ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପଞ୍ଚାୟତ ନିର୍ବାଚନର ଶେଷ ପର୍ଯାୟରେ ଶୁକ୍ରବାର ଦିନ ଅସ୍ତରଙ୍ଗ ବ୍ଲକର ସମିତିସଭ୍ୟ ପ୍ରାର୍ଥୀ ଭାବେ 4 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାମଧ୍ୟରୁ 2ଜଣଙ୍କୁ ଚର୍ଚ୍ଚିତ ଚେହେରା ଭାବେ ଦେଖିବାକୁ ମିଳିଅଛି । ଜଣେ ହେଉଛନ୍ତି ପୁରିଜିଲ୍ଲା ଜିଲ୍ଲା ପରିଷଦର…

ଓଡିଶା ଜଳ ବିଦ୍ୟୁତ୍ ନିଗମଅଧିନସ୍ଥ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧିl

ଭୁବନେଶ୍ୱର : ବୁର୍ଲା ସ୍ଥିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ର ରାଜ୍ୟର ଏକ ଅଗ୍ରଣୀ ଏବଂ ଖ୍ୟାତି ସମ୍ପନ୍ନ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବେ ଡିସେମ୍ବର-୧୯୫୬ ମସିହାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିଆସୁଅଛି l ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୫ ଓ ୟୁନିଟ୍-୬ ଦୀର୍ଘ ୫୦…

ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷିତା ଯୁବତୀ

ପଦ୍ମପୁର(ଶାସକପ୍ରଶାସକ)- ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷିତା ଯୁବତୀ । ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ନିଜ ପଞ୍ଚାୟତ ତଥା ଅଞ୍ଚଳର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ଯୁବପିଢ଼ି । ଯୁବପିଢ଼ି ଭଲ ପାଠ ପଢି ନିଜ ଭବିଷ୍ୟତ ପାଇଁ ଚାକିରୀ ପଛରେ ଧାଉଥିବା…

ପଞ୍ଚଭୂତରେ ଲୀନ ହୋଇଗଲେ ଶେଷ ସ୍ୱାଧୀନତା ସଂଗ୍ରାମୀ

102 ବର୍ଷ ବୟସରେ ପରଲୋକ ଗଭୀର ଶୋକ ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଣିମୋରା ଗ୍ରାମର ଶେଷ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପ୍ରଧାନ ଙ୍କର ଦେହାନ୍ତ ହୋଇଯାଇଛି । ସଂଗ୍ରାମୀ ଶ୍ରୀ ପ୍ରଧାନ ଙ୍କର ବିୟୋଗରେ ଜିଲ୍ଲା ସାରା ଶୋକର ଛାୟା…

ଦାଉଦପୁର ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସମାଜସେବୀ ସନ୍ତୋଷ ମହାନ୍ତି ।

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ ର ସମସ୍ତ ପଂଚାୟତ ମଧ୍ୟରେ ଦାଉଦପୁର ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳ ସବୁଠାରୁ ଅଧିକ ଭୋଟ ରେ ବିଜୟ ଲାଭ କରି ରେକର୍ଡ ସୃଷ୍ଟି କରିଥିଲା । ଯେଉଁଥିପାଇଁ ଏହି ପଂଚାୟତ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ବିଜେଡି ପାଇଁ…

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ.

ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ୨୨ନଂ ଜୋନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଇଂ ଦେବାଶିଷ ପଟ୍ଟନାୟକ ଶୁକ୍ରବାର ଦିନ ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ନିଜର ସମର୍ଥକଙ୍କ ସହିତ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଶ୍ରୀ ପଟ୍ଟନାୟକ…

ଅଠରବାଟିଆ ଗ୍ରାମ ପଂଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କଲେ ସାମ୍ବାଦିକ ଅଜିତ ସାହୁ।

ଚିଲିକା (ଶାସକ ପ୍ରଶାସକ) : ଜନସାଧାରଣ ସ୍ୱାର୍ଥ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଶପଥ ନେଇଛନ୍ତି ରାଜନୀତି ମଇଦାନରେ ଓହ୍ଲାଇଛନ୍ତି ଯୁବ ସାମ୍ବାଦିକ ତଥା ସମାଜସେବୀ ଅଜିତ କୁମାର ସାହୁ। ଚିଲିକା ବ୍ଲକ ଅଠର ବାଟିଆ ଗ୍ରାମ ପଂଚାୟତ ସରପଞ୍ଚ ପାଦ ପାଇଁ…

ଝାଡେଶ୍ୱରପୁର ଗ୍ରାମ ପଂଚାୟତ ପାଇଁ ନାମାଙ୍କନ ଦାଖଲ : ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ସମାଜସେବୀ ଅନିଲ ଦଳାଇ,ସମିତିସଭ୍ୟା…

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ :- ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନ ରେ ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ଯୁବନେତା ଅନିଲ କୁମାର ଦଳାଇ ଏବଂ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ପୁଷ୍ପଲତା ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

ଗୋଟିଏ ଘରୁ ତିନି : ନିର୍ବାଚନ ରଣାଙ୍ଗନରେ ବାପ-ଝିଅ-ବୋହୂ

ଜଗତସିଂହପୁର / ସୁମନ୍ତ କୁମାର ଦାସ : ଚଳିତ ପଞ୍ଚାୟତ ନିର୍ବାଚନରେ ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଓ ସମର୍ଥିତ ପ୍ରାର୍ଥୀ ଚୟନରେ ବାଧାବିଘ୍ନ ଦେଖାଦେଇଛି, ସେତେବେଳେ ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ଗୋଟିଏ ପରିବାରରୁ ତିନି ସଦସ୍ୟ ନିର୍ବାଚନ…

ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯୁବ ସାମ୍ବାଦିକ

ପଦ୍ମପୁର : ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି | କୋଭିଡ ଗାଇଡ଼ଲାଇନ କୁ ମାନି…