Sign in
Sign in
Recover your password.
A password will be e-mailed to you.
ଦେଶୀ ଓ ବିଦେଶୀ ମଦ ଜବତ ଜଣେ ଗିରଫ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଥାନା ଏଏସଆଇ ଏସକେ ବିଶ୍ବାଲ ଏବଂ ତାଙ୍କ ଦଳ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଝାଙ୍କରପାଲି ଗ୍ରାମ ର ପଙ୍କଜ ସାହା ଙ୍କ ଠାରୁ ୧୦ବୋତଲ ରକଫୋଡ ହୁଇସକି(୧୮୦ଏମଏଲ), ୭ବୋତଲ ମେକଡୋଏଲ ନଂ୧ (୧୮୦ଏମଏଲ), ୮ବୋତଲ ଈମପେରିଏଲ ବ୍ଲୁ…
ଆର୍.ବି. ହାଇସ୍କୁଲ୍ ପ୍ଲାଟିନମ୍ ଜୁବୁଲିର ପ୍ରସ୍ତୁତି ବୈଠକ ।
ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ମାର୍ଚ୍ଚ ଏଗାର, ବାର ଓ ତେର ତାରିଖରେ ପ୍ଲାଟିନମ୍ ଜୁବୁଲି ସମାରୋହର…
କଫସିରପ ଜବତ :୨ଗିରଫ ।
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ପୋଲିସ ପଦ୍ମପୁର,ଝାଙ୍କରପାଲି, କୁଡାସିହା, ଚାରପାଲି ଏବଂ ଏହା ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ପଦ୍ମପୁର ରଜାପଡାର ଏମଡି ସାଗିର ଓ ଟିକୁ କୁମ୍ଭାର ଙ୍କ ପାଖରୁ ୪୦ ଲିଟର ଅପମିଶ୍ରିତ ଏସକଫ ସିରପ, ୩୦ ବୋତଲ(୧୦୦ଏମଏଲ) ଏସକଫ ସିରଫ, ୪ଷ୍ଟ୍ରିପ ନାଇଟ୍ରୋସନ…
କାଶୀପୁରରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଛତିଶଗଡ଼ର ମନ୍ତ୍ରୀଙ୍କ ପ୍ରଚାର
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଆଜି କାଶୀପୁର ବ୍ଲକରେ ଛତିଶଗଡ଼ ର ମନ୍ତ୍ରୀ କବାସୀ ଲଖମା ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର କରିଥିଲେ। ବ୍ଲକର ୩ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ଦଳ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ମତଦାନ କରି ଭୋଟରେ ବିଜୟୀ କରିବାକୁ…
ଦଳବିରୋଧୀ କାର୍ଯ୍ୟ : ବିଦା ହେଲେ ୫ ନେତା
ଭୁବନେଶ୍ୱର:ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିମ୍ନଲିଖିତ ସଦସ୍ୟଙ୍କୁ ପାର୍ଟୀରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।୧. ଶ୍ରୀ ରାମଚନ୍ଦ୍ର ଦାସ…
ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ
ପଦ୍ମପୁର: ଗୋଟିଏ ଟ୍ରକରେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ ହେଉଥିବା ସମୟରେ ଜବତ କରିଛି ପଦ୍ମପୁର ଅବକାରୀ ବିଭାଗ । ଏକ ବାର ଚକିଆ ଟ୍ରକରେ ଉପରକୁ କବାଡି ସାମଗ୍ରୀ ଭଳି ବୁଢ଼ାପଟା ଲଦା ହେଇଥିବା ବେଳେ ଟ୍ରଲି ଭିତରେ 4 ଟି ବସ୍ତାରେ ପାଖାପାଖି 200 କିଲୋ ଗଂଜେଇ ଲୁଚାଇ ରଖାଯାଇଥିଲା,…
ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସଭାପତିଙ୍କ ପଂଚାୟତ ନିର୍ବାଚନୀପ୍ରଚାର
ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପଂଚାୟତ ନିର୍ବାଚନରେ ଭୋଟରେ ରୁପାନ୍ତରିତ ହେବ
ଭୂବନେଶ୍ୱର:୨୦୧୯ ଫନୀ ବାତ୍ୟାର ୨୪ ଘଂଟା ଭିତରେ ମୋଦି ସରକାର କେନ୍ଦ୍ରରୁ କ୍ଷତିଗ୍ରସ୍ତ ବାସହୀନଙ୍କ ଘର ନିର୍ମାଣ ବାବଦରେ ହଜାର ହଜାର କୋଟି ଟଙ୍କା…
୫ନକଲି ମାଓବାଦୀ ଗିରଫ:ନିଜକୁ ମାଓବାଦୀ କହି ଠିକାଦାରମାନଙ୍କୁ ଧମକାଇ କରୁଥିଲେ ଚାନ୍ଦା ଆଦାୟ
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସ୍ଥାନୀୟ ପୁଲିସ କୁ ମିଳିଛି ବଡ଼ସଫଳତା ୫ ଜଣ ନକଲି ମାଓବାଦୀ କୁ କଲା ଗିରଫ ସେ ମାନେ ହେଉଛନ୍ତି ସେସଖାଲ ପଞ୍ଚାୟତ ହାଣ୍ଡିପାଡୁ ଗାଁର ଗୋପାଳ ମଣ୍ଡିଆ ସାହୁ ୩୪,କାଶୀପୁର ବ୍ଲକ କଞ୍ଜ।ଙ୍ଗମାଣ୍ଡିଗାଁ ବାଲି ମାଝି୪୨,…
“ଖ” ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ବୋମି ଗୌରିଦେବୀଙ୍କ ପକ୍ଷରୁ ପ୍ରଚାର ଜୋରଦାର
କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ 'ଖ 'ଜୋନ ଜିଲ୍ଲା ପରିଷଦ ପାଇଁ ପ୍ରଚାର ଜୋରଦାର କରିଛି ବିଜେଡି । "ଖ" ଜୋନର ମହିଳା ବିଜେଡି ପ୍ରାର୍ଥୀ ବୋମି ଗୌରିଦେବୀ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । "ଖ" ଜୋନ ଜିଲ୍ଲା ପରିଷଦ ଆସନରେ ୭ଗୋଟି ପଞ୍ଚାୟତ ରହିଛି ଓ…
କୁତ୍ରା ପୋଲିସ କୁ ସଫଳତା : ଚୋରି ବୋଲେରୋ ଓ ପିକଅପ ଭ୍ୟାନ ଉଦ୍ଧାର , ୪ ଗିରଫ ।
ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାରେ କୁତ୍ରା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହା ସହ ଚୋରି ହୋଇଥିବା ଦୁଇଟି ଗାଡିକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଗତ ୧ ତାରିଖ ଦିନ ଅହମ୍ମଦ ରାଜା ଙ୍କ ଏକ…