ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଏପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ…

ବଡ଼ବିଲରେ ବିଭିତ୍ସ କାଣ୍ଡ : ମଦ ନିଶାରେ ହଣାକଟା, ଜଣେ ମୃତ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘଟଣାରୁ ପ୍ରକାଶ ଯେ ସିରାଜୁଦିନ ହଟିଂରେ ଗତକାଲି ସନ୍ଧ୍ୟା ସମୟରେ କୌଣସି କାରଣରୁ ଚଲା ପୂର୍ତ୍ତିଙ୍କ ସହିତ ହଟିଂରେ ରହୁଥିବା ତିନି ଭାଇ ଆକାଶ ଗୋପ, ଚନ୍ଦ୍ର ଗୋପ ଓ…

ବ୍ୟକ୍ତିକୁ ସବୁ ବେଳେ ଈଶ୍ୱରଙ୍କ ସ୍ମରଣ କରିବା ଉଚିତ୍- ରାଷ୍ଟ୍ରପତି

‘ବିଶ୍ୱ ବୈଷ୍ଣବ ସମ୍ମିଳନୀ’କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ବାର୍ତାକୁ ଏକବିଂଶ ଶତାବ୍ଦୀରେ ମାନବ କଲ୍ୟାଣ ପାଇଁ ଉପଯୋଗ କରିବା-ଧର୍ମେନ୍ଦ୍ର ପ୍ରଧାନ ପୁରୀ - ମାନବତାକୁ ଆସ୍ଥା ଆଧାରରେ ବାଂଟି ହେବନାହିଁ । ସତ୍ୟ ଏକ୍, ଏହାକୁ…

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସରୋଜ ଭୋଇ. ଆବାସ ଅପେକ୍ଷାରେ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ତୁମ୍ଭା ଅଣ୍ଡେଇ ସାହି ପଞ୍ଚାୟତ ଅଣ୍ଡେଇ ସାହି ଗ୍ରାମର ସରୋଜ ଭୋଇ ଦୀର୍ଘ ୧0 ବର୍ଷ ହେବ ପାରଲିସିସ ହୋଇ ଏକ ପ୍ରକାର ଅକରମନ୍ୟ ହୋଇଥିବା ଦେଖାଯାଇଛି l ସରୋଜ ଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇପଡିଛନ୍ତି l ଏକ ମାତ୍ର ପୁଅ ତାହାର…

ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ବଲାଙ୍ଗିରର ଆଂଚଳିକ ସମ୍ମିଳନୀ

ବଲାଙ୍ଗିର- ଦେଶର ହିତ ଦୃଷ୍ଟିରୁ ବ୍ୟାଙ୍କ ଗୁଡ଼ିକ ସରକାରଙ୍କ ଘରୋଇକରଣ ଉଦ୍ୟମ ପ୍ରତ୍ୟାହାର କରିବାକୁ ଆଜି ବଲାଙ୍ଗିରଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘର ଆଂଚଳିକ ସମ୍ମିଳନୀରେ ତୀବ୍ରମତ ପ୍ରକାଶ ପାଇଛି । ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଆଂଚଳିକ…

ବ୍ଲକ ନିର୍ବାଚନ ଅଧିକାରୀ ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକ ଖୋଲିବା ପ୍ରତିବାଦରେ ରାସ୍ତାରୋକ

କଟକ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଞ୍ଚ ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ପାଢ଼ୀ): ନିଶ୍ଚିନ୍ତକୋଇଲି ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହେବା ପରେ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ…

ସୁନ୍ଦର ଓ ସ୍ୱପ୍ନର କନ୍ଧମାଳ ପାଇଁ ନିରବଛିନ୍ନ ପ୍ରୟାସ ରତ କନ୍ଧମାଳ ପିପୁଲସ୍ ଫୋରମ୍।

କନ୍ଧମାଳ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ଲଢେ଼ଇ ଜାରି ରହିବ: ରାଧାମୋହନ। ଫୁଲବାଣି : କନ୍ଧମାଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ କନ୍ଧମାଳ ପିପୁଲସ ଫୋରମ (କେପିଏଫ) । କନ୍ଧମାଳବାସୀଙ୍କ ପାଇଁ ସଦାସର୍ବଦା ତତ୍ପର ଥିବା ଏହି ସଂଗଠନ ଏବେ ଚର୍ଚ୍ଚାରେ । କନ୍ଧମାଳର ବିକାଶ ପାଇଁ ଦିବାରାତ୍ର…

କେନ୍ଦ୍ରରେ ବଢୁଛି ଓଡ଼ିଆ ନେତାଙ୍କ ଗୁରୁତ୍ୱ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରରେ କ୍ଷମତାସୀନ ହେବାପରେ ଓଡ଼ିଆ ମାନଙ୍କର ଗୁରୁତ୍ବ ବଢ଼ିବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳ ହେଉ କିମ୍ବା ଦଳର ସାଂଗଠନିକ ଦାୟିତ୍ୱ ହେଉ ସବୁଠାରେ ଓଡ଼ିଆ ନେତାମାନଙ୍କର ପ୍ରଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବରିଷ୍ଠ ଚିକିତ୍ସକଙ୍କ ପରଲୋକ

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ ) କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ପରମେଶ୍ବର କଳାଙ୍କ ହୃଦଘାତରେ ପରଲୋକ ଘଟିଛି । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଙ୍କ ହୁଡକୋସ୍ଥିତ ବାସଭବନରୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ…

ଭି,ଏସ୍,ଏସ୍ ନଗରରେ ଅଙ୍ଗଦାନ ସଚେତନତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭି,ଏସ୍,ଏସ୍ ନଗରରେ ଅଙ୍ଗଦାନ ସଚେତନତା ପଞ୍ଜୀକରଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ। ୩୦୦ରୁ ଅଧିକ ଯୁବ ଛାତ୍ର ସ୍ୱତପ୍ରବୃତ ଭାବେ ଅଙ୍ଗ ଦାନ କରିବା ପାଇଁ ଫର୍ମ ପୂରଣ କରିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର…