Sign in
Sign in
Recover your password.
A password will be e-mailed to you.
ସିମୁଳିଆ ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର
ସିମୁଳିଆ (ଅକ୍ଷୟ କୁମାର ଜେନା) : ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଛି। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖା ନା ରେ ମଧ୍ୟ ତାଙ୍କ ଗୋଡ଼ ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ରେ ଏକ…
ସାମ୍ବାଦିକ ଲୋକନାଥଙ୍କ ପ୍ରତି ଆଇଆଇସିଙ୍କ ବର୍ବୋରଚିତ ବ୍ୟବହାରକୁ ଓଜେୟୁ ପୁରୀ ଶାଖାର ନିନ୍ଦା
ପୁରୀ (ଅନିମେଶ ପଟ୍ଟନାୟକ): ଅମାନବିକତାର ସୀମା ପାର କରିଛନ୍ତି ନୀଳଗିରି ଥାନା ଆଇଆଇସି । ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଚିକିତ୍ସାଧିନ ସମୟରେ ବେଡ଼ି ପକାଇବାକୁ ନେଇ ସାରା ରାଜ୍ଯର ସାମ୍ବାଦିକ ଏବେ କ୍ଷୁବ୍ଧ । ଏ ସଂକ୍ରାନ୍ତୀୟ ଏକ ବୈଠକ ଓଡ଼ିଶା ସାମ୍ବାଦିକ ସଂଘ ପୁରୀ ଶାଖା…
ବିରିଘାଟ ସୁନ୍ଦର ନଦୀରେ କେବେ ସରିବ ସେତୁ ନିର୍ମାଣ କାର୍ଯ୍ୟ
ନୂଆପଡା ରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିରିଘାଟ ଗୋଡଧୁଆପଦର ରାସ୍ତାର ସୁନ୍ଦର ନଦୀ ଉପରେ ଗତ ୨୦୧୮ ମସିହାରେ ବିଜୁ ସେତୁ ନିର୍ମାଣ ପାଇଁ ୬ କୋଟି ୪୮ ଲକ୍ଷ ବ୍ୟୟରେ ବଜରଙ୍ଗ ଅଗ୍ରୱାଲ ନାମକ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ଏହି…
ରାଉରକେଲା ରେ ମୁଖ୍ୟରାସ୍ତା ପରିବର୍ତ୍ତେ ରିଙ୍ଗ ରୋଡ଼ରେ ରାମନବମୀ ଶୋଭାଯାତ୍ରା ଲାଗି ପୋଲିସ ପ୍ରଶାସନ ର ପ୍ରସ୍ତାବ ।।
ରାଉରକେଲା(ବସନ୍ତ କୁମାର ଜେନା); ଆସନ୍ତା ୧୦ ତାରିଖରେ ଶ୍ରୀ ରାମ ନବମୀ। କୋଭିଡ କଟକଣା ଯୋଗୁଁ ୨ ବର୍ଷ ହେଲା ରାମ ନବମୀ ଉତ୍ସବରେ ଭଟ୍ଟା ପଡିଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ରାଉରକେଲା ର ବିଭିନ୍ନ ରାମ ନବମୀ ଆଖାଡା କମିଟି ଉତ୍ସାହିତ ହୋଇ…
ସୁଵର୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ
ସୁଵର୍ଣପୁର (ପ୍ରକାଶ ହାତୀ): ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷ ଠାରେ ବିଶ୍ୱ ସ୍ୱାସ୍ଥ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱରଜନ ପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସଭାର ସ୍ୱଚ୍ଛ ଭାରତ ସଙ୍ଗଠନ…
ଜିଲ୍ଲାର ସମସ୍ତ ଉପାଧ୍ୟକ୍ଷ ପଦ ହାସଲ କଲା ବିଜେଡି
ବରଗଡ଼ ରୁ ରାଜେଶ ଅଗ୍ରୱାଲ , ବିଜେପୁର ରୁ ଉମାକାନ୍ତ ବେସନ ଓ ପଦ୍ମପୁର ରୁ ଭାରତୀ ପଟ୍ଟନାୟକ ନିର୍ଦ୍ୱନ୍ଦରେ ଉପାଧ୍ୟକ୍ଷ ନିର୍ବାଚିତ
ବରଗଡ :- ଆଜି ରାଜ୍ୟରେ ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି କ୍ରମରେ ବରଗଡ଼ ମୁନିସିପାଳିଟି ର…
ବଲାଙ୍ଗିର ପୌର ପରିଷଦର ଉପାଧ୍ୟକ୍ଷା ହେଲେ ଗାୟତ୍ରୀ ଭୋଇ
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ପୌର ପରିଷଦର ଉପାଧ୍ୟକ୍ଷା ହେଲେ ଗାୟତ୍ରୀ ଭୋଇ । ୱାର୍ଡ ନଂ.୨୦ର କାଉନ୍ସିଲର୍ ଗାୟିତ୍ରୀ ଭୋଇ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ରୁ ବାହାରି ବଲାଙ୍ଗିର ପୌର ପରିଷଦରେ ଉପାଧ୍ୟକ୍ଷା ଭାବେ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେ ଉପାଧ୍ୟକ୍ଷା ଭାବେ…
ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଓ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି
ରୌପ୍ୟ ଜୟନ୍ତୀ ମହୋତ୍ସବ ଉଦ୍ଘାଟିତ : ଓଆରମାସ ଓ ମିଶନଶକ୍ତି ଆନୁକୂଲ୍ୟରେ ପ୍ରଦର୍ଶନ ମେଳା ।
ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୂଳଗାଁଇଶାଳୋ ତରତଶାସନ ଅସୁରେଶ୍ୱର ସ୍ଥିତ ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଓ ଶ୍ରୀରାମ ଚରିତ ମାନସ…
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧୀନରେ କଟକ ପାରାଦ୍ୱୀପ ରାସ୍ତା ମଣିଚରଣ ସାରଳା ଏକାଡେମୀ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳରେ ୨୯ ଟି ପଞ୍ଚାୟତ ର ୧୭୦ ଟି ପ୍ରକଳ୍ପ ସାମିଲ ହୋଇଥିଲା l ସେଥିମଧ୍ୟରୁ ୬ ଟି…