ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ ସାମଲ ଅଚାନକ ଭାବେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସରକାରୀ ବୁଲି କାର୍ଯ୍ୟ ତଦାରଖ କରିବା ସହିତ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ତହସିଲ ଓ ବ୍ଲକ ରେ ସାଧାରଣ ଲୋକଙ୍କ କାମ ଠିକ ସମୟରେ ନ କରାଯିବାରୁ ଅଧିକାରୀ ମାନଙ୍କୁ ତାଗିଦ କରିବା ସହିତ ସଠିକ ସମୟରେ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିର୍ଦେଶ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.