ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରସ୍ତୁତି ବୈଠକ

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀଲାଲ ଖଣ୍ଡପଡା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ସମାରୋହରେ ଯୋଗ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଏନ୍.ଏସ୍.ଏସ୍.ଓ “ସଖୀ” ତରଫରୁ କନ୍ୟାଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍.ଏସ୍. ବିଭାଗ ଏବଂ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର (କେନ୍ଦ୍ର ସରକାର ସହଯୋଗରେ) ତଫରୁ କନ୍ୟାଭ୍ରୁଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର…

୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଭଞ୍ଜନଗର/ନିଲୁ ବିଶୋୟୀ  : ଭଞ୍ଜନଗର ବ୍ଲକ ସ୍ଥିତ ବେତାର ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ବେତାର ଗ୍ରାମର ଝମର ଦଳେଇ ଙ୍କ ଘର ଭାଡ଼ିରେ ଅହିରାଜ ସାପଟି ରହିଥିବା ନେଇ ପରିବାର ଲୋକେ…

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ସୋମବାର ଉଦଘାଟିତ ହୋଇଯାଇଛି । ଶିବିରଟିକୁ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ମିଶ୍ର ଉଦଘାଟିତ କରିବା ସହ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ।…

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଘେଁସ କ୍ଳଷ୍ଟର ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷକ ଲକ୍ଷ୍ମଣ ବରିହାଙ୍କ…

କାର୍ବନ କ୍ରେଡିଟ ମାଧ୍ୟମରେ ଗ୍ରାମୀଣ ଜୀବନ ଜୀବିକାର ଉନ୍ନତି

ରାୟଗଡ(ସରୋଜ କୁମାର ସାହୁ) ଜେ.କେ. ପେପର ଲିମିଟେଡ ଏବଂ ବେଦା କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ଲିମିଟେଡ ସହଭାଗିତାରେ ବିଶ୍ୱବ୍ୟାଙ୍କର ବାଓ କାର୍ବନ ଫଣ୍ଡ ଦ୍ୱାରା ଚାଷୀ ମାନଙ୍କୁ କାର୍ବନ କ୍ରେଡିଟ ସେଲ ପାଇଁ ଅତିରିକ୍ତ ରାଶି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ରାଶି ଗତ ତା. ୨୨.୦୩.୨୨ ରିଖରେ…

ୱାର୍ଡୱିଜାର୍ଡ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦ ହଜାରରୁ ଅଧିକ ଗାଡ଼ି ବିକ୍ରି

ଭୁବନେଶ୍ୱର: ଜଏ ଇ-ବାଇକ୍ ନାମରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ଆହ୍ୱାନ ସତ୍ୱେ ୭୦୨ ପ୍ରତିଶତ ଅଭିବୃଦ୍ଧି ସହ ୩୦,୭୬୧ଟି ଗାଡ଼ି ବିକ୍ରି କରାଯାଇଛି ଯାହା କଂପାନିର…

ମୃତ୍ୟୁ ପରେ “ଚକ୍ଷୁ” ଦାନ କରି ହୋଇଗଲେ ଅମର

ଓଡ଼ିଶା ମୋ ପରିବାର ସଂଯୋଜନାରେ ସମାପନ ହେଲା କାର୍ଯ୍ୟ ଭୁବନେଶ୍ୱର: କଥାରେ ଅଛି “ଅଙ୍ଗଦାନ, ଜୀବନର ଶ୍ରେଷ୍ଠ ଦାନ” । ବାସ୍ତବରେ, ସାର୍ଥକ ଜୀବନର ଅନ୍ୟ ଏକ ନାମ “ଅଙ୍ଗଦାନ” ବୋଲି କୁହାଯାଏ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ସୁନ୍ଦରପଦାର ଜଣେ ବୟୋଜ୍ୟେଷ୍ଠ ମୃତ ବ୍ୟକ୍ତିଙ୍କର…

ପଂଚାୟତ ଓ ପୌର ପରେ ଏବେ ବାଜିଲା ସମବାୟ ନିର୍ବାଚନ ଶଙ୍ଖ

ସମବାୟ ସଂସ୍ଥା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ଦୁଇ ଦିନିଆ ତାରିଖ ଘୋଷଣା ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୧୯ ଓ ୨୬ରେ ପ୍ୟାକ୍ସ ପାଇଁ ହେବ ମତଦାନ