କଳା ବ୍ୟାଚ ପିନ୍ଧି ପୋଲିସ ବିରୁଦ୍ଧରେ ଗର୍ଜ୍ଜନ କଲେ ସାମ୍ବାଦିକ ସଙ୍ଘ।

ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ-ଖୋର୍ଦ୍ଧା ଜିଲ୍ଲା ସମସ୍ତ ସାମ୍ବାଦିକ ବନ୍ଧୁ ମାନେ କଳା ବ୍ୟାଚ ପିନ୍ଧି ସୂଚନା ସମ୍ପର୍କ ବିଭାଗ ଅଫିସ ରୁ ଏକ ରାଲି ବାହାରି ଜିଲ୍ଲା ପାଳ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା।ଏହି ରାଲି ର ଆଭିମୁଖ୍ୟ ହେଲା ନିଳଗିରି ପୋଲିସ ସାମ୍ବାଦିକ ଉପରେ ଯେଉଁ ଦବଙ୍ଗ ଗିରି…

ଏଏମ୍‌/ଏନ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆର୍ସେଲ ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ଏକ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକର ସେନ୍ଟ୍ରାଲ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କର ମିଳିତ ସହଯୋଗରେ ପାରାଦ୍ୱୀପସ୍ଥିତ ପେଲେଟ୍…

ପୁଷ୍ଟିକର ଖାଦ୍ୟ ଉପରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସ୍ୱତନ୍ତ୍ର ଫୁଡ୍ ଫେଷ୍ଟ

ଭୁବନେଶ୍ୱର,: ଖାଦ୍ୟ ଏବଂ ସୁସ୍ଥ ଜୀବନ ମଣିଷ ପାଇଁ ଖୁବ୍ ଗୁରତ୍ୱପୂର୍ଣ୍ଣ । ତେବେ ବର୍ତମାନ ସମୟରେ ରାସ୍ତାକଡରେ ମିଳୁଥିବା ରୁଚିକର ଖାଦ୍ୟ ଅପେକ୍ଷା ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଅଧିକ ଗୁରୁତ୍ୱ ରଖେ । ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ…

ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, : କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ନିମନ୍ତେ ଏହି…

ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଳା ପାଇଁ ଆସନ୍ତା 19 ରେ ପ୍ରସ୍ତୁତି ବୈଠକ

ବରଗଡ :- ଆସନ୍ତା ମେ ମାସ ୧୨ ତାରିଖ ରୁ ୧୬ ତାରିଖ ପର୍ୟ୍ଯନ୍ତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ପ୍ରସିଦ୍ଧ ବୈଶାଖ ମେଳା ତିଥି ଅନୁସାରେ ପାଳନ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ଗତ 2020 ଓ 2021 ମସିହାରେ…

ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ନିମନ୍ତେ ‘ମାଇଣ୍ଡ ୱାରସ୍‌’ ଦେବ ସହାୟତା

ଉପାଦେୟ ଜ୍ଞାନର ଭଣ୍ଡାର ଓ ପରିବେଶ ସୃଷ୍ଟି ସହ ପିଲାମାନଙ୍କ ମନରେ ଆଗ୍ରହ ଓ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯିବ ଭୁବନେଶ୍ୱର (ଶାସକ ପ୍ରଶାସକ) ; ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ରାଜ୍ୟ ଶିକ୍ଷା ବ୍ୟବସ୍ଥାର…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନର ଶୁଭାରମ୍ଭ

ବିଦ୍ୟୁତ ବିଭ୍ରାଟ ସମୟରେ ଭରସାଯୋଗ୍ୟ ଯୋଗାଣ ପାଇଁ ବିକଳ୍ପ ସମାଧାନ ଭୁବନେଶ୍ୱର/ବ୍ରହ୍ମପୁର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟ ପଡିଲା ମହାଙ୍ଗା | ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବିଜେଡି କନ୍ଧମାଳ ସାଧାରଣ ସମ୍ପାଦକ ପ୍ରଦୀପ ମୁନି | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ମୁନିଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର ) ଶ୍ରୀ…

ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

ବଡ଼ବିଲ (ଶାସକ ପ୍ରଶାସକ) ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ଥାନା ଅଧିକାରୀ ଦ୍ରୋପଦୀ ଦାସଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ କ୍ଲବ ତରଫରୁ ନିନ୍ଦା ପ୍ରକାଶ କରାଯାଇଛି। ସାମ୍ବାଦିକ ଲୋକନାଥଙ୍କୁ…

ମାତିଛନ୍ତି ଅଭଦ୍ର ରୋଡ ରୋମିଓ , ବଢୁଛି ଦୌରାତ୍ମ୍ୟ

ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଦୁଇ ଗିରଫ !!! ଖୋର୍ଦ୍ଧ (ସେକ୍ କୌସର ):ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଙ୍ଗ ସେଣ୍ଟର ଥିବାରୁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି l ତେବେ ରାତ୍ର ଆଠ ଘଣ୍ଟିକା ରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ…