ଖଣି ଅଞ୍ଚଳରେ ପତିଆରା ବୃଦ୍ଧି ଲାଗି ଗୋଷ୍ଠୀ ସଂଘର୍ଷ , 3 ଗୁରୁତର ।

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ  : ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ସୁରୁଖୁରୁରେ ଚାଲିଥିବା ବେଳେ ଆଜି ଯୋଡ଼ା ପଳସା ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ସୂଚନା ମିଳିଛି କି ଆଜି ପୂର୍ବତନ ବିଧାୟକ ସନାତନ ମହାକୁଡ଼ ନିର୍ବାଚନ ପ୍ରଚାର କରୁଥିବା ବେଳେ ହଠାତ୍…

ଖପ୍ରାଖୋଲ ବ୍ଲକରେ ୫୪ ଉତ୍ତେଜନା ପ୍ରବଣ, ୯୦ ଅତି ଉତ୍ତେଜନା ପ୍ରବଣ ବୁଥ ଚି଼ହ୍ନଟ

 ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଜାରି, କଡା ସୁରକ୍ଷା ମଧ୍ୟରେ ହେବ ନିର୍ବାଚନ ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )-ଖପ୍ରାଖୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟୟରେ ଆସନ୍ତା ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବ୍ଲକ ମାଓ ପ୍ରବଣ ଅଞ୍ଚଳ…

ବରପିଟା ପ୍ରାଥମିକ ବିଦ୍ୟାଳୟ ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

୧୪-ନଂ ଜୋନରେ ଭୋଟ ଭିକ୍ଷା ପାଇଁ ବିଧାୟକ ସରୋଜ ମେହେର ପ୍ରଚାରରେ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନାମୁଦି, ଦେଉଳ ଗାଁ, ତମିଆଁ, ଘସିଏନ, ଖୁଣ୍ଟସମଲାଇ, ଗେର୍ଡା, ଫଟାମୁଣ୍ଡା, ଲରମ୍ଭା, ଡାଙ୍ଗବାହାଲ, ଭରତବାହାଲ, ଖୁର୍ସେଲ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି ।…

ବାଣପୁର: ବ୍ଲକ ସମ୍ମୁଖରେ ଧାରଣା ଦେଲେ ୱାର୍ଡମେମ୍ବର ଆଶାୟୀ ଓ ପରିବାରବର୍ଗ

ଚିଲିକା (ସେକ କୌସର ): ବାଣପୁର ବ୍ଲକ ସମ୍ମୁଖରେ ଭୋଟର କାର୍ଡରେ ଅନିୟମିତତାକୁ ନେଇ ଧାରଣା ଦେଇଛନ୍ତି ଜଣେ ପରିବାର। ଖବର ମୁତାବକ କୁମାରାଙ୍ଗ ଶାସନ ଗ୍ରାମର ଦିଲ୍ଲୀପ କୁମାର ମିଶ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କୁମାରାଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡରୁ ୱାର୍ଡ ମେମ୍ବର ପ୍ରାର୍ଥୀ…

ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସର ୩ଟି ପ୍ରୟୋଗଶାଳା ସୋଆ ଉପସଭାପତିଙ୍କ ଦ୍ୱାରା ଉଦ୍ଘାଟିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ବଜାରରେ ସୁଲଭ ମୂଲ୍ୟର ଉତ୍ପାଦ ଯୋଗାଇବା ଏବଂ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଆଗ୍ରୀକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ୩ ଟି…

ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ…

ବରିଷ୍ଠ ସମାଜସେବୀ ତଥା ରାଜନେତା ରାମଚନ୍ଦ୍ର ମହାନ୍ତିଙ୍କ ପରଲୋକ

ବାସୁଦେବପୁର(ପ୍ରତାପ ପାଢ଼ୀ) - ବାସୁଦେବପୁର ଅଞ୍ଚଳ ର ଜଣେ ବରିଷ୍ଠ ସମାଜ ସେବୀ, ଅଟଳ ବିହାରୀ ମହାବିଦ୍ୟାଳୟ ର ପୂର୍ବତନ ମୁଖ୍ୟ କିରାଣୀ ତଥା ବିଜେଡ଼ି ଦଳର ଜଣେ ଟାଣୁଆ ତଥା ସମସ୍ତଙ୍କର ଅତି ପ୍ରିୟ ରାମକୁମାର ମହାନ୍ତିଙ୍କର ଦେହାନ୍ତ ହୋଇ ଯାଇଛି। ତାଙ୍କ ଦେହାନ୍ତ ବାସୁଦେବପୁର ନିର୍ବାଚନ…

ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ

ବରଗଡ :- ସମାଜ ସେବା କ୍ଷେତ୍ରରେ ବରଗଡ଼ ଜିଲ୍ଲାର ସଂକଳ୍ପ ପରିବାର ଜିଲ୍ଲାବାସୀ ଙ୍କର ନିକଟରେ ଏକ ପରିଚିତ ନାମ । ବିଗତ ଦିନରେ ସଂକଳ୍ପ ପରିବାର ପ୍ରତକ୍ଷ ଭାବରେ ଅନେକ ସେବା କାର୍ଯ୍ୟ କରି ଜିଲ୍ଲା ବାସୀ ଙ୍କର ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରିଛି । ଆଜି ବରଗଡ଼ ଠାରେ ସଂକଳ୍ପ ପରିବାରର…

କୋହଳ ହେଲା,ଏଥର ସାହାଣ ମେଲା : ବିନା କଟକଣାରେ କାଳିଆ ଦର୍ଶନ

ଆଉ ଦେଖାଇବାକୁ ପଡ଼ିବନି ଟୀକା ପ୍ରମାଣପତ୍ର ପୁରୀ/ଅନିମେଶ ପଟ୍ଟନାୟକ : କୋଭିଡ -19 ମହାମାରୀ ହେତୁ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ଓ ଶ୍ରୀମନ୍ଦିରକୁ ପ୍ରବେଶ ନେଇ କଟକଣା ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ କଟକଣା ହଟିବାକୁ ଯାଉଛି | ଆସନ୍ତା ସୋମବାରଠାରୁ…