ଚଳନ୍ତା କାର ରେ ଲାଗିଗଲା ନିଆଁ

ଡ୍ରାଇଭର ଅଳ୍ପକେ ବର୍ତ୍ତିଲେ, ୧୦ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା। ରାଉରକେଲା(ବସନ୍ତ କୁମାର ଜେନା): ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ ନିକଟ ରାଜ୍ୟ ରାଜପଥରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇ କାର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜଗାଙ୍ଗପୁର ରୁ…

ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ପଦ୍ମପୁର ସ୍ଥିତ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…

ପ୍ରାବନ୍ଧିକ ପ୍ରଣମ୍ୟ ମହାପୁରୁଷ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୭ତମ ଜୟନ୍ତୀ ଯଥାରୀତିରେ ପାଳିତ ହୋଇସାରିଛି। ଶିକ୍ଷାବିତ୍ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ…

ଦୁରିଙ୍ଗିଗୁଡା ଗାଁରେ ଜଳ କଷ୍ଟ ଲୋକେ ପିଉଛନ୍ତି ଦୁଷିତ ପାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମ । ଏଠି ପାନୀୟ ଜଳ ଯୋଗାଣ ଯୋଜନା ଫେଲ ମାରିଛି I ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପରେ ଯୋଜନା କରିଚାଲିଛନ୍ତି I ହେଲେ…

14 ନମ୍ବର ଜୋନରେ ଜିଲ୍ଲା ପରିଷଦ ତ୍ରିମୁଖୀ ଲଢ଼ାଇ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଜୋନ ନମ୍ବର 14 ରେ ରହିଛି 11 ଟି ପଞ୍ଚାୟତ | ଏଗାର ଟି ପଞ୍ଚାୟତ,ଡାଙ୍ଗବହାଲ, ଳରମ୍ଭା, ଖୁରସେଲ, ଫଟାମୁଣ୍ଡା, ଭରତବହାଲ, ତମିଆ, ଦେଉଳଗାଁ, ସୁନାମୁଦୀ, ଖୁଣ୍ଟସମଲେଇ, ଗେରଡ଼ା, ଓ ଘସିଏନ |  ବ୍ଲକର ୩ଟି ଜୋନରୁ ତଥା 14…

କର୍ମୀ ମାନଙ୍କର ଦୃଢ଼ ଆତ୍ମବଳ ଦ୍ୱାରା ବିଜୟ ସମ୍ଭବ :- ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ

ଅପପ୍ରଚାର ରୁ ଅଣଦେଖା କରି ଦେଶ ହିତରେ ଲୋକେ ମତଦାନ କରନ୍ତୁ :- ଭୋଜରାଜ ସିଂ ବରଗଡ :- ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସନ୍ତା ଷୋହଳ ତାରିଖ ରେ ହେବାକୁ ଯାଉଥିବା ବେଳେ , ପ୍ରଚାର ପାଇଁ ହାତରେ ରହିଛି ଆଉ ମାତ୍ର ଦୁଇ ଦିନ । ଚଳିତ ନିର୍ବାଚନ ରେ ପ୍ରାର୍ଥୀ ମାନେ ଛୋଟ ଛୋଟ…

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଡାହା ମିଛ: ବିଜେଡି

ଆକ୍ରମଣ କରିନଥିଲେ ତ ହାଇକୋର୍ଟରୁ ଜାମିନ କ’ଣ ପାଇଁ ? କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ରାଜନୈତିକ ଓ ନୈତିକତା ଦୃଷ୍ଟିରୁ ନିମ୍ନ ସ୍ତରର ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି…

ବଡ଼ଚଣା ନିର୍ବାଚନ ମଣ୍ଡଳୀ ଭୋଟ ପ୍ରଚାର ଜୋରଦାର

ଯାଜପୁର ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ସାରା ଜିଲ୍ଲାରେ ଏବେ ନିର୍ବାଚନ ତାତି | ପ୍ରାର୍ଥୀ ମାଳ ମାଳକୁ ପୋଷ୍ଟର ବ୍ୟାନର୍ ମଧ୍ୟ ମାଳ ମାଳ | ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର | ପାଞ୍ଚ ଟି ଜିଲ୍ଲା ପରିଷଦ ଓ ଅଣଚାଳିଶି ସରପଞ୍ଚ ସମିତିସଭ୍ୟଙ୍କ…

ଦିବଙ୍ଗତ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ତରଫରୁ ଦୋଳବନ୍ଧ ସାହି ପରିସରରେ ସୁର ସାମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଦିବଙ୍ଗତ ଲତା ମଙ୍ଗେସକରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । "ଆକାଂକ୍ଷା" ମହିଳା ସଙ୍ଗଠନର…

ସଙ୍ଗୀତ ଯେତେ ଦିନ ବଞ୍ଚିଥିବ ଲତା ଜୀଙ୍କ ସଙ୍ଗୀତର ଗାନ ସେତିକି ଦିନ ବଞ୍ଚିରହିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପରିସରରେ ଦିବଙ୍ଗତ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭକ୍ତି ସଙ୍ଗୀତ ସଂସଦର କର୍ମକର୍ତ୍ତା ମାନେ ସୁର ସାମ୍ରାଜ୍ଞୀ ଭାରତ ରତ୍ନ…