Sign in
Sign in
Recover your password.
A password will be e-mailed to you.
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: ଆଉ ୫ ଜଣ ଅଧିକାରୀଙ୍କୁ…
ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ଅନ୍ତର୍ଭୁକ୍ତ
ଏପର୍ଯ୍ୟନ୍ତ ୧୫୧ ଅଧିକାରୀଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ…
ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ନବରଙ୍ଗପୁର ଡାବୁଗାଁ ପୈତୃକଘରେ ଚଢ଼ାଉ
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ପୋଲିସ କମ୍ୟୁନିକେସନୁ ଅତିରିକ୍ତ sp ହେଉଛନ୍ତି ତ୍ରିନାଥ ମିଶ୍ର । କଟକ,…
ବଡ଼ଚଣା : ନିର୍ବାଚନ ପ୍ରଚାର ନିୟମ ବାଟବଣା
ସାଧାରଣ ଜନତା ହନ୍ତସନ୍ତ : ଶବ୍ଦ ପ୍ରଦୂଷଣ, ପ୍ରଶାସନ ନିରବ ଦ୍ରଷ୍ଟା
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଏବେ ଦ୍ରୁତ ଗତିରେ ଚାଲିଛି ପ୍ରଚାର | ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି ନିଜ ନିଜର ନିର୍ବାଚନ ପ୍ରଚାରରେ | ପ୍ରଚାର ଗାଡି ମାଳ ମାଳ, ମାଇକ…
ବଇଦପାଲିରେ ନିଆଁ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର(ଶାସକପ୍ରଶାସକ)- ଘେଁସ ବନାଂଚଳ ଝାଞ୍ଜ ପାହାଡ ପାଦଦେଶରେ ଥିବା ବଇଦପାଲି ଗ୍ରାମରେ ଜଙ୍ଗଲରେ ନିଆଁ ନିାରାକରଣ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ଅଧିକାରୀ ନବକିଶୋର ପ୍ରଧାନ,ବନରକ୍ଷୀ ନିଳୀମା କୁମ୍ଭାର,ପାରା ଷ୍ଟାଫ ଗୁଲଠୁ ରାମ ପ୍ରଧାନ ଯୋଗଦାନ କରି…
ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଫୁଲୱାମା ସହିଦ ଯବାନ ଙ୍କ ସୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ଭଞ୍ଜନଗର/ନିଲୁ ବିଷୋୟୀ: ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ୨୦୧୯ ମସିହାରେ ଫୁଲୱାମା ଆତଙ୍କବାଦୀ ହମଲାରେ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଭଞ୍ଜନଗର ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ହୋଇଯାଇଛି।…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ଓଡିଆ ଯୁବକ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛନ୍ତି ନିଖୋଜ ହେଇଥିବା ଓଡିଆ ଯୁବକ ଅଜିତ ବିଶ୍ବାଳ| ତାଙ୍କୁ ସ୍ବଦେଶ ଫେରାଇଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଜାନୁୟାରୀ ୧୨ ତାରିଖରେ ପତ୍ର ଲେଖି…
ଲୁଲୁ ମହାପାତ୍ରଙ୍କ ୫୮ତମ ଜନ୍ମ ବାର୍ଷିକ ରାଜ୍ୟବ୍ୟାପି ପାଳିତ
ଭୁବନେଶ୍ୱର:- ଯୁବଗୋଷ୍ଠୀର ସାଥି ଏବଂ ଶକ୍ତିର ପ୍ରତୀକ ୰ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟର୍ସରେ ଲୁଲୁ ମହାପାତ୍ରଙ୍କ ଏକାନ୍ତ ସହଯୋଗୀ ତଥା ଅନ୍ତରଙ୍ଗ ବନ୍ଧୁ…
ଦୁର୍ଘଟଣା ରୁ ମଶାଣି ପର୍ଯ୍ୟନ୍ତ : ଘର ଲୋକ ପରି ସହାୟତା ଯୋଗାଇଲା ଓଡ଼ିଶା ମୋ ପରିବାର
ଭୁବନେଶ୍ବର (ଶାସକ ପ୍ରଶାସକ) : ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତର ୬୫ବର୍ଷିୟା ବୃଦ୍ଧା ମୀରା ଜେନା ରୋଷେଇ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଶାଢିରେ ନିଆଁ ଲାଗି ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ଗ୍ରାମର ସରପଞ୍ଚ ଏ ସମ୍ପର୍କରେ ସୂଚନା ପାଇ ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ…
ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ନେଇ ଜନତାକୁ ବୁଝାଇଲେ ଆଇଆଇସି
ଝାରବନ୍ଧ-ମନୋହର ଦାଶ:ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ବ୍ୟବସ୍ଥା ର ସମୀକ୍ଷା ସହ ଗତ ଦୁଇଦିନ ଧରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କଅଁର ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ର ଲଉଡ଼ିଦରହା,ଚଣ୍ଡୀଭଟା, କୁମିର ପଞ୍ଚାୟତ ର…
କେନ୍ଦୁଝର ଆନ୍ଧ୍ରା ବ୍ୟାଙ୍କ୍ ମହାଦୁର୍ନୀତିକୁ ସୁରକ୍ଷା ଦେଉଛି ୟୁନିଅନ ବ୍ୟାଙ୍କ୍ !
କେନ୍ଦୁଝର/ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ସହର ଥାନା ଛକରେ ଥିବା ୟୁନିଅନ୍ ବ୍ୟାଙ୍କ୍ ଶାଖା ଯାହା ଅତୀତରେ ଆନ୍ଧ୍ରା ବ୍ୟାଙ୍କ୍ ଶାଖା ଥିଲା ତାହାର ଗ୍ରାହକ ସେବା ବିଷୟରେ ଏକ ରୋଚକ ଖବର ଆସିଛି । ଏହି ବ୍ୟାଙ୍କ୍ ଶାଖାରେ ମୋନିକା ସିଂ ନାମ୍ନୀ ଜଣେ ସ୍ଥାନୀୟ ମହିଳାଙ୍କ ଜମାଖାତା ନମ୍ୱର୍…