ଟାଣୁଆ ଆଶାୟୀ କର୍ପୋରେଟର ହତାଶ : ମହିଳାଙ୍କ ଉପରେ ବିଜେଡିର ଭରସା

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭୁବନେଶ୍ୱର (ଶାସକ ପ୍ରଶାସକ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ଭୁବନେଶ୍ୱର ମହାନଗର ନିଗମ ନୂତନ ଡେ଼ପିଟି ମେୟର ଆସନରେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛି | ଦଳଦ୍ବାରା ମନୋନୀତ ମଞ୍ଜୁଲତା କହଁର…

ଜଳଛତ୍ର ଖୋଳିଲା ମେଲଛାମୁଣ୍ଡା ପୁଲିସ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ସମ୍ମୁଖରେ ପୁଲିସ ବିଭାଗ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଉଦେଶ୍ୟରେ ଜଳଛତ୍ର ଆରମ୍ଭ କରାଯାଇଛି । ଥାନାଧିକାରୀ ଦୁର୍ଗାମାଧବ ପଧାନ ନିଜ ହାତରେ ରାସ୍ତାରେ ଯାଉଥିବା ଜନସାଧାରଣଙ୍କୁ ଦହି ପାଣି ଓ ଲେମ୍ବୁ ପାଣି ବଂଟନ କରି…

ଖଇରା ବ୍ଲକ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର

ବାଲେଶ୍ଵର, ଖଇରା (ବୁଲୁ ଲେଙ୍କା) ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଥିବା ବେଳେ ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସମ୍ମାନକୁ ଆସିଛି ।ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ରେ। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ…

ଜଳସଂପଦ ବିଭାଗର ପ୍ରାକ୍ ବନ୍ୟା ପ୍ରସ୍ତୁତି ବୈଠକକ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ ଅପ୍ରେଲ 16 ରୁ 26 ତାରିଖ ମଧ୍ୟରେ…

ଭୁବନେଶ୍ୱର : ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅପରାହ୍ଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ରାଜ୍ୟ ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଳ ସଂପଦ ବିଭାଗରେ…

ଦେବଗଡ଼ ପୌର ଉପାଧ୍ୟକ୍ଷ ବିଜେପି ହାତରେ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତକୁ ଯାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ବିଜେପି ହାତକୁ ଯାଇଛି।୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦ ର ଚଳିତ ନିର୍ବାଚନ ରେ ବିଜେପି କୁ ୬ଟି କାଉନସିଲର ମିଳିଥିବା ବେଳେ ବିଜେଡି କୁ ୪ ଓ ଜଣେ ସ୍ଵାଧୀନ…

ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଅଲ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମୀ ସଙ୍ଗଠନ ଦେବଗଡ଼ ଜିଲ୍ଲା ଶାଖା ତରଫରୁ ୧୪ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ…

ଦେବଗଡ଼ ଜିଲ୍ଲା ରେ ଆରମ୍ଭ ହେଲା ୧୧୨ ଜରୁୀରୀକାଳୀନ ସେବା

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ନିମନ୍ତେ ପୋଲିସ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଭର୍ତି ହୋଇଥିବା ୨ ଟି ଯାନ ଆଜି ଦେବଗଡ଼ ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଲୋକାର୍ପଣ…

ଅସହ୍ୟ ଗୁଳୁ ଗୁଳି ସାଂଗକୁ ଲାଇନ୍ କାଟି ଟାଟା ଦେଖାଉଛି ପାୱାର

ସିମୁଳିଆ (ଅକ୍ଷୟ କୁମାର ଜେନା) : ଭଦ୍ରକ ରାହଞ୍ଜ ନିକଟରେ ଧାମରା ଯାଇଥିବା ରେଲୱେ ଲାଇନ ନିକଟ ରେ ବିଦ୍ୟୁତ୍ ତାର ରେ ନିଆ ଲାଗି ଭଦ୍ରକ ସମେତ ବାଲେଶ୍ଵର ସିମୁଳିଆ ଅଂଚଳ ଦୀର୍ଘ ସମୟ ଧରି ଅନ୍ଧାର ରେ ଅଛନ୍ତି। ଟାଟା କମ୍ପାନୀ ଜୁଲମ ବଢ଼ିବାରେ ଲାଗି ରହି ଥିବା ବେଳେ କୋଉ ଜାଗାରେ କଣ…

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବଡ଼ ମାଜିଗା ସାହିରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ…

ସାପ କାମୁଡା ରେ ମହିଳାଙ୍କ ମୃତ୍ୟୁ

ଜୁନାଗଡ଼(ଆଦିତ୍ୟ ମହାନ୍ତି )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ସାପ କାମୁଡା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ବାଳ ସନ୍ଧ୍ୟା ୬.୩୦ ସମୟରେ ଶୌଚସାରି ଫେରୁଥିବା ବେଳେ ଅନ୍ଧାରରେ…