୟରେ ଥିବା ଦୈନିକ ନୀତି କୁ…
ଏଡିଏମ୍ ରାଉରକେଲା ଭାବେ ଯୋଗଦେଲେ ଦେଲେ ଡକ୍ଟର ଶୁଭଙ୍କର ମହାପାତ୍ର
ରାଉରକେଲା/(ବସନ୍ତ ଜେନା) : ଡକ୍ଟର ଶୁଭଙ୍କର ମହାପାତ୍ର କମିଶନର୍ ଆରଏମସି, ଏଡିଏମ୍ ରାଉରକେଲା ଏବଂ ସିଇଓ ରାଉରକେଲା - ସ୍ମାର୍ଟ ସିଟି ଭାବରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡେପୁଟି କମିଶନର ତାଙ୍କୁ ଆରଏମସି କାର୍ଯ୍ୟାଳୟରେ ଫୁଲ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
କୋଭିଡ୍ ସ୍ଥିତିର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ ସୁରେଶ ଚନ୍ଦ୍ର ଦଳେଇ
ରାଉରକେଲା:(ବସନ୍ତ ଜେନା): ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡାକ୍ତର ସୁରେଶ ଚନ୍ଦ୍ର ଦଳେଇ ଆଜି ରାଉରକେଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା…
ଦୁଇଟି ବ୍ୟାରେଜର ଶୁଭ ଭର୍ଚୁଆଲ ମୋଡରେ : ପ୍ରକଳ୍ପରେ ୪୯୩ କୋଟି ଟଙ୍କା ଖର୍ଚ୍ଚ ହେବ।
ରାଉରକେଲା(ବସନ୍ତ ଜେନା):ସୁନ୍ଦରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଇବ ନଦୀ ଉପରେ ୨ଟି ବ୍ୟାରେଜ ର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଦୀର କୋପସିଙ୍ଗା ଏବଂ କୁଡ଼ାବଗା ରେ ୪୯୩ କୋଟି ଟଙ୍କା ଅର୍ଥ ବ୍ୟୟ ରେ ହେବାକୁ ଥିବା ଦୁଇଟି ବନ୍ଧ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼…
ବଢ଼ିଲା ଚାକିରୀ ସର୍ବୋଚ୍ଚ ବୟସ ସୀମା
ଭୁବନେଶ୍ବର: କୋଭିଡ୍ ଏବଂ ଅନ୍ୟାନ୍ୟ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତାହାଦ୍ୱାରା ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ଶେଷ ହୋଇଯାଉଛି | ଚାକିରୀ ଆଶାୟୀ ମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ…
ଭୁଲ ପ୍ରସଙ୍ଗର ତଥ୍ୟ କୁ ନେଇ ପ୍ରଶାସନିକ ଖୋଳତାଡ଼: ଅତିରିକ୍ତ ଜିଲ୍ଲାପାଳ ସହ ପ୍ରଶାସନିକଙ୍କ ନିରପେକ୍ଷ ତଦନ୍ତ
ବଲାଙ୍ଗୀର /ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଧାନ କିଣା ବିକା ସୁଚାରୁରୂପେ ପରିଚାଳିତ ହେଉଥିବା ବେଳେ କିଛିଟା ପେକ୍ସ ସହ ସେକ୍ରେଟାରୀଙ୍କ ନାଁ ରେ ଅଭିଯୋଗ ଏବଂ କଟନୀ ଛଟନୀ ଏବଂ ବେପାରୀଙ୍କ ଧାନ ବେପାର ପ୍ରସଙ୍ଗ କୁ ନେଇ ବିବାଦ ଉପୁଜିଥିବା ଖବର ବାରମ୍ବାର ପ୍ରକାଶ…