Sign in
Sign in
Recover your password.
A password will be e-mailed to you.
କେଜ୍ରିୱାଲଙ୍କ ଦେଶ ବିରୋଧି ଚିନ୍ତାଧାରା ବିରୋଧରେ ଦିଲ୍ଲୀରେ ବିଜେପିର ବିଶାଳ ମହିଳା ସମାବେଶ
ନୂଆଦିଲ୍ଲୀ/ଭୁବନେଶ୍ବର- ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବିରୋଧ କରି ଦିଲ୍ଲୀ ବିଜେପି ଓ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ଲାଲ୍ କିଲ୍ଲା ସମ୍ମୁଖରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଥିଲା| ଏହି ସମାବେଶରେ ବିଜେପି…
ଗତକାଲିର ମତଦାନ : ଝାରସୁଗୁଡ଼ାରେ ସର୍ବାଧିକ , ଗଞ୍ଜାମରେ ସର୍ବନିମ୍ନ
ଭୁବନେଶ୍ୱର : ଗତକାଲି ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତିରାଜ ମତଦାନରେ ସବିଶେଷ ପ୍ରତିଶତ ଜାରି କରିଛନ୍ତି ନିର୍ବାଚନ ଆୟୋଗ | ଏହି ତଥ୍ୟ ଅନୁଯାୟୀ ଝାରସୁଗୁଡ଼ାରେ ଜିଲ୍ଲାରେ ସର୍ବାଧିକ ୮୫.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ଭୋଟ ପଡିଛି |
ବିରୋଧୀଙ୍କ ଅପପ୍ରଚାର କୁ ଆଉ ଏକ ଶକ୍ତ ଚାପୁଡ଼ା: ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କାର୍ଡ
ଡାକ୍ତରଖାନାରୁ ଥାଇ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ "ମିଲି"
ବରଗଡ :- ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିବା ପରଠାରୁ ବିରୋଧୀ ଏହି ଯୋଜନା ଉପରେ ଅନେକ ପ୍ରକାର ଅପପ୍ରଚାର କ୍ରମାଗତ ଭାବରେ କରି ଆସୁଛନ୍ତି । କେହି କେହି ବିରୋଧୀ ଏହାକୁ କେବଳ ନିର୍ବାଚନ…
ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ, ଜୟ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର: ରକ୍ତଦାନ ଓ ଗ୍ରହଣର ସ୍ରୋତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ, ଜୟ ଓଡ଼ିଶା ଏକ ରକ୍ତଦାନ ଶିବିରର ଆୟୋଜନ କରିଛି। ଏହା ସହିଦ ନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣି ର କର୍ମଚାରୀ ମାନେ ଉଦଘାଟିତ…
ତିର୍ତ୍ତୋଲ ଜୋନ୍ ରେ ତିର୍ତ୍ତୋଲ ବିଧାୟକଙ୍କ ମାରାଥନ ପ୍ରଚାର
ଜଗତସିଂହପୁର / ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ୩ ନମ୍ବର ଜୋନ୍ ରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଯୋଗଦେଇ ସଂଅରା, ଗୋପାଳପୁର, ବିରିତୋଳ,ମୂଳିସିଂ, କନକପୁର, କୋଷ୍ଠି, ପଟିଲୋ, ଗୋବିନ୍ଦପୁର ଆଦି ପଞ୍ଚାୟତରେ ରାଲି ଓ ପଥପ୍ରାନ୍ତ ସଭା ମାଧ୍ୟମରେ ନବିନ ସରକାରଙ୍କ ଲୋକାଭିମୁଖ ଯୋଜନା…
କନିମୂଳ ଗାଁ ଗହଳିରେ ପ୍ରାର୍ଥୀମାନଙ୍କର ପ୍ରଚାର ଜୋରଦାର
ଜଗତସିଂହପୁର / ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା । ଆଜି ସମସ୍ତ ପଞ୍ଚାୟତରେ ସମସ୍ତ ଦଳମାନଙ୍କ ପକ୍ଷରୁ ଚାଲି କରାଯାଇ ପଞ୍ଚାୟତ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ । ସାମନ୍ତରାପୁର ପଞ୍ଚାୟତରେ ସରପଞ୍ଚ…
ସଡକ ଦୁର୍ଘଟଣାରେ 3 ପୋଲିସଙ୍କ ମୃତ୍ୟୁ, 14 ଗୁରୁତର
ଉମରକୋଟ / ଜିତେନ୍ଦ୍ର ମହାନ୍ତି- ଆସନ୍ତା ତୃତୀୟ ପର୍ଯ୍ୟାୟ ନିର୍ବାଚନ କାର୍ଯ୍ୟ ପାଇଁ ନବରଙ୍ଗପୁର ରୁ କୋସାଗୁମୁଡା ଯାଉଥିବା ସମୟରେ ଓଲଟିଲା ପୋଲିସ ଗାଡି | ଆସନ୍ତା ତୃତୀୟ ପର୍ଯାୟ ମତଦାନ ସକାଶେ ନିର୍ବାଚନ କାର୍ଯ୍ୟ ପାଇଁ ନବରଙ୍ଗପୁରରୁ କୋସାଗୁମୁଡା ଯାଉଥିବା ସମୟରେ ପାପଡ଼ାହାଣ୍ଡି ଥାନା…
ମତଦାନ କେନ୍ଦ୍ରରେ ଏଜେଂଟକୁ ଛୁରାମାଡ ଘଟଣା : ଜଣେ ଗିରଫ ,ଦୁଇ ଫେରାର
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ:: ମାହାଙ୍ଗା ବ୍ଳକ ପଣସପୁର ପଂଚାୟତ ଏକ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଚାଲିଥିବାବେଳେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ଏଜେଂଟକୁ ବୁଥ ଭିତରେ ପଶି ଛୁରାମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ମାହାଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ…
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ନିର୍ବାଚନ ଶେଷ
୭୭.୯ % ମତଦାନ ; ଭୋଟ ବାକ୍ସ ଭିତରେ ପ୍ରାର୍ଥୀମାନଙ୍କର ଭାଗ୍ୟ
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଶୃଙ୍ଖଳିତ ଭାବେ ନିର୍ବାଚନ ଶେଷ ହୋଇଛି । ଏହି ବ୍ଳକ ଅଧିନରେ ଥିବା ୫ ଟି ଜୋନରେ ୧…
ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ
ରବି ନାରାୟଣ ସାହୁ/ ଖୋର୍ଦ୍ଧା-ତାମିଲନାଡୁର ତଂଜାବୁର ସେକ୍ରେଟ ହାର୍ଟ ସ୍କୁଲର ୧୭ ବର୍ଷୀୟ ଛାତ୍ରୀ ଲାବନ୍ୟାଙ୍କୁ ସ୍କୁଲ କର୍ମଚାରୀ ରାକଲିନ ମେରି ଓ ସାଗାୟା ମେରିଙ୍କ ଦ୍ବାରା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାରମ୍ବାର ନିର୍ଯାତନା ଦେବା ହେତୁ ସେ ଆତ୍ମହତ୍ୟା କରିଥିଲେ। ଏହାକୁ ବିରୋଧ…