ଶେଷ ଦିବସର ନାମାଙ୍କନପତ୍ର

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକରେ ତ୍ରିସ୍ତରୀୟ ଆଗାମୀ ନିର୍ବାଚନର ନାମାଙ୍କନ ଦାଖଲ ସରିଯାଇଛି l ଶେଷ ଦିବସରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ତରଫରୁ ବିଜେଡି ପାର୍ଥି ଶ୍ରୀମତୀ ପ୍ରତିମା ମହାନ୍ତି ସରପଞ୍ଚ ପାର୍ଥି ଭାବେ ନାମାଙ୍କନ…

ପଞ୍ଚାୟତ ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବହୁ ଶିକ୍ଷିତ ଯୁବକ ଯୁବତୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା(ବସନ୍ତ ଜେନା):ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରଣାଙ୍ଗନ ଅବତୀର୍ଣ୍ଣ ହୋଇଛନ୍ତି। ରାଉରକେଲା ପାନପୋଷ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଜି ଏପରି ପ୍ରାର୍ଥୀ ମାନେ…

ସୁନ୍ଦରଗଡ ଜିଲ୍ଲାରେ ଗୁରୁତର କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ସ୍ୱତନ୍ତ୍ର ଆମ୍ବୁଲାନ୍ସର ସୁବିଧା।

ରାଉରକେଲା,(ବସନ୍ତ ଜେନା):ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଆତ୍ୟାଧୁନିକ ଆମ୍ବୁଲାନ୍ସ କାମ କରୁଛି। ତେବେ ବର୍ତ୍ତମାନ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଗୁରୁତର କୋଭିଡ୍…

୭୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ

 ଜଗତସିଂହପୁର,(ସୁମନ୍ତ କୁମାର ଦାସ)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୭୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ପ୍ରଥମ ଓ ଦ୍ୱିତୀୟ ଦିବସରେ କୌଣସି ଜଣେ ବି ପ୍ରାର୍ଥୀ ଜିଲ୍ଲା ପରିଷଦ ଆସନ…

ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଗୁରୁପ୍ରସାଦ(ପପୁ)

ହାଟଡିହୀ,(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ଗ୍ରାମ ପଂଚାୟତ ର ସରପଂଚ ପ୍ରାର୍ଥୀ ଭାବେ ଯୁବ ସମାଜ ସେବୀ ଗୁରୁପ୍ରସାଦ ଉକ୍ରଳ କେଶରୀ ଜେନା (ପପୁ) ନାମାଙ୍କନ ପତ୍ର ଦାଖଲ କଲେ । ସେ ତାଙ୍କ ସମର୍ଥକଙ୍କ ସହିତ ଗ୍ରାମ ପରିକ୍ରମା କରି ହଟକେଶ୍ୱର ମନ୍ଦିରରେ…

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ର ୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଖୋର୍ଦ୍ଧାରୁ ରବି ନାରାୟଣ ସାହୁ::ଶେଷ ଦିନ ରେ ଆଜି ବିଜୁ ଜନତାଦଳ ପକ୍ଷରୁ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ତରଫରୁ ଜୋନ ନଂ ୧୦ ର…

ଜଡତୀରା : ସରପଞ୍ଚ ପାର୍ଥୀ ରୁପେ ବିଜେପି ନେତା ନେତା ଶିବପ୍ରସାଦ ସାହୁଙ୍କ ପାର୍ଥୀପତ୍ର ଦାଖଲ

ଜଗତସିଂହପୁର (ସୁମନ୍ତ କୁମାର ଦାସ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡତୀରା ଗ୍ରାମ ପଞ୍ଚାୟତ ର ପ୍ରାର୍ଥୀ ରୁପେ ଭାରତୀୟ ଜନତା ପାର୍ଟି ନେତା ଶିବ ପ୍ରସାଦ ସାହୁ (ବିକନ ଭାଇ ) ସରପଞ୍ଚ ପାର୍ଥୀ ଭାବେ ପ୍ରାର୍ଥୀପତ୍ର କୋଭିଡ଼ ଗାଇଡ୍ ଲାଇନ ମାନି ନିରାଡମ୍ବର ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି ।…

ତରତ ଶାସନ: ସରପଞ୍ଚ ପ୍ରାର୍ଥୀନୀ ଭାବେ ମିନତୀ ସ୍ୱାଇଁ ଓ ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ଟିକି ପଣ୍ଡାଙ୍କ ନାମାଙ୍କନ…

ନିଶ୍ଚିନ୍ତକୋଇଲି/ଶାସକ ପ୍ରଶାସକ :- ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନ ରେ  ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନି ଭାବେ ମିନତୀ ସ୍ୱାଇଁ  ଏବଂ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଟିକି ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ସ୍ୱାଇଁ…

ଭୋଟର ତାଲିକାରେ ତ୍ରୁଟି, ସେମଳା ପଞ୍ଚାୟତରେ ନିରପେକ୍ଷ ନିର୍ବାଚନ ନେଇ ପ୍ରଶ୍ନବାଚୀ

ଉମରକୋଟ-/ଜିତେନ୍ଦ୍ର ମହାନ୍ତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପାଇଁ ଆଜି ହେଉଛି ଶେଷ ତାରିଖ । ତେବେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସେମଳା ପଞ୍ଚାୟତରେ ନିର୍ବାଚନ ନେଇ ଦେଖାଦେଇଛି ଅନିଶ୍ଚିତତା। ପଞ୍ଚାୟତର ୪ ନମ୍ଵର ୱାର୍ଡରେ ଭୋଟର ତାଲିକାରେ ଲୋକଙ୍କ ନାଁ ନଥିବା ଅଭିଯୋଗ…

ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ଫେରାର

ରଣପୁର / ପ୍ରସନ୍ନ ସାମନ୍ତରାୟ: ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ମାନେ ଫେରାର l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଅଂଚଳରେ l ସୂଚନା ଅନୁସାରେ ଗତକାଲି ମଧ୍ୟ୍ୟରାତ୍ରିରେ ରଣପୁରର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ବଜରଙ୍ଗୀ ଦଳର…