ନୂତନ ଅଧ୍ୟକ୍ଷାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଣିଆ(ତରୁଣ କୁମାର ଅମାୟନ୍ତ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଡକଟା ପଞ୍ଚାୟତର ସମିତି ସଭ୍ୟା ଝୁନା ଜେନା। ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ଠାରୁ ୨ଟି ଭୋଟରେ ବିଜୟ ହାସଲ କରିଛନ୍ତି। ନୂତନ ଅଧ୍ୟକ୍ଷାଙ୍କୁ ଆଡକଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ…

ବିଭତ୍ସ ହତ୍ୟାକାଣ୍ଡ ; ପୁରୀରେ ଚାଞ୍ଚଲ୍ୟ !

ଫୁଟିଲା ଗୁଳି ବୁଲିଲା କଟୁରୀ ପୁରୀ(ଅନିମେଶ ପଟ୍ଟନାୟକ): ପୁଣି ଅଶାନ୍ତ ପୁରୀ ସହର । ଦୁଇଟି ପୃଥକ ହତ୍ୟାକାଣ୍ଡକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଗୋଟେ ପଟେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅର କଟୁରି ଚୋଟରେ ମାଆର…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଠୋର: ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଏପର୍ଯ୍ୟନ୍ତ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର : ଆଉ ଗୋଟିଏ ଦଫାରେ ଦୁର୍ନୀତି ଓ ଅପାରଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ| ଚାକିରିରୁ ବିଦା ହୋଇଛନ୍ତି ଆଉ ୬ ଜଣ ଅଧିକାରୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନିର୍ବାହୀ…

ସରପଞ୍ଚ ଙ୍କ ଦବଙ୍ଗ ଗିରି, ଭିଡ଼ିଓ ହେଲା ଭାଇରାଲ

ଭଦ୍ରକ,(ସୀତାକାନ୍ତ ପାଢ଼ୀ):କିଛି ଦିନ ହେବ ସାରା ଓଡିଶା ରେ ଲାଗି ରହିଛି ରାଜନୀତିକ ହିଂସା, କେଉଁଠି ବିଧାୟକ ଜନତା ଙ୍କ ଉପରେ ଗାଡି ଚଢେଇ ଦେଲେଣି ତ କୋଉଠି ସରପଞ୍ଚ ଲୋକଙ୍କୁ ପିଟିବା ଆରମ୍ଭ କଲେଣି, ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ…

ଏପ୍ରିଲ ୨୬ରେ ଗଣିଆ ଲଙ୍କାପୋଡ଼ି ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ

ଗଣିଆ,(ତରୁଣ କୁମାର ଅମାୟନ୍ତ): ଏପ୍ରିଲ ମାସ ୨୬ ତାରିଖରେ ଗଣିଆ ଲଙ୍କାପୋଡି ଯାତ୍ରା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଏଥିପାଇଁ ଗଣିଆ ଲଙ୍କାପୋଡି ଯାତ୍ରା କମିଟିର ସଭାପତି ବ୍ରଜମୋହନ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପରିସରରେ…

ଆୟୁଷ୍ମାନ ଭାରତ ଯୋଜନା ପ୍ରଶିକ୍ଷଣ

ଗଣିଆ,(ତରୁଣ କୁମାର ଅମାୟନ୍ତ): ଆୟୁଷ୍ମାନ ଭାରତ ଯୋଜନାରେ ସ୍ବାସ୍ଥ୍ୟ ସମ୍ପର୍କିତ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଲିମ ଶିବିର…

ୱି ପକ୍ଷରୁ ନାଜାରା ଟେକ୍ନୋଲୋଜିସ୍ ସହଯୋଗରେ ଗେମ୍ ପ୍ରେମୀମାନଙ୍କ ଲାଗି ୱି ଗେମ୍ସର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ପକ୍ଷରୁ ଭାରତରେ ଗେମ୍କୁ ପସନ୍ଦ କରୁଥିବା ଏହାର ଗ୍ରାହକମାନଙ୍କ ଲାଗି ନାଜାରା ଟେକ୍ନୋଲୋଜିସ୍ ଲିମିଟେଡ୍ ସହଯୋଗରେ ୱି ଆପରେ ୱି ଗେମ୍ସର ଶୁଭାରମ୍ଭ କରିଛି। ଏହି ସହଯୋଗିତା ଜରିଆରେ ୱି ର ଗ୍ରାହକମାନେ ୱି…

ଏମ୍ଏସ୍ଏମ୍ଇଗୁଡ଼ିକୁ ସଶକ୍ତ କରିବା ଲାଗି ବି୨ବି ପ୍ଲାଟଫର୍ମ “ଏଲ୍ଆଣ୍ଡଟି-ସୁଫିନ୍’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇପିସି ପ୍ରକଳ୍ପ ଓ ହାଇ ଟେକ୍ ମାନୁଫାକ୍ଚରିଂ ଓ ସେବା ପ୍ରଦାନକାରୀ ସଂସ୍ଥା ଲାର୍ସନ୍ ଆଣ୍ଡ୍ ଟର୍ବୋ ପକ୍ଷରୁ ବି୨ବି ଶିଳ୍ପ ଉତ୍ପାଦ ଓ ସେବା ପାଇଁ ଏଲ୍ଆଣ୍ଡ୍ଟି-ସୁଫିନ୍ ନାମକ ଏକ ସମନ୍ୱିତ ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି।୮୦ ବର୍ଷର ଅଭିଜ୍ଞତା ଓ ଦେଶର…

ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ ତାଲିମ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୋଡ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଷାଣୀ ବ୍ଳକର ଖରସଣ୍ଡା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି…

ରାଜଧାନୀ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନାଙ୍କ ମାରାଥନ ପ୍ରଚାର

ଭୁବନେଶ୍ଵର: ପ୍ରଚାରର ପ୍ରଥମ ଚରଣରେ ରାଜଧାନୀର ରାଜନୀତି ପାଣିପାଗର ଉଷ୍ମତା ସବୁ ଅଞ୍ଚଳରେ ଦେଖିବାକୁ ମିଳିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଏକାମ୍ର ବିଧାନସଭା କ୍ଷେତ୍ରରେ ବ୍ୟାପକ ପ୍ରଚାର କରି ସାଧାରଣ ଜନତାଙ୍କ ସମର୍ଥନ ଲୋଡ଼ିବାରେ ସଫଳ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ଅଶୋକ…