ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ଼. ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ…

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଳରେ ଡିଭାଇଡର କାମ ଆରମ୍ଭ

ପାଇକମାଳ: ପାଇକମାଳ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସୱେ ରେ ଅନେକ ଦୁର୍ଘଟଣା ଘଟି ୪ମାସ ଭିତରେ ପ୍ରାୟ ୧୦ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଳ ସାମ୍ବାଦିକ ମାନେ ମିଠାପାଲିରୁ ପାଇକମାଳ କଲୋନିପଡା ପର୍ଯ୍ୟନ୍ତ ରାସ୍ତା ରେ ଡିଭାଇଡର ଦେବା ପାଇଁ ଦାବି କରି ଆସୁଥିଲେ । ଅକ୍ଟୋବର୍  ୨୫ ତାରଖ…

ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ୱାଧୀନ ନାୟକ

ଅସ୍ତରଙ୍ଗ( ଦୁଃଶାସନ ନାୟକ) : ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ୦୮ ନଂ ଜୋନ ପାଇଁ ଗୁରୁବାର ଦିନ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସ୍ଵାଧୀନ ଲଗାତର ଭାବେ ବିଜେଡି ଦଳ ପକ୍ଷରୁ…

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଭଞ୍ଜନଗର/ ନିଲୁ ବିଷୋୟୀ . ସଂଯୁକ୍ତ କୃଷକ ମୋର୍ଚ୍ଚା ଭଞ୍ଜନଗର ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପି ଢ଼ିଙ୍କିଆ ସଂହତି ଦିବସ ଅବସରରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଭଞ୍ଜନଗର…

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଭୁବନେଶ୍ୱର : ଆଜି ଜାତୀୟ ଉଠାଦୋକାନୀ ଦିବସ ଅବସରରେ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଟି କୋଭିଡ ର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଏମସି ଅତିରିକ୍ତ କମିଶନର ଶ୍ରୀ…

ଚତୁର୍ଥ ଦିନରେ ପଡିଲା ୨୩୭ ନାମାଙ୍କନ

ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି : : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉମରକୋଟ ବ୍ଲକରେ ପ୍ରଥମ ଦିନରେ ୧୨ଟି ନାମାଙ୍କନ ମଧ୍ୟରୁ ୯ଟି ୱାର୍ଡମେମ୍ବର ଏବଂ ୩ଟି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।…

ବିଜେପିକୁ ଡେଇଁଲେ ବ୍ଳକ ବିଜେଡି ସଂଖ୍ୟାଲଘୁ ଉପସଭାପତି

ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି :: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଅସନ୍ତୁଷ୍ଟ ନେତାଙ୍କ ଦଳ ଡିଆଁ ଲାଗି ରହିଛି। ତେବେ ଇତି ମଧ୍ୟରେ ଉମରକୋଟ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡିଛନ୍ତି ବ୍ଳକ ବିଜେଡି ସଂଖ୍ୟାଲଘୁ ଉପସଭାପତି ସବିତା ନିଆଲ। ଦଳ ଛାଡିବା ପରେ ସବିତା…

ସଚେତନ ହେମା ଅନୁଷ୍ଠାନର ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ଡ଼ ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି lଉଭୟ ଦିବଂଗତ ପୋଖତ ଓ କଳାପାଇଁ ପୂର୍ଣ୍ଣ ସମର୍ପିତ ବ୍ୟକ୍ତିତ୍ୱ…

ବାସୁଦେବପୁର ବିଜେପି ପକ୍ଷରୁ ସବୁ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଘୋଷିତ

ବାସୁଦେବପୁର (ପ୍ରତାପ ପାଢ଼ୀ): ବାସୁଦେବପୁର ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନାମ ଘୋଷଣା କରାଯାଇଛି | ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ଭଦ୍ରକ ଜିଲ୍ଲା ବିଜେପି ଉପ ସଭାପତି ଉଦୟ ନାରାୟଣ ମଲ୍ଲିକଙ୍କ ଉପସ୍ଥିତିରେ ଜୋନ୍ ନୋ ୧୭ ପାଇଁ…

ଚାଖି ଖୁଣ୍ଟିଆଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ଚିରସ୍ମରଣୀୟ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ପାଳିତ ଭୁବନେଶ୍ୱର(ଶାସକ ପ୍ରଶାସକ) : ବହୁ ସ୍ୱାଧୀନତା ସଂଗ୍ରାମୀଙ୍କର ଉତ୍ସର୍ଗୀକୃତ ସେବା ଓ ତ୍ୟାଗପୂର୍ଣ୍ଣ ବଳିଦାନ ଯୋଗୁ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲାା ସେହିପରି ଜଣେ ମହାନ…