Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା
ମଧୁସ୍ମିତା ମେୟର ପ୍ରାର୍ଥୀନୀ
ଭୁବନେଶ୍ୱର - ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଜଣିଆ କର୍ପୋରେଟର…
ଓମାନିୟା ସହ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ଵ ମହିଳା ଦିବସ ପାଳନ
ଭୁବନେଶ୍ୱର: ମହିଳାମାନଙ୍କ ସଂଗ୍ରାମ ଓ ସମତା ନିମନ୍ତେ ସଂଘର୍ଷ ଦୀର୍ଘପଥ ଅତିକ୍ରମ କରି ସାରିଥିଲେ ବି ଆହୁରି ଅନେକ ବାକି ଅଛି I କାରଣ ପ୍ରତିଦିନ ବିଶ୍ଵର ଅନେକ ମହିଳା ମୌଳିକ ଅଧିକାର ତଥା ଯାବତୀୟ ସୁବିଧା ସୁଯୋଗରୁ ବଞ୍ଚିତ ହେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ପାରିବ ନାହିଁ I ପରନ୍ତୁ ଏହା…
ବିଜେଡିରେ ଯୋଗଦେଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ
ଭୁବନେଶ୍ୱର : ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ ବିଜେଡିରେ ଯୋଗଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶାନ୍ତି ମଞ୍ଜରୀଙ୍କୁ ଦଳରେ ସାମିଲ କଲେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ | ଏହି ଅବସରରେ ଉପସ୍ଥିତ ଥିଲେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ଵାଳ…
ଆଉ 65 ଓଡିଆ ଛାତ୍ର ଖାରକିଭରୁ ଉଦ୍ଧାର ହେଲେ
ଏ ପର୍ଯ୍ୟନ୍ତ 199 ଓଡ଼ିଆ ଛାତ୍ରଛାତ୍ରୀ ଓଡିଶା ଫେରିଲେ
ଓଡିଶା ସରକାର ସ୍ବତନ୍ତ୍ର ବସର ବ୍ୟବସ୍ଥା କରି ନିରାପଦ ସ୍ଥାନକୁ ଆଣିଲେ
ସବୁ ଛାତ୍ରଛାତ୍ରୀଙ୍କୁ ଆଜି ସୁଦ୍ଧା ଉଦ୍ଧାର କରି ଭାରତକୁ ଆଣିବା ପ୍ରକ୍ରିୟା ଜାରି
ଭୁବନେଶ୍ୱର : ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ…
ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କଲା” ଓଡିଶା ମୋ ପରିବାର “
ଭୁବନେଶ୍ୱର:ସମ୍ପ୍ରତି ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ତରଫରୁ ଭାରତକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ଇତିମଧ୍ୟରେ ଆଜି କିଛି ଛାତ୍ରଛାତ୍ରୀମାନଙ୍କୁ ନୂଆଦିଲ୍ଲୀକୁ ଫେରାଇ…
ଟାଟା ଷ୍ଟିଲ ମାଇନିଂର ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ
ଭୁବନେଶ୍ୱର,: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) କୁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଚଳିତ ମାସଠାରୁ ଆରମ୍ଭ ହୋଇ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରିବାର ଶ୍ରେଷ୍ଠ ସଂସ୍ଥା ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମାନବ ସମ୍ବଳ ବିବିଧତା ଓ…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୩ତମ ପ୍ରତିଷ୍ଠାତା ଦିବସ ପାଳିତ
ଭୁବନେଶ୍ୱର: ଜାମ୍ସେଦ୍ଜୀ ନୁସେର୍ୱାନ୍ଜୀ ଟାଟାଙ୍କ ୧୮୩ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗନଗର କାରଖାନାରେ ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି । ସଂପ୍ରତି କୋଭିଡ୍-୧୯ ସ୍ଥିତିକୁ ନଜରରେ ରଖି, ସୀମିତ ସଂଖ୍ୟକ କର୍ମଚାରୀ…
ନିଲନ୍ସ ପାଳନ କରୁଛି ସ୍ନେହ ବାଣ୍ଟିବାର ୬୦ ବର୍ଷ
ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ ସମାଧାନ ପ୍ରଦାନକାରୀ କମ୍ପାନୀରେ ରୂପାନ୍ତରିତ ହେବା ଲକ୍ଷ୍ୟ
ଭୁବନେଶ୍ୱର: ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍ସ ନିକଟରେ ୬୦ ବର୍ଷ ପୂରଣ କରିଛି । ମହାରାଷ୍ଟ୍ରର ଜଲଗାଓଁରେ ଏକ ଛୋଟ କୃଷିକ୍ଷେତରୁ ବିନମ୍ର ଯାତ୍ରା ଆରମ୍ଭ କରି ଏହା…
ବିଜେଡିରେ ସାମିଲ ହେଲେ ବିଜେପି ଯୁବନେତା
ବରଗଡ :- ନିର୍ବାଚନ ପୂର୍ବରୁ ବରୋଧୀ ଦଳ ମାନଙ୍କରୁ ଅନେକ ନେତା ବିଜୁ ଜନତା ଦଳରେ ସାମିଲ ହୋଇ ଦଳ କୁ ମଜବୁତ କରିଥିଲେ । ଆଜି ଭାରତୀୟ ଜନତା ପାର୍ଟି ର ନଗର ସମ୍ପାଦକ ସୌମ୍ୟଜିତ(ପିଣ୍ଟୁ) ପାଢ଼ୀ ବିଜେପି ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ପଦ୍ମପୁର…
ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଅସୁସ୍ଥ !
ବରଗଡ :- ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବର୍ତମାନ ଅସୁସ୍ଥ । ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା କିଛି ଫୋଟୋରୁ ଏହା ସ୍ପଷ୍ଟ ହେଉଛି । ବାମ ହାତରେ ସାଲାଇନ ଆଟାଚମେଣ୍ଟ ଲାଗିଥାଇ ଆଜି ନିଜର ଅସୁସ୍ଥତା ସତ୍ୱେ ମନ୍ତ୍ରୀ ଶ୍ରୀ ସିଂ ଖରସଲ ଗ୍ରାମ ରେ ଗଣ୍ଡ ସମାଜର ଆଗ୍ରହ…