Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ: ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ରେ ସାମିଲ ହେଲେ ଅଭିନେତା ଶ୍ରିତମ ଓ ବିଧାୟିକା କୁସୁମ
ରାଉରକେଲା(ବସନ୍ତ କୁମାର ଜେନା); ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆଜି ସରି ଯାଇଛି। ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ର ଆଜି ଶେଷ ଦିନ । ସମସ୍ତ ଦଳ ଶେଷ ଦିନରେ ପ୍ରଚାରକୁ ଜୋରସୋର କରିଥିବା ବେଳେ ବିଜେପି ମଧ୍ୟ ପୁରା ଜୋର ଲଗାଇ ଦେଇଛି । ଆଜି ସୁନ୍ଦରଗଡ଼ ରେ ପ୍ରଚାର କୁ ଜୋରଦାର…
ସର୍ବଶକ୍ତିମାନ ହେବା ଗୁରୁଆଜ୍ଞା ଓ ଭକ୍ତି ଦ୍ୱାରା ସମ୍ଭବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁଭକ୍ତି ହିଁ ସର୍ବଶକ୍ତିମାନ ହେବାର ସୁଯୋଗ ଯାହା କର୍ମଯୋଗର ରହସ୍ୟକୁ ଉପସ୍ଥାପନା କରିଥିବା ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତାକୁ ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ଆଭାସୀ ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଭଗବତଗୀତା ଓ…
ତୃତୀୟ ପର୍ଯ୍ୟାୟରେ ରାୟଗଡ ବ୍ଳକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ୮୨.୭୨ %…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି ନିର୍ବାଚନରେ ରାୟଗଡ଼ ବ୍ଲକର ୨ ଗୋଟି ଜିଲ୍ଲାପରିଷଦ ଜୋନ୍ ଅନ୍ତର୍ଗତ ୨୧…
ଅସ୍ତରଙ୍ଗ ଉପକୂଳରେ ବିଭିନ୍ନ ପ୍ରକାର ଜୀବ ଉଦ୍ଧାର।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଉପକୂଳରେ ଏହି କିଛି ଦିନ ତଳେ ଏକ ବିରାଟ କାୟଅଲିଭ ରିଡ଼ଲ କଁଇଚ ଲୁଣା ନଦୀରୁ ମାଛମାରୁଥିବା ଧୀବର ମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବେଳେ ରବିବାରଦିନ ସେହି କଣମଣ ନଦୀ ନିକଟରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଅଛି । ଗରୁଡ଼ ପକ୍ଷୀଟି…
୧୪ ତମ ଜାତୀୟ ହୁଇଲଚେୟାର ଆସିଚାଳନା ପ୍ରତିଯୋଗୀତାରେ ଭାଗନେବେ ପ୍ରଫୁଲ୍ଲ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ (ଯିଏ କି ଜଣେ ଦିବ୍ୟାଙ୍ଗ) ୧୪ ତମ ଜାତୀୟ ହୁଇଲଚେୟାର ଆସିଚାଳନା ପ୍ରତିଯୋଗିତାରେ ଓଡିଶା କୁ ପ୍ରତିନିଧିତ୍ୱ କରିବା ପାଇଁ ୧୨ଜଣିଆ ଟିମ୍ ରେ…
ଗୁରୁତର ବ୍ୟକ୍ତିଙ୍କୁ ପଦ୍ମପୁର ଡାକ୍ତରଖାନା ପହଞ୍ଚାଇଲେ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ।
ପଦ୍ମପୁର(ଶାସକ ପ୍ରଶାସକ)-ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମଧ୍ୟରେ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁରରେ ହେଉଥିବା ତୁତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଉଜ…
ଶିବାଜି ମହାରାଜାଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
ଭଦ୍ରକ, ସୀତାକାନ୍ତ ପାଢ଼ୀ-:ଭଦ୍ରକ ଜିଲ୍ଲା ଅପର୍ତିବିନ୍ଧା ସୂର୍ଯ୍ୟଶିଖା କ୍ଲବ୍ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପତି ଶିବାଜି ମହାରାଜାଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଭଦ୍ରକ ଜିଲ୍ଲାର ଏକ ସ୍ବେଛାସେବୀ ସଂଗଠନ ଛତ୍ରପତି ସେନା ଓତରଫରୁ କୋରୋନା କଟକଣା ନିୟମକୁ ମାନି ଏହି…
ପ୍ରଚାର ର ଶେଷ ଦିନରେ ୧୯ ନମ୍ବର ଜୋନରେ ସାଂସଦ ଓ ପୂର୍ବତନ ବିଧାୟକ।
ବାସୁଦେବପୁର(ପ୍ରତାପ ପାଢ଼ୀ) -ଆଜି ବାସୁଦେବପୁର ଠାରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ,ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜଦୁନାଥ ନାୟକଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି | ଦଳୀୟ ସମର୍ଥନରେ ଲଢୁଥିବା ସରପଞ୍ଚ…
ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା
ଦୋଷୀ ନିଶ୍ଚୟ ଦଣ୍ଡ ପାଇବ : ଶ୍ରୀ ମଙ୍ଗରାଜ
ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିନ୍ଦା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ | ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…
ଡଙ୍ଗରିଆଙ୍କ ପ୍ରତିବାଦ :: ଝାମ୍ପି ନେଲେ ଭୋଟ ବାକ୍ସ
ଭୋଟ ଦେବାର ହକ ନାହିତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧ ମାନେ ଭୋଟ ବାକ୍ସ ନେଇ ଯାଉଥିବା ଦେଖିବାକୁ ମିଳିଛି ।ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା…