Sign in
Sign in
Recover your password.
A password will be e-mailed to you.
ଆଘାତପ୍ରାପ୍ତ ମନୀଷାଙ୍କ ଯନ୍ତ୍ରଣା ପାଇଁ ମଲମ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ଓ ପ୍ରେରଣା
କଳିଙ୍ଗ ଷ୍ଟାଡିଅମରେ ଯୁବ ମହିଳା ଫୁଟବଲ ଖେଳାଳୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ
ଖୁସିରେ ବିଭୋର ମନୀଷା ଦୃଢ ମନୋବଳ ସହ ଆଗକୁ ବଢିବାକୁ ପ୍ରସ୍ତୁତ
ଭୁବନେଶ୍ବର(ଶାସକ ପ୍ରଶାସକ) : ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ…
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି “ଓଡିଶା ମୋ ପରିବାର”
ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ତାରିଖରୁ ରାଜ୍ୟବ୍ୟାପୀ “ଅଙ୍ଗ ଦାନ ପଞ୍ଜିକରଣ ” ଶିବିର
ଭୁବନେଶ୍ୱର(ଶାସକ ପ୍ରଶାସକ) - ସମଗ୍ର ବିଶ୍ୱରେ ବିପନ୍ନ ଓଡିଆଙ୍କୁ ସହାୟତା,ଅସହାୟ ରୋଗୀଙ୍କୁ ଉପଯୁକ୍ତ ସମୟରେ ରକ୍ତ ଯୋଗାଇବା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ…
ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ ଡିଲେଶ୍ୱର
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଅଂଚଳର ଜଣାଶୁଣା ସ୍ବେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁର ଅଂଚଳରେ ହେଉଥିବା…
କିଟରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍ସିପ୍ ଆରମ୍ଭ
କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଅଛି: ଦୂତି ଚାନ୍ଦ
ଭୁବନେଶ୍ୱର: ପ୍ରଥମଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍ସିପ୍ କିଟ୍ ବିଶ୍ୱବିଦ୍ୟାଳୟରେ ସୋମବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍…
ଚତୁର୍ଥ ପର୍ଯ୍ୟାୟରେ ରଘୁନାଥପୁର ଓ କୁଜଙ୍ଗରେ ନିର୍ବାଚନ ।
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟରେ ଫେବୃୟାରୀ ୨୨ତାରିଖ ରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଓ କୁଜଙ୍ଗ ବ୍ଳକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । କୁଜଙ୍ଗ ବ୍ଳକର ୦୪ଟି ଜିଲ୍ଲା ପରିଷଦ ଜୋନ୍ର ୨୮ଟି ପଞ୍ଚାୟତରେ ୪୬୫ଟି ୱାର୍ଡ ବୁଥରେ ନିର୍ବାଚନ…
ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିଅମ୍ କମ୍ପ୍ଲେକ୍ସ ଗସ୍ତ : କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା
ଭାରତର ପୁରୁଷ ଓ ମହିଳା ହକୀ ଟିମ୍ର ଖେଳାଳୀ ମାନଙ୍କୁ ଭେଟିଲେ ଓ ପ୍ରୋ-ଲିଗ୍ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଲେ
୫-ଟି କାର୍ଯ୍ୟକ୍ରମ ଜାରି ରହିଛି ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ
ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ…
ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ରାଧାକାନ୍ତ ମଠର ମହନ୍ତ ଶ୍ରୀଯୁକ୍ତ ଯଶୋଦା ନନ୍ଦନ ମୁଖ୍ୟ…
ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ଗୋଲକ ମହାପାତ୍ର
ଭୁବନେଶ୍ୱର:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଧି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ…
ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ: ବିଜେଡି
ହାରିବା ଭୟରେ ବିଜେପି ଘଟାଉଛି ହିଂସାକାଣ୍ଡ
ନିଜେ ହିଂସାକାଣ୍ଡ ଘଟାଇ ପାଲଟା ଅଭିଯୋଗ ଆଣୁଛି ବିଜେପି
ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପୁଣିଥରେ ପ୍ରତ୍ୟାଖାନ କରିବେ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା…
ଧଣ୍ଡାମୁଣ୍ଡା ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଂଘର ନୂତନ କମିଟି ଗଠିତ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ରେଞ୍ଜ୍ ର ସମସ୍ତ ମୁନସୀ, ଚପରାସି, ଚେକର୍ କର୍ମଚାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳ କେନ୍ଦୁପତ୍ର ସଂଘ ସଭାପତି ନିରଞ୍ଜନ ବିଶିଙ୍କ ପରାମର୍ଶ…