Sign in
Sign in
Recover your password.
A password will be e-mailed to you.
“ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ସଂସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରିବ”
ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା ରଣନୀତି-ଯୋଜନା ପାଇଁ ଆଲୋଚନା ଚକ୍ର
ଖାଦ୍ୟ ସୁରକ୍ଷା ଉପଲବ୍ଧିତା ବଢ଼ାଇବା ପାଇଁ ଅଧିକ ବୈଷୟିକ କୌଶଳ ପ୍ରୟୋଗ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ): ଜାତିସଘଂର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ(ଡବ୍ଲ୍ୟୁ.ଏଫ୍.ପି.)…
ନାମାଙ୍କନ ଦାଖଲ ଶେଷ, ପ୍ରଥମ ଥର ନିର୍ବାଚନ ମୈଦାନରେ ନୂଆ ଦଳ
ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀ ମାନଙ୍କର ବେଶ୍ ଭିଡ଼ ଜମି ଥିଲା । ୱାର୍ଡ ମେମ୍ବରଠୁ ନେଇ ସରପଞ୍ଚ ସମିତି ଓ ଜିଲ୍ଲା ପରିଷଦ…
କୂଅରୁ ମାଁ ପୁଅଙ୍କୁ ଉଦ୍ଧାର କଲା ଦମକଳବାହିନୀ
କୋମନା/ଭାଗିରଥି ଭୋଇ:ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇ ଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬…
ସୋରୋ ବସ୍ ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ୱର/ସୋରୋ (ଶାସକ ପ୍ରଶାସକ) : ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ…
ବଡଚଣାରେ ଗରମିଲାଣି ନିର୍ବାଚନ ପରିବେଶ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ପଂଚାୟତ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟ ଚଳ ଚଞ୍ଚଳ,ସରକାର ଙ୍କ କୋଭିଦି ଗାଇଡ଼ ଲାଇନି ଅନୁସାରେ ହେବ ଏଥର ନିର୍ବାଚନ |
ବଡ଼ଚଣା ବ୍ଲକର ଷୋଳ ନମ୍ବର ଜୋନ୍ ରୁ ଶାସକ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଛାତ୍ର ନେତା ଯତୀନ୍ଦ୍ର ନାୟକ ଙ୍କୁ ମୈଦାନ୍ କୁ…
ମାତିଲେ ମାଓବାଦୀ : ଜାଳି ଦେଲେ ଠିକା ସଂସ୍ଥାର ଟ୍ରକ, ଛାଡି ଗଲେ ତିନୋଟି ସ୍ଥାନରେ ମାଓ ବ୍ୟାନର ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୁଣି ମାତିଲେ ମାଓବାଦୀ କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡା ଗାଁଠାରେ ଥିବା SVSMC ନାମକ ଠିକା କମ୍ଫାନୀ ର କେମ୍ପରେ ଥିବା ଟ୍ରକ ଜାଳି ଦେଲେ ମାଓବାଦୀ ସୂଚନା ଅନୁସାରେ ଗତ ରାତ୍ରରେ ଟ୍ରକ ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ…
ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷଙ୍କ ଗଜପତି ଜିଲ୍ଲା ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହେଉଥିବା ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଆଜି ସରିଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ସୁଚାରୁ ଭାବେ ସରିଛି । ଏହାକୁ ପରିଚାଳନା ପାଇଁ ରାଜ୍ୟ…
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁଡେଇଡା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠିତ ହୋଇଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ…
୧୪ ଟି ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ ୬୫ଟି ନାମାଙ୍କନ ପତ୍ର ଦାଖଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ନାମାଙ୍କନ ପତ୍ର ଦାଖଲ ହେବା ପ୍ରକ୍ରିୟାର ଆରମ୍ଭ ଠାରୁ ଆଜି (ଶୁକ୍ରବାର ଦିନ) ଶେଷ ଦିନ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି। ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବିଭିନ୍ନ ପ୍ରମୁଖ…
ଯୋଡ଼ା ପଂଚାୟତ ସମିତିରେ ୬୬୪ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
୧୩୫ ଜଣ ସରପଞ୍ଚ, ୭୮ ଜଣ ସମିତି ସଭ୍ୟ ଓ ୪୫୧ ଜଣ ୱାର୍ଡ ସଭ୍ୟ ନିମନ୍ତେ ପ୍ରାର୍ଥୀ
ବଡ଼ବିଲ (ଶାସକ ପ୍ରଶାସକ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିନ ସୁଦ୍ଧା ଯୋଡ଼ା ପଂଚାୟତ ସମିତି ଅଧିନ ୧୯ଟି ପଞ୍ଚାୟତରୁ ସର୍ବମୋଟ ୬୬୪…