ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ପେଟ୍ରୋଲ ପମ୍ପ ପାଖରେ ଆଇସିଆଇସିଆ ଇ ର ଏକ ନୂତନ ଶାଖା ର ଶୁଭ ଉଦଘାଟନ ହୋଇ ଯାଇଛି। ଏହି ଉଦ୍ ଘାଟନ ଉତ୍ସବ ରେ ଭଦ୍ରକ ସଂସଦୀୟ କ୍ଷେତ୍ର ର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାଂସଦ ଙ୍କ ସହ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ବେହେରା, ମାନସ ରଞ୍ଜନ ସାହୁ, ଶୁଭେନ୍ଦୁ ଭୂଷଣ ବେହେରା, ବ୍ୟାଙ୍କ ର ଶାଖା ପରିଚାଳକ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.