Sign in
Sign in
Recover your password.
A password will be e-mailed to you.
ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମାଓବାଦୀଙ୍କ ଟିଫିନ ବୋମା
କିଛି ଅଘଟଣ ଘଟିବା ଆଗରୁ ଉଦ୍ଧାର କଲା ପୋଲିସ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପ୍ରଯ୍ୟାୟ ନିର୍ବାଚନ ଅବସରରେ ରାୟଗଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । କିଛି ଅଘଟଣ ଘଟିବା ଆଗରୁ କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି…
ବଲାଙ୍ଗିର ଜେ ଏସ୍ ଏମ୍ କମର୍ସ କଲେଜ ପକ୍ଷରୁ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର : ବଲାଙ୍ଗିର ଜେ ଏସ୍ ଏମ୍ କଲେଜ ଆନୁକୁଲ୍ୟରେ ଖୁଜେନପାଲି ହାଇସ୍କୁଲ ଖେଳ ପଡିଆ ଠାରେ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି l ଉଦଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ଶ୍ରୀ ଅମନ ନାଗ ଓ ସମାଜ…
ନିର୍ବାଚନ ଆରମ୍ଭ ପୂର୍ବରୁ ନିର୍ବାଚନ ହିଂସା, ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ
ଗୁରୁତର ଅବସ୍ଥାରେ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ନୂଆପଡାରୁ ଜୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁ ରେ ରାଜନୀତି ହିଂସା ହୋଇଥିବା ଅଭିଯୋଗ ଦୋଇଛି । ସୁନାରିସିକୁଆଁ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ରୁପେ ଚୁଲମଣି ବୈଠାରୁ…
ସର୍ବଭାରତୀୟ ଗ୍ଲାମନ୍ ମିସେସ୍ ଇଣ୍ଡିଆ ପ୍ରତିଯୋଗିତା:ତେଜସ୍ମୀତା ହେଲେ ମିସେସ୍ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍
ଭୁବନେଶ୍ୱର,: ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍ ମିସେସ୍ ଇଣ୍ଡିଆ (ଜିରୋ ସାଇକ୍) ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ବିଜେତା ତେଜସ୍ମୀତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଜାନୁୟାରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଉତ୍ସବରେ…
ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ସହ ବ୍ୟବସାୟ ସହଯୋଗୀଙ୍କ ସଶକ୍ତିକରଣ ଅଭିଯାନ
ଭୁବନେଶ୍ୱର: ଉନ୍ନତ ଓ ଉତମ ଅଭିବୃ୍ଦ୍ଧି ସୁଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଦକ୍ଷିଣ ଓଡ଼ିଶାରେ ବିଦୁ୍ୟତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ବ୍ୟବସାୟ…
ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ବିଧାୟକ ବିଷ୍ଣୁବ୍ରତ
ବାସୁଦେବପୁର(ପ୍ରତାପ ପାଢୀ) - ବାସୁଦେବପୁରର ବିଭିନ୍ନ ପଂଚାୟତରେ ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି | ଦଳୀୟ ସମର୍ଥନରେ ଲଢୁ ଥିବା ସରପଞ୍ଚ ପ୍ରାର୍ଥୀ , ସମିତି ସଭ୍ୟ…
ଜିଲ୍ଲା ପରିଷଦ ସହିତ ବ୍ଲକରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ- ନରସିଂହ
ମୁକ୍ତାଦେଇଙ୍କ ପାଇଁ ନରସିଂହଙ୍କ ମାରାଥନ ପ୍ରଚାର
ବଲାଙ୍ଗିର- ଲୋକେ ସରକାରୀ ଦଳ ନେତାମାନଙ୍କୁ ବାରମ୍ବାର ନିଜର ବହୁ ମୁଲ୍ୟ ଭୋଟ ଦେଇଛନ୍ତି । ପାଞ୍ଚ ବର୍ଷ ପୁର୍ବରୁ ଲୋକେ ଜିଲ୍ଲା ପରିଷଦରେ ବିଜେଡିକୁ ଭୋଟ ଦେଇଥିଲେ । ଏବେ ଦେଓଗାଁ ବ୍ଲକ ମଧ୍ୟ ସେମାନଙ୍କ ହାତରେ । କିନ୍ତୁ ଅଂଚଳର ଛାତ୍ର,…
ଗାଁର ବିକାଶ ପାଇଁ କଂଗ୍ରେସ ଏକ ମାତ୍ର ବିକଳ୍ପ- ନରସିଂହ
ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର
ବଲାଙ୍ଗିର- କମ ଦାମରେ ରନ୍ଧନ ଗ୍ୟାସ, ବାର୍ଷୀକ୨କୋଟି ନିଯୁକ୍ତି ସୃଷ୍ଟି ଓ ଦରଦାମ ନିୟନ୍ତ୍ରଣ ଆଦିରେ କେନ୍ଦ୍ର ସରକାର ସଂପୁର୍ଣ୍ଣ ଫେଲ ମାରିଛି । ଠିକ ସେହିପରି ରାଜ୍ୟ ସରକାର ମଧ୍ୟ ଶିକ୍ଷା, କୃଷି, ଜଳସେଚନ,ଡାକ୍ତରଖାନାରେ ଡାକ୍ତର, ସ୍କୁଲରେ…
ନିଶ୍ଚିନ୍ତକୋଇଲି ବ୍ଲକର ୫୯୦ ଭୋଟ ବାକ୍ସ ଷ୍ଟ୍ରଙ୍ଗ୍ ରୁମରେ ସୁରକ୍ଷିତ
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକର ୪୧ ଗୋଟି ପଂଚାୟତରେ ୫୯୦ ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବା ପରେ ସେହି ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ଭାବେ ଅଣାଯାଇ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ଷ୍ଟ୍ରଙ୍ଗ୍ ରୁମre ସୁରକ୍ଷିତ ଭାବେ ରଖାଯାଇଛି । କଟକ ଗ୍ରାମାଞ୍ଚଳ…
ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ତିନୋଟି ବାଲି ଓ ସାତୋଟି ପଥର ବୋଝେଇ ହାଇୱା ଜବତ
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ତିନୋଟି ବାଲି ଓ ସାତୋଟି ପଥର ବୋଝେଇ ହାଇୱାକୁ ଜବତ କରାଯାଇଛି । ଜବତ ହୋଇଥିବା ହାଇୱା ଗାଡି ଗୁଡିକଠାରୁ ଯୋରୀମାନା ଆଦାୟ କରାଯାଇ ତୁରନ୍ତ ଛାଡିଦେବା ପାଇଁ ସାଧାରଣରେ ଦାବି ହେଉଛି । ହେଲେ ତହସିଲ ପ୍ରଶାସନ ପକ୍ଷରୁ…