ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଭଞ୍ଜନଗର/ନିଲୁ ବିଷୋୟୀ : ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡି ଗାଁ ନିକଟ ବୋଡା ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ନଦୀ ମଧ୍ୟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ…

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରି

୯୪ଟି ଗ୍ରାମ ପଂଚାୟତରେ ୧୦,୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)ର ପ୍ରଥମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରି (ଏମ୍ଏଚ୍ଡି)କୁ ଶୁଭାରମ୍ଭ କରାଯିବାର ପ୍ରଥମ ଚାରି ମାସ ମଧ୍ୟରେ ଢେଙ୍କାନାଳ ଓ ଅନୁଗୁଳ…

ବଲାଙ୍ଗିର, ଦେଓଗାଁ ସହ ଗୁଡଭେଲାରେ ଆଜି ମତଦାନ

ବଲାଙ୍ଗିର : ବଲାଙ୍ଗିର ଜିଲାର ବଲାଙ୍ଗିର ସଦର, ଦେଓଗାଁ ତଥା ଗୁଡଭେଲା ପଞ୍ଚାୟତ ସମିତିରେ ମଙ୍ଗଳାବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ।  ଜିଲାର ଅନ୍ୟ ପଞ୍ଚାୟତ ସମିତି ତୁଳନାରେ ବଲାଙ୍ଗିର ସଦର ଓ ଦେଓଗାଁରେ ନିର୍ବାଚନକୁ ନେଇ ଢେର ଉଷ୍ମତା ରହିଛି । ୧ଲକ୍ଷ ୯୫ହଜାର ୨୩୯ ଭୋଟର…

କଳମିଶ୍ରି ଜୟନ୍ତପୁର ସେବା ସମବାୟ ସମିତିରେ ଧାନ ସଂଗ୍ରହ

ସମୟସୀମା ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କଲେ ଚାଷୀ ନିଶ୍ଚିନ୍ତକୋଇଲି,/ଦେବେନ୍ଦ୍ର ଷଢଙ୍ଗୀ:- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା କଳମିଶ୍ରି ଜୟନ୍ତପୁର ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି…

ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ମାହାଙ୍ଗା,(ଦେବେନ୍ଦ୍ର ଷଢଙ୍ଗୀ): ଯାଜପୁର ଜିଲ୍ଲା ବିଂଝାରପୁର ତ୍ରିସ୍ତରୀୟ ନିର୍ବାଚନ ଚାଲୁଥିବାବେଳେ ଦୁବୃର୍ତମାନେ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ କରି ବାଲାଟ ପେପର ଓ ଭୋଟ ବାକ୍ସକୁ ନିକଟସ୍ଥ ଗଡିଆରେ…

ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ବ୍ରିଗେଡିୟର ଭିଗ୍ନେଶ ମହାନ୍ତି( ସେନା ମେଡାଲ),କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ (କୋସା), ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପ୍ରକାଶ ଥାଉକିମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ…

ବଡ଼ଚଣା ରେ ସରିଲା ମତଦାନ : ଚାଲିଲା ଅଙ୍କ କଷା

ଯାଜପୁର ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡ଼ଚଣା ବ୍ଲକର ସମସ୍ତ ପଂଚାୟତରେ ଗତ ଅଠର ତାରିଖରେ ସରିଲା ମତ ଦାନ | ଏବେ ଚାଲିଛି ଅଙ୍କକଷା | କେଉଁ ପ୍ରାର୍ଥୀର କେତେ ଭୋଟ | ମତ ଦାନ ବେଳେ କେତେକ ପଂଚାୟତ ମାନଙ୍କରେ ଗଣ୍ଡଗୋଳ ହୋଇଥିଲା ବେଳେ ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ସାଧାରଣ ଜନତା…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ବିଶ୍ବ ମାତୃଭାଷା ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ "ବିଶ୍ବ ମାତୃଭାଷା ଦିବସ" ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର , ବତ୍କୃତା , ପ୍ରବନ୍ଧ , ଅନ୍ତାକ୍ଷରୀ , ଆଶୁ କବିତା ଲିଖନ , ପୁସ୍ତକ ପଠନ…

ସାମ୍ବାଦିକ ଆକ୍ରମଣକୁ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ପୁରୀ ଶାଖା ପକ୍ଷରୁ ନିନ୍ଦା

ପୁରୀ/ଅନିମେଶ ପଟ୍ଟନାୟକ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକମାନେ । ଯାଜପୁରର ବିଞ୍ଝାରପୁର ହେଉ ଅବା ପୁରୀର କଣାସ-ଡେଲାଙ୍ଗ ହେଉ । ଖବର ସଂଗ୍ରହ ହେବେ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ। ହେଉଛି ମାରଣାନ୍ତକ ଆକ୍ରମଣ । ଏପରି ଅନେକ…

ମାଓ ବାଦୀ ନାମରେ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତ ଗିରଫ

କାଶୀପୁର ରୁ ବୈକୁଣ୍ଠ ଦୁରିଆ:  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ଆଜି ମାଓ ବାଦୀ ନାମରେ ଧମକ ଚମକ ଦେଇ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ମୋବାଇଲଜବତ କରିଛି ।ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କା ରେ ଅଭିଯୁକ୍ତ ନାମ…