ଜଗତସିଂହପୁର,ସୁମନ୍ତ କୁମାର ଦାସ:ଗତ 14 ତାରିଖରେ ପାରାଦୀପ ସମୁଦ୍ରକୂଳରୁ ନିଖୋଜ ହୋଇଯାଇଥୁବା ନବମ ଶ୍ରେଣୀ ଛାତ୍ର ପ୍ରୀତମଙ୍କ ସନ୍ଧାନ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତେଣୁ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.