Sign in
Sign in
Recover your password.
A password will be e-mailed to you.
ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହେଲା ଜିଲ୍ଲାପାଳଙ୍କ ପୁସ୍ତକ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ୨ଟି ପୁସ୍ତକ ଉନ୍ମୋଚିତ ।
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ…
ଆନ୍ତର୍ଜାତୀକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳନ ଏବଂ ସଚେତନତା ସୃଷ୍ଟି ନିମନ୍ତେ ଏକତ୍ରିତ ହେଲେ ସର୍ଜନ୍
ଭୁବନେଶ୍ୱର,: ଭାରତର ପ୍ରଥମ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ମିନୁ ସୋରାବ୍ଜୀ ଗିନ୍ୱାଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ର ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍ମାନେ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲରେ ଏକତ୍ରିତ ହୋଇ ଏହି ଅସ୍ତ୍ରୋପଚାରର…
ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମଜୟନ୍ତୀ
ଭୁବନେଶ୍ୱର - ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍-୯ ସ୍ଥିତ…
ମୋତେ ହରାଇବାକୁ ଛତିଶଗଡି ନେତାଙ୍କ ଲମ୍ବା ଲାଇନ :- ସନ୍ତୋଷ ବେହେରା
ବରଗଡ :- ଆଜି ପାଇକମାଲ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ଛଅଟା ପରେ ପ୍ରଚାର ବନ୍ଦ ହୋଇଯିବ । ଇତି ମଧ୍ୟରେ ନିଜର ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ ଦଳ ଲାଗି ପଡିଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର…
ରୁନୁ କିଶନ କୁ ତୁରନ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ।
କେନ୍ଦୁଝର/ସିଦ୍ଧେଶ୍ୱର ସାହୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାର ଅସ୍ଥିଶଲ୍ୟ ମହିଳା ୱର୍ଡର 61 ନଂ ବେଡ୍ ରେ ସୁଦୂର ତେଲକୋଇ ଅଞ୍ଚଳ ରୁ ଆଦିବାସୀ ଝିଅ ଟିଏ ଅସି ଚିକିତ୍ସିତ ହେଉଛି। ପାୟ 6 ମାସ ତଳେ ସେ ଘରେ ପଡି ଯିବା ରୁ ଅଣ୍ଟାରେ ଆଘାତ ପାଇଥିଲା। ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ସେ…
ପଞ୍ଚାୟତ ଅଙ୍କକଷାରେ ଭୋଟରଙ୍କ ମନ ଜିଣୁଛନ୍ତି ମନମୋହିନୀ ଓ ମୀରା
ପୁରୀ: ନିର୍ବାଚନ ଯେତିକି ପାଖଉଛି ସେତିକି ଯୋରଦାର ହେଉଛି ପ୍ରଚାର । ନିଜ ନିଜର ରଣକୌଶଳ ନେଇ ପ୍ରାର୍ଥୀ ପ୍ରାର୍ଥୀନୀ କଷୁଛନ୍ତି ଅଙ୍କ । ଉଦ୍ୟମ ଚାଲିଛି ଭୋଟରଙ୍କ ମନ ଜୀଣିବାକୁ । ପୁରୀ ଜିଲ୍ଲା କାକଟପୁର ବ୍ଲକ ର ଷୋହଳ ଟି ପଞ୍ଚାୟତ ମଧ୍ୟ ରୁ ଅବଦାନ ପଞ୍ଚାୟତ ରେ ନିର୍ବାଚନ ପ୍ରଚାର ଜୋରଦାର…
ଗୁରୁପ୍ରସାଦଙ୍କ ଲୋକପ୍ରିୟତାରେ ବିରୋଧୀ ଛାନିଆଁ !
ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ପଂଚାୟତର ସରପଂଚ ପ୍ରାର୍ଥୀ ଗୁରୁପ୍ରସାଦ ଉକ୍ରଳ କେଶରୀ (ପପୁ) ଙ୍କ ପ୍ରଚାର ଜୋରଦାର ଚାଲିଥିବାବେଳେ ତାଙ୍କର ଲୋକପ୍ରୟତା ବଢିବାରେ ଲାଗିଛି ।ଗୁରୁପ୍ରସାଦ ଜଣେ ଯୁବ ସମାଜ ସେବୀ ତଥା ଆଧ୍ୟାତ୍ମିକବାଦୀ, ସଂଗଠନ…
୬୨ତମ ଭଞ୍ଜ ସଙ୍ଗୀତ ଆସର ଏବଂ ସ୍ୱର୍ଗତ ଲତାଜୀଙ୍କ ସ୍ମୃତିଚାରଣ ସଭା
ଭଞ୍ଜନଗର/ନିଲୁ ବିଷୋୟୀ - ସ୍ଥାନୀୟ ଡ଼ିଫେନ୍ସକଲୋନୀସ୍ଥିତ ଲାବଣ୍ୟବତୀ କଳାମଣ୍ଡପରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ତରଫରୁ ଆନନ୍ଦ ସଂଗୀତାୟନ ସହଯୋଗରେ ୬୨ତମ ଭଞ୍ଜ ସଙ୍ଗୀତ ଆସର ଏବଂ ସ୍ୱର୍ଗତ ଭାରତର ସ୍ୱର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର୍ଙ୍କ ସ୍ମୃତିଚାରଣ ସଭା ଆୟୋଜିତ…
ନୂତନ ଆବିଷ୍କାର ସମ୍ଭାବନାକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବାଳ ମୁକୁନ୍ଦ କେନ୍ଦ୍ରରେ “ସୂର୍ଯ୍ୟ ସମସ୍ତ ଶକ୍ତିର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜ୍ଞାନ ସୌର ଶକ୍ତିକୁ ବ୍ୟବହାର କରି ଅନେକ ସଫଳତା ସମାଜକୁ ଦେଇପାରିଛି। ଶିଶୁମାନେ ସେହି ଶକ୍ତିକୁ ବ୍ୟବହାର କରି କିଛି ନୂତନ ଆବିଷ୍କାର ସମ୍ଭାବନାକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବାଳ ମୁକୁନ୍ଦ କେନ୍ଦ୍ରରେ "ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର"…
ଗଞ୍ଜେଇ ମାଫିଆର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଡବା ପୁଲିସର ବଡ ସଫଳତା । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଗାଁର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗତ ୫ ବର୍ଷ ମଧ୍ୟରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରି ବେଆଇନଭାବେ ଗଞ୍ଜେଇ ଦିଲ୍ଲୀ, ଚେନ୍ନାଇ, ସୁରଥ , କେରଳ, ଗୋଆ,…