ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଲା ସେକ୍ସନ ଖଣ୍ଡଧୁଁଆ ଗ୍ରାମରେ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଲିଦେଲା ହାତୀ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ପଦ୍ମଲାଭ ପ୍ରଧାନ ଙ୍କ…

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ : ତିନୋଟି ଶୃଙ୍ଖଳରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

ଭୁବନେଶ୍ୱର,- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୟୁଥ ବାଳକ 102 କେଜି ବର୍ଗରେ ବିହାର ଭୋଳା ସିଂହ ଏବଂ 81କେଜି ୟୁଥ ବାଳିକା ବର୍ଗରେ…

ବିଦ୍ୟୁତ ଚୋରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନବରଙ୍ଗପୁର ଡିଭିଜନରେ ନିଯୁକ୍ତ ଟିପିଏସ୍ଓଡିଏଲ ଏନ୍ଫୋର୍ସମେଣ୍ଟ ଟିମ୍ ଲିଡର୍ ଶ୍ରୀଯୁକ୍ତ ସବ୍ୟସାଚୀ ପାତ୍ରଙ୍କ ପକ୍ଷରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ଶ୍ରୀଯୁକ୍ତ ତୁଫାନ ହିରନଙ୍କ ବିରୋଧରେ (ଆକଳନ ଭିତିକ ରାଶି ୯୫,୪୧୨ ଟଙ୍କା) ଭାରତୀୟ ବିଦ୍ୟୁତ ନିୟମ, ୨୦୦୩ର ଧାରା…

ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ: ସ୍ୱାମୀ ସର୍ବପ୍ରିୟାନନ୍ଦ

କିଟ୍ ନଲେଜ ଟ୍ରି ବକ୍ତୃତାମାଳା ଭୁବନେଶ୍ୱର: ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ବୋଲି ନିୟୁୟର୍କସ୍ଥିତ ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଅଧ୍ୟାତ୍ମ୍ୟ ଗୁରୁ ସ୍ୱାମୀ ସର୍ବପ୍ରିୟାନନ୍ଦ ପ୍ରକାଶ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ କିଟ୍‍…

ରାୟଗଡ଼ ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

"ଶହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ"- ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀ ନଗର ଠାରେ…

ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍‌’: ଉଚ୍ଚଶିକ୍ଷା ମନ୍ତ୍ରୀ

ଏଚ୍‌ଡିଏଫ୍‌ସି ସହ ‘ମୋ ସ୍କୁଲ୍‌’ର ଏମ୍‌ଓୟୁ ନୟାଗଡ଼ର ୪ ସ୍କୁଲ୍‌ର ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷେପ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତିରେ ସହଯୋଗର ହାତ ବଢାଇବାକୁ ମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର(ଶାସକ ପ୍ରଶାସକ) :ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ…

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ…

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା , ମହାନ୍ ଦେଶପ୍ରେମୀ ବୀର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ…

ତଥ୍ୟ ଆଧାରିତ ଗବେଷଣା ଦ୍ୱାରା ହିଁ ଭାରତୀୟ ଇତିହାସର ପୁନଃ ମୂଲ୍ୟାଙ୍କନ କରିବାକୁ ହେବ ଉପରାଷ୍ଟ୍ରପତି

ଆଇସିଏଚଆରର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମହାମହିମ ଉପରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ନୂଆପିଢ଼ିଙ୍କ ଠାରେ ଭାରତୀୟ ଇତିହାସର ସଠିକ୍ ଏବଂ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଉଚିତ୍ - ଧର୍ମେନ୍ଦ୍ର ନୂଆଦିଲ୍ଲୀ/ଭୁବନେଶ୍ୱର- ଭାରତର ଇତିହାସ ପୃଷ୍ଠାରେ ଉଲ୍ଲେଖ ହୋଇ ରହିଯାଇଥିବା ଅନେକ ଅନାଲୋଚିତ…

ବମ୍ବେ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।

ସିମୁଳିଆ (ଅକ୍ଷୟ କୁମାର ଜେନା)- ମଇତା ପୁର ଅଂଚଳ ର ବେଣୁଧର ମୁଦୁଲିଙ୍କ ସାନ ମଝିଆ ପୁଅ ପ୍ରଭାକର ମୁଦୁଲି ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୨୮ ବର୍ଷ ହୋଇଥିଲା, ଆଗାମୀ ରଜ ରେ ବିଭାଘର ହୋଇଥାନ୍ତା ବୋଲି ଘର ଲୋକ କୁହନ୍ତି।…

ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଣିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେୱାଇ)କୁ ଦେଶରେ ଷଷ୍ଠ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଣିବା ପାଇଁ ବିଜେପିର ଏକ ପ୍ରତିନିଧି ମଣ୍ଡଳି ରାଜ୍ୟପାଳ ପ୍ରଫେସର ଗଣେଶୀ…