Sign in
Sign in
Recover your password.
A password will be e-mailed to you.
ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଜିଲ୍ଲାପାଳଙ୍କ ଗୁମ୍ମା ବ୍ଲକ ଗସ୍ତ : ଉଦ୍ଘାଟନ କଲେ ଲାଇବ୍ରେରୀ ଗୃହ
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମଙ୍ଗଳବାର ଦିନ ଗୁମ୍ମା ବ୍ଲକ ଗସ୍ତ କରିଥିବାର ଜଣାପଡିଛି। ଏହି ଗସ୍ତ ସମୟରେ ସେ ବ୍ଲକର ବିଭିନ୍ନ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ,ଆଦର୍ଶ ଗାଇ ଗୁହାଳ ଆଦି ପରିଦର୍ଶନ ଓ ନିରୀକ୍ଷଣ କରି ଆବଶ୍ୟକୀୟ…
କେନ୍ଦୁଝରରେ ମାର୍ଚ୍ଚ ୨୮-୨୯ ସର୍ବ ଭାରତୀୟ ହରତାଳ ସମ୍ପୂର୍ଣ୍ଣ ସଫଳ
କେନ୍ଦୁଝର : ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ମାର୍ଚ୍ଚ ୨୮/୨୯ରେ ସର୍ବଭାରତୀୟ ସ୍ତରରେ ଯେଉଁ ହରତାଳ ଆହ୍ୱାନ ଦିଆ ଯାଇ ଥିଲା ତାହା ଆଜି ପ୍ରଥମ ଦିନରେ ସମ୍ପୂର୍ଣ ସଫଳ ହୋଇଛି । କେନ୍ଦୁଝର ସହର ଏଥି ଲାଗି ପୂରା ଠପ ହୋଇ ଯାଇ ଥିଲା ଅଧିକାଂଶ ଦୋକାନ ସ୍କୁଲ ବନ୍ଦ ଥିଲା । ରାସ୍ତାରେ ଗାଡ଼ି…
ଭାଲୁ ଆକ୍ରମଣ ରେ ମହିଳା ଗୁରୁତର
କେନ୍ଦୁଝର:ସାହରପଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ା ବହାଳି (ଦମାହୁଦା ପଂଚାୟତ) ଗ୍ରାମରେ ଭାଲୁ ଆକ୍ରମଣ ରେ ଜଣେ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ଅଛନ୍ତି। ଆଜି ସକାଳେ ଶୌଚ କରିବାକୁ ପାଖ ପଡିଆ କୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ ।ତାଙ୍କର କାନ୍ଧ ର…
ଦେଶ ବିରୋଧୀ ଏବଂ ଜନ ବିରୋଧୀ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼…
ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଆଜି ଭାରତ ର ବିଭିନ୍ନ ଟ୍ରେଡ଼ ୟୁନିଅନ ର ଡାକରା ରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ସମ୍ପନ୍ନ ହୋଇଛି | ରାୟଗଡା ଜିଲ୍ଲାର ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଆଦିବାସୀ ମୋର୍ଚ୍ଚା ର ଆଦିବାସୀ ନେତା ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଶତାଧିକ ଆଦିବାସୀ ଆଜି…
ଆତ୍ମ ସୁରକ୍ଷା ଶିବିର ଉଦଘାଟନୀ ଉତ୍ସବ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଯୁକ୍ତଦୁଇ ବିଭାଗର ବାଳିକା ମାନଙ୍କର ଆତ୍ମ ସୁରକ୍ଷା ଶିବିର ଉଦଘାଟିତ ହୋଇ ଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଡ.ନାୟକ ସ୍ବାଗତ ଭାଷଣ ସହ ଆତ୍ମ…
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୂଆଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ଲିଆମେଣ୍ଟ ପରିସର ଯାଇ ଦଳୀୟ ସାଂସଦମାନଙ୍କ ସହ ଏକ ବୈଠକ କରିଛନ୍ତି । ସଂସଦରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ । ସେଣ୍ଟ୍ରାଲ୍ ହଲ୍ ରେ କିଛି ମନ୍ତ୍ରୀ ଏବଂ ଅନ୍ୟ…
ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟ ମହାପୁରୁଷ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ଥିଵା ବହୁ ପୁରାତନ ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟ ମହାପୁରୁଷ ସାଂସ୍କୃତିକ ପରିଷଦ ର ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବାର୍ଷିକ ଉତ୍ସବ, ଯଜ୍ଞ ଅନୁଷ୍ଠିତ…
ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଗଛ ନଷ୍ଟ। ବନ ବିଭାଗର ନିଆଁ ନିୟନ୍ତ୍ରଣରେ ଫେଲ୍
ଶ୍ୱାସ ଏବଂ ଆଖି ରୋଗୀ ବିଷାକ୍ତ ଧୂଆଁ ରେ ନୟାନ୍ତ
(ବସନ୍ତ କୁମାର ଜେନା); ଗତ କିଛି ହେବ ବଣାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ଜଙ୍ଗଲ ମାନଙ୍କରେ ନିଆଁ ଲଗା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଟିକାଏତପାଲି ସେକ୍ସନ୍ ର ତେଣ୍ଡରା, ପଥରପୁଞି, କଷଡା ଆଦି ଜଗଂଲରେ ନିଆଁ ଲାଗି…
ଶିଶୁ ମିତ୍ର ପଞ୍ଚାୟତ ଗଠନ ପାଇଁ ଅନ୍ତଗୋଷ୍ଟି ଶିକ୍ଷଣ ସମ୍ମିଳନୀ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା କୁ ସମ୍ପୂର୍ଣ୍ଣ ବାଲ୍ୟ ମୁକ୍ତ ଭାବରେ ଘୋଷଣା କରିବା ଓ ୬ଟି ପଞ୍ଚାୟତ କୁ ଶିଶୁ ମିତ୍ର ପଞ୍ଚାୟତ ଭାବରେ ଗଠନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ରିଆମାଳ ବ୍ଲକ…