କଂଗ୍ରେସ କାର୍ଯ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ

0

ବାସୁଦେବପୁର/ପ୍ରତାପ ପାଢ଼ୀ – ଆଜି ବାସୁଦେବପୁର ବଜାର ଠାରେ ପୌର ପାଲିକା ମୁଖ୍ୟ ଫାଟକ ପାଖରେ କଂଗ୍ରେସ କାର୍ଯ୍ୟାଳୟର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କରାଯାଇଛି। ପିସିସି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଙ୍କ ସହ କଂଗ୍ରେସ ନେତା ବିଜୟ ମହାନ୍ତି, ମମତା ମହାନ୍ତି, ସୁଶାନ୍ତ ମହାକୁଡ, ଅକ୍ଷୟ ବାରିକ, ବାବୁ ବାରିକ ଓ ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.