Sign in
Sign in
Recover your password.
A password will be e-mailed to you.
ଉତ୍ତରକୂଳ ସେବା ସମବାୟ ସମିତିରେ ଧାନ ସଂଗ୍ରହ
ସରକାରଙ୍କ ତରଫରୁ ଧାନଦେବା ଟୋକନ ସୀମା ବୃଦ୍ଧ କରିବାକୁ ଚାଷୀଙ୍କ ଦାବି
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ସ୍ଥିତ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଉତ୍ତରକୂଳ ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ…
ଚୋରି ହାଇଭା ଓ ଲାଇନ ଟ୍ରକ ଜବତ : ୩ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ଭଦ୍ରାସାହିରୁ ଲୁଟ ହୋଇଥିବା ଏକ ହାଇଭା ଟ୍ରକକୁ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୪ ତାରିଖ ରାତି ପ୍ରାୟ ୨ଟା ସମୟରେ ଭଦ୍ରାସାହି ପୋଲ ନିକଟରେ ପାର୍କିଂ ହୋଇଥିବା ଏକ ହାଇଭା ଟ୍ରକର କାଚ ଭାଙ୍ଗି ୩ ଜଣ…
ରାୟଗଡାରେ ମହିଳାମାନଙ୍କୁ ସଶକ୍ତ କରାଉଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ନିଜର କାରଖାନା ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନସାଧାରଣଙ୍କର ଅର୍ଥପୂର୍ଣ୍ଣ କଲ୍ୟାଣ ପ୍ରୟାସଗୁଡିକ କ୍ଷେତ୍ରରେ ନିବିଡ ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର
ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କଲେ ପ୍ରଶଂସା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ବାବଦରେ ନିଆଯାଇଥିବା ବିଦ୍ଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓଡିଶା ଗସ୍ତରେ ଆସିଥିବା ୟୁନାଇଟେଡ ନେସନ ଓ୍ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମ ବା ଜାତିସଂଘ ବିଶ୍ୱ ଖାଦ୍ୟ…
ମହାପ୍ରଭୁଙ୍କ ଦର୍ଶନ କଲେ ଦେଶର ପ୍ରଥମ ନାଗରିକ
ପୁରୀ/ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ଦର୍ଶନ କଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ଧର୍ମ ପତ୍ନୀ ଶ୍ରୀମତୀ ସବିତା କୋବିନ୍ଦ, ଝିଅ ଓ ଜ୍ବାଇଁଙ୍କ ସହ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସନ୍ଧ୍ୟା ୫.୪୫ ମିନିଟ ସମୟରେ ଶ୍ରୀମନ୍ଦିର ପହଞ୍ଚିଥିଲା…
ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ ପୁନଃମତଗ୍ରହଣ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆ ଯାଇଥିଲା ସେସବୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ତା.୨୩/୦୨/୨୦୨୨ରିଖରେ ପୁନଃଭୋଟଗ୍ରହଣ କରାଯିବ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…
ନିଜେ ଟଙ୍କା ବାଣ୍ଟି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି ବିଜେପି: ବିଜେଡି
ଲୋକଙ୍କ ନଜର ହଟାଇବାକୁ ବିଜେପିର ପ୍ରାୟୋଜିତ ନିର୍ବାଚନୀ ହିଂସା
ଓଡିଶାର ନାରୀ ଶକ୍ତିଙ୍କୁ ବଦନାମ କରୁଛି ବିଜେପି
ଭୁବନେଶ୍ୱର: ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ବୋଲି ଗଣମାଧ୍ୟମରେ ଏହା ସ୍ପଷ୍ଟ ଦେଖାଯାଉଛି ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ…
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ
୧୭୦ ବୁଥକୁ୫୬୧ ପୋଲିଙ୍ଗ କର୍ମଚାରୀ ନିୟୋଜିତ।
କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ମାସ ୨୦ତାରିଖ ଦିନ ଉକ୍ତ ବ୍ଲକରେ ମତଦାନ କରାଯିବ ।ବ୍ଲକରେ ୧୪ଟି ଗ୍ରାମ…
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର
ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ ବାହାଡ଼ାପଦର ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ଜଣଙ୍କ ହେଲେ ଆଖୁପଦର ଗ୍ରାମର ଭାଗୀରଥି ସ୍ୱାଇଁ(୨୭)। ସୂଚନା ପ୍ରକାରେ ଭାଗୀରଥି ଓ ତାହାର ଜଣେ ସାଙ୍ଗ ଭଞ୍ଜନଗରରୁ ଆଖୁପଦର ଗ୍ରାମ…