ଶ୍ରୀ ବିଶ୍ୱନାଥ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମା ବଟେଶ୍ୱରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

0

ଜଗତସିଂହପୁର/ ସୁମନ୍ତ ଦାସ ; ଜଗତସିଂହପୁର ଜ଼ିଲ୍ଲା ର ସଦର ବ୍ଲକ କୁଳତରତଙ୍ଗ ଗ୍ରାମର ଶ୍ରୀ ବିଶ୍ୱନାଥ ଚନ୍ଦ୍ରଶେଖର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ମା ବଟେଶ୍ୱରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ପ୍ରବେଶ ଉସବ ଓ ଜଜ୍ଞ କାର୍ଯ୍ୟକ୍ରମ ରୀତି ନୀତି ଅନୁସାରେ ତିନି ଦିନ ଧରି ଅନୁଷ୍ଠିତ ହେଉଛି l ଏହି ଅବସରରେ କଳସ ଯାତ୍ରା ,ହୋମଯଜ୍ଞ,ଅଙ୍କୁରାରୋପଣ ,ଆଳତି ,ପୂର୍ଣ୍ଣାହୁତି ,ଆଦି କାର୍ଯ୍ୟକ୍ରମ କରାଯଇଛି ଅନ୍ତିମ ଦିବସରେ ସ୍ୱାମୀ ଶ୍ରୀ ଗୋକୁଳା ନନ୍ଦ ସରସ୍ବତୀ ଯୋଗଦେଇ ପୂର୍ଣ୍ଣାହୁତି ରେ ଆହୁତି ପ୍ରଦାନ କରିଥିଲେ l ଏହି କାର୍ଯ୍ୟ କ୍ରମ ରେ କର୍ତା ଭାବେ ଶ୍ରୀକାନ୍ତ ନନ୍ଦ ,ଓ ମାନଷ ରଞ୍ଜନ ନନ୍ଦ,ସସ୍ତ୍ରୀକ ପୂଜାର୍ଚନା କରିବା ସହିତ ଗ୍ରାମବାସୀ ଇଶ୍ୱର ଚନ୍ଦ୍ର ନନ୍ଦ ,କାଳନ୍ଦୀ ଚରଣ ନନ୍ଦ ,ସୁଜିତ କୁମାର ନନ୍ଦ ,ପାର୍ଥ ସାରଥୀ ନନ୍ଦ ପ୍ରଭୁ ଚରଣ ନନ୍ଦ ,ନିତ୍ୟାନନ୍ଦ ଜେନା ,ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରଥିଲେ l ଏଥିରେ ଶତାଧିକ ଗ୍ରାମବାସୀ ଙ୍କ ସମେତ ଅଖାଓପାଖର ଗ୍ରାମବାସୀ ମାନେ ଯୋଗଦେଇ ମା ଙ୍କ କୃପାଲାଭ କରିଥିଲେ l

Leave A Reply

Your email address will not be published.