ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0

ନାଉଗାଁ /ପ୍ରିୟ ରଞ୍ଜନ ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ, ଆମ ଜିଲ୍ଲାର କୃତୀ ଶିକ୍ଷକ, ଦକ୍ଷ ପରିବେଶବିତ ତଥା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରେଞ୍ଜନ ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସହକର୍ମୀ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ତା -୩୦.୦୬.୨୦୨୨ ରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସଭାପତି ଭାବେ ଶ୍ରୀଯୁକ୍ତ ଜ୍ୟୋତିଷଚନ୍ଦ୍ର ଦାସ ( ପୂର୍ବତନ ବିଧାୟକ ତଥା ସଭାପତି ) ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି (ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ) ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ମହାନ୍ତି ( ସାଧାରଣ ସମ୍ପାଦକ, ରାଜ୍ୟ ଓଷ୍ଟା )ଓ ସମ୍ମାନିତ ଅତିଥି ମନୋରମା ରାଉତ ଯୋଗ ଦେଇଥିଲେ l

Leave A Reply

Your email address will not be published.