ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କମିଟିର ସାଧାରଣ ସଂପାଦକ ହେଲେ ଗୋପୀ ବଲ୍ଲଭ ପରିଡା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କମିଟିର ସାଧାରଣ ସଂପାଦକ ଭାବେ ଗୋପୀ ବଲ୍ଲଭ ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି । ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୁପାରିଶ ଓ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନକ୍ରମେ ବ୍ଲକ…

ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ଜିଲ୍ଲାପରିଷଦ ଜୋନରେ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ଜିଲ୍ଲାପରିଷଦ ଜୋନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ନାମ ଘୋଷଣା କରି ଦଳୀୟ…

ବାହାବଳପୁର ଛକଠାରେ ଗ୍ରାମବାସୀଙ୍କ ଧାରଣା ପରେ ମଦ ଦୋକାନ ବନ୍ଦ କଲା ପ୍ରଶାସନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : କଟକ - ଚାନ୍ଦବାଲି ରାସ୍ତା ପାଶ୍ୱର୍ ନିଶ୍ଚିନ୍ତକୋଇଲି ବ୍ଲକ ବାହାବଳପୁର ଛକଠାରେ ବୁଧବାର ରାତିରେ ତରବରିଆ ଭାବେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଛି । ଗୁରୁବାରଦିନ ସକାଳୁ ସ୍ଥାନୀୟ ବାହାବଳପୁର ଗ୍ରାମର ଲୋକମାନେ ଏହାକୁ ଦେଖି ତୀବ୍ର…

ଜଗତସିଂହପୁର ବ୍ଲକରେ ସମିତି ସଭ୍ୟପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଜଗତସିଂହପୁର/ ସୁମନ୍ତ କୁମାର ଦାସ:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ବ୍ଲକରେ ଦାଖଲ କରୁଛନ୍ତି l ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତର ବିଜେଡି ତରଫରୁ ସମିତି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ…

ସି.ପି ଆଇ (ଏମ) ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା (ବସନ୍ତ କୁମାର ଜେନା ) ସି.ପି.ଆଇ(ଏମ) ସୁନ୍ଦରଗଡ ଜିଲ୍ଲା କମିଟି ନିଷ୍ପତି ଅନୁଯାୟୀ ଆଜି ପାର୍ଟି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପାର୍ଟିର ନିଷ୍ପତି ଅନୁଯାୟୀ ଜିଲାରେ ୧୭ଟି ଜିଲ୍ଲା ପରିଷଦ ଆସନ ପାଇଁ ଚଳିତ ନିର୍ବାଚନରେ ସି.ପି.ଆଇ (ଏମ) ପ୍ରାର୍ଥୀ ଦେବା ସହ ଜଣାଇ…

ବିଦ୍ୟୁତ ସଂଯୋଗରୁ ବଞ୍ଚିତ ୫ ଗ୍ରାମବାସୀ, ଭୋଟ ବର୍ଜନ ନିଷ୍ପତି

ରାଉରକେଲା (ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଦର୍ଜିଂ ପଞ୍ଚାୟତ ଅଧିନସ୍ଥ କୋଇଲିଝର, ଲୁଧୁଣି, ଢ଼େଙ୍କିଆମ, ଗହମି ଓ ପୁରୁଣାପାଣି ୫ଟି ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଗ୍ରାମବାସୀ । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା…

ଚଳିତ ବଜେଟରେ ପାରଳାଖେମୁଣ୍ଡିରୁ ହାଇଦ୍ରାବାଦକୁ ନୂତନ ଟ୍ରେନ୍ ଅନୁମୋଦନ ପାଇଁ ଦାବି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁଣୁପୁର ଓ ପାରଳାଖେମୁଣ୍ଡି ଦେଇ ସିଧାସଳଖ କୌଣସି ଯାତ୍ରୀବାହୀ ଟ୍ରେନ୍ ହାଇଦ୍ରାବାଦ ପର୍ଯ୍ୟନ୍ତ ନଥିବାରୁ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପାନ୍ତ ଅଞ୍ଚଳ ଓଡିଶାର ଗଜପତି…

ଡ଼ିଆରଏମ ଅନୁପ ଶତପଥୀଙ୍କ ସମେତ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ

https://youtu.be/24QUNHdq3k4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ଦିନ) ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନର ରେଳ ମଣ୍ଡଳ ପ୍ରବନ୍ଧକ(ଡି ଆର୍ ଏମ୍) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ସହିତ ଦୁଇ ଗିରଫ

ଗୋଟେ କାର ଓ ଚାରିଗୋଟି ମୋବାଇଲ ଜବତ ବରଗଡ଼ :- ପାଇକମାଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟେ କାର କୁ ଅଟକାଇ ତଲାସୀ ନେବା ସମୟରେ କାର ଡ଼ିକି ରେ ବିପୁଳ ପରିମାଣରେ ଗଂଜେଇ ଥିବା ଜାଣିବାକୁ ପାଇଥଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…

ରଣପୁର ବ୍ଲକରେ ଚାରି ଦିନରେ ୬୯୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରଣପୁର(ପ୍ରସନ୍ନ ସାମନ୍ତରାୟ) : ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁ ବାର ସୁଦ୍ଧା ୬୯୫ ଜଣ ପ୍ରାଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି | ସେଥି ମଧ୍ୟରୁ ୯୩ ଜଣ ସରପଞ୍ଚ ୭୩ ଜଣ ସମିତି ସଭ୍ୟ ପଦଵୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ…