Sign in
Sign in
Recover your password.
A password will be e-mailed to you.
ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ
ଜନ କଲ୍ୟାଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମାଟି ହାଣ୍ଡି ବଣ୍ଟନ
ଜୁନାଗଡ଼/ଆଦିତ୍ୟ ମହାନ୍ତି-କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ରେ ଅସହ୍ୟ ତାତି ସହିତ ପାରଦ ୪୦ ଡିଗ୍ରୀ ରୁ ଉପର ମୁହାଁ ହୋଇଛି । ଦିନ ୧୦ ଟା ପରେ ଲୋକେ ବାହାରକୁ ବାହାରିବା କଷ୍ଟ କର ହୋଇପଡ଼ିଛି । ବର୍ତ୍ତମାନ ଉଭୟ ସହର ଓ…
ଭାରତରେ ନୋକିଆ ସି୦୧ ପ୍ଲସ୍ ୨+୩୨ ଜିବି ଭାରିଆଂଟ୍
ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୦୧ ପ୍ଲସ୍କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍ ଫୋନ୍ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ ।…
ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଓ ଆତ୍ମୋତ୍ସର୍ଗ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ : ଡ଼ ଅରୁଣ ସାହୁ
ରାଜ୍ୟସ୍ତରୀୟ ରଘୁ-ଦିବାକର ଶହୀଦ ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଓଡ଼ିଶାରେ ବହୁ ଆନ୍ଦୋଳନ ଓ ବିଦ୍ରୋହ ସଂଘଟିତ ହୋଇଛି । ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା । ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଶହୀଦ ରଘୁ-ଦିବାକର…
ଜୁନାଗଡ ଠାରେ ମାରୱାଡି ମହିଳା ସମିତି ପକ୍ଷରୁ ର ରଜତ ଜୟନ୍ତୀ ପାଳିତ
ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ଅଗ୍ରେସନ ଭବନ ଠାରେ ମାରୱାଡି ମହିଳା ସମିତି ର ରଜତ ଜୟନ୍ତୀ ଏବ୍ଂ ଗନ୍ ଗୌର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବରିଷ୍ଠ ସଦସ୍ୟ ମାଣିକ ଚାନ୍ଦ ଅଗ୍ରୱାଲ, ମୁକେଶ୍ ଅଗ୍ରୱାଲ,…
ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେଏନଇସିସିର ଟାଳଟୁଳ ନୀତି : ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଆଲୋଚନା
ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଲା ଏନଇସିସି
ଭୁବନେଶ୍ୱର (ଶାସକ ପ୍ରଶାସକ ) କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ…
ସୁଵର୍ଣପୁର ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା
ସୁଵର୍ଣପୁର(ପ୍ରକାଶ ହାତୀ): ସୁଵର୍ଣପୁର ଜିଲ୍ଳା ସ୍ଥନୀୟ କୃଷିବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଯାଦବ ମହାସଭା ପକ୍ଷ ରୁ ଏକ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇ ଥିବା ନବ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚୟତ ଓ ପୌର ନିର୍ବାଚନରେ ଯାଦବ ସମାଜର ସମସ୍ତ…
ବାଙ୍କୀପାଲି ପଂଚାୟତ ଉଚ୍ଚବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା
ସୁଵର୍ଣପୁର(ପ୍ରକାଶ ହାତୀ) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ବାଙ୍କୀପାଲି ପଂଚାୟତ ଉଚ୍ଚବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ଗଣେଶ କିଶନ ବିଜ୍ଞାନ ସମ୍ବଳିନୀକୁ ଉଦଘାଟନ କରିଥିଲେ।ଡୁଙ୍ଗୁରିପାଲି ବ୍ଳକ ର ୧୫ଟି କ୍ଳଷ୍ଟର ରୁ…
ନବନିର୍ବାଚିତ ପୌର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର: ବାଲେଶ୍ୱର ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ସବିତା ସାହୁଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲରଙ୍କୁ ପୌରାଞ୍ଚଳର ୫ନଂ ୱାର୍ଡରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନେଇ ହେମକାପଦା ସ୍ଥିତ କଲ୍ୟାଣମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଟାଉନ ସଭାପତି ସନତ ଦାସ…
ଆଠ ଯୋଡ଼ା ଟ୍ରେନ ପାଇଁ ଅତିରିକ୍ତ ରହଣି : ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଚାରିଟି ଟ୍ରେନ ରହଣି କରିବ |
ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକର ପୁନଚଳାଚଳ କରିବା ପରେ କେତେ ଗୁଡିଏ ଟ୍ରେନ ପାଇଁ ନିମ୍ନଲିଖିତ ଷ୍ଟେସନଗୁଡିକ ଠାରେ ଅତିରିକ୍ତ ରହଣି ପାଇଁ ସ୍ଥିର କରାଯାଇଅଛି |କୋଭିଡ ୧୯ ମହାମାରୀ ସମୟରେ, ଏହି ଟ୍ରେନ୍ ଗୁଡିକର ଚଳାଚଳ କୋଭିଡ ନିୟମ ଆଧାରରେ ସୀମିତ…
୨୭ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ
ରଣପୁର/ପ୍ରସନ୍ନ ସାମନ୍ତରାୟ : ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି | ଏହି ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,…