କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଆଇନ ୨୦୧୩” ଉପରେ ସୁନ୍ଦରଗଡରେ ପ୍ରଶିକ୍ଷଣ ଶିବିର।

ରାଉରକେଲା,(ବସନ୍ତ କୁମାର ଜେନା); “କର୍ମକ୍ଷେତ୍ରରେ ମହିଳା ଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩” ବିଷୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସଦର ବ୍ଲକ ଅଫିସ ପରିସର ରେ ଜିଲ୍ଲା ସ୍ତରୀୟ ଏକ ଦିନିକିଆ ଅନଲାଇନ୍ ପ୍ରଶିକ୍ଷଣ…

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ରକ୍ତଦାନ ଅଭିଯାନ

ଭୁବନେଶ୍ୱର/କଳିଙ୍ଗନଗର: ମଙ୍ଗଳବାର ଦିନ କଳିଙ୍ଗନର କାରଖାନା ପରିସରରେ ଥିବା ଅକୁପେସନାଲ୍ ହେଲ୍ଥ ସେଂଟରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଟାଉନ୍ ଓ ସରକାରୀ ବ୍ଲଡ୍ ବ୍ୟାଙ୍କ, ଯାଜପୁର ରୋଡ୍ ସହଯୋଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଆଇରନ୍ ମେକିଂ ଆଣ୍ଡ୍ ଲଜିଷ୍ଟିକ୍ସର ଏମ୍ପ୍ଲଇ ରିଲେସନ୍ସ…

ହୋଲଡିଂ ଟିକସ ଖିଲାଫକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଉରକେଲା ମହାନଗର ନିଗମ

ରାଉରକେଲା,(ବସନ୍ତ କୁମାର ଜେନା); ହୋଲଡିଂ ଟିକସ ଦେଉ ନଥିବା ଗୃହକର୍ତ୍ତାମାନଙ୍କ (କରଦାତା) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ରାଉରକେଲା ମହାନଗର ନିଗମ। ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।ନିକଟରେ…

ସୁନ୍ଦରଗଡରେ ଉଦଘାଟିତ ହେଲା ଜିଲ୍ଲା ସଂସ୍କୃତି ଭବନ ର ନୂତନ ଗୃହ।

ରାଉରକେଲା,(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ସଦରମହକୁମାଠାରେ ଖୋଲିଛି ‘ଜିଲ୍ଲା ସଂସ୍କୃତି ଭବନ’। ସୋମବାର ଦିନ ସୁନ୍ଦରଗଡ଼ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏହି ଭବନର ଉଦଘାଟନ କରିଛନ୍ତି।ସୁନ୍ଦରଗଡ଼ ଜିଲ୍ଲା…

ରାଉରକେଲା ବନ୍ଧମୁଣ୍ଡା ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ବିଦ୍ୟୁତ ସବ୍ ଷ୍ଟେସନ ରେ ଅଗ୍ନିକାଣ୍ଡ

ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ନଷ୍ଟ। ରାଉରକେଲା,,(ବସନ୍ତ କୁମାର ଜେନା); ରାଉରକେଲା ବନ୍ଧମୁଣ୍ଡା ଥାନା ସି ସେକ୍ଟର ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ଇଲେକ୍ଟ୍ରିକ ସବ ଷ୍ଟେସନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।ଏହି ରୁମ ରେ ଥିବା ୪୦ କେବି…

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରଦର୍ଶନୀ

ପଦ୍ମପୁର(ଶାସକ ପ୍ରଶାସକ)-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରଦର୍ଶନୀକୁ ବିଡିଓ ସଂକର୍ଷଣ ବେହେରା ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀରେ ୧୨୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବରିଷ୍ଠ ବିଜ୍ଞାନ ଶିକ୍ଷକ ଟିକେଶ୍ବର ପ୍ରସାଦ ପଟେଲ, ମୋହନ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…

ସିଧାସିଧା 27 ଲକ୍ଷ ଟଙ୍କାର ଫାଇନ କଲା ଜିଏସଟି ବିଭାଗ

ବରଗଡ :- ଜିଏସଟି ଠକେଇ ଅଭିଯୋଗ ରେ ଗତ ପନ୍ଦର ତାରିଖ ଜିଏସଟି ବିଭାଗ ତରଫରୁ ପାଇକମାଲ ବ୍ଲକ ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ରାଜେଶ କୁମାର ଅଗ୍ରୱାଲ ଙ୍କର ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା । ରାଜେଶ କୁମାର ଅଗ୍ରୱାଲ ପାଇକମାଲ ଅଞ୍ଚଳର ଜଣେ ଜଣାଶୁଣା ସିମେଣ୍ଟ ଓ ଛଡ ବ୍ୟବସାୟୀ ।…

ନବୋଦୟ ବିଦ୍ୟାଳୟରେ ପରିକ୍ଷା ପେ ଚର୍ଚ୍ଚା

ବରଗଡ '- ବରଗଡ ଜିଲ୍ଲା ପାଇକମାଳ ଜବାହର ନବୋଦୟ ବିଦ୍ୟାଳୟରେ ପରିକ୍ଷା ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀ ରେ ଛାତ୍ର ଛାତ୍ରୀମାନେ ପରିକ୍ଷା ସମୟରେ ଭୟଭିତ…

କିଶୋର କିଶୋରୀ ଙ୍କୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ

ନୟାଗଡ (ବିଶ୍ୱଜିତ ନାୟକ) -ତା ୨୯ ମାର୍ଚ ୨୦୨୨ ରେ ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀ ଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯକ୍ରମ ଜରିଆରେ କିଶୋର କିଶୋରୀଙ୍କ…