ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ 32ତମ ବିଜ୍ଞାନ ମେଳା

ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର କୁହୁଡ଼ି ଠାରେ ଅବସ୍ଥିତ ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ ଶନିବାରଦିନ 32ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇ ଅଛି  ।ଏହି ମେଳାକୁ ଉଦ୍ଘାଟନ କରିଥିଲେ ଅସ୍ତରଙ୍ଗ ବ୍ଲକ ର ଆର୍ତ୍ତତ୍ରାଣ ବିଦ୍ୟାପୀଠ ବରାଙ୍ଗ ର ମାଟ୍ରିକ ଟପ୍ପର…

ସାମ୍ବାଦିକଙ୍କ ଗୋଡ଼ରେ ବେଡି ପ୍ରତିବାଦରେ କଳାବ୍ୟାଜ ପରିଧାନ

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ନୀଳଗିରି ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୋଲିସ ଅଧିକାରୀଙ୍କ ଅମାନବୀୟ ମାନସିକ ନିର୍ଯାତନା ସହ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର ବେଡ଼ରେ ତାଙ୍କ ଗୋଡ଼ରେ ବେଡି ପକାଇବା ଘଟଣାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି…

ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ବିପୁଳ ମାତ୍ରାରେ ଦେଶୀ ମଦ ଓ ମହୁଲ ପୋଚ ଜବତ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ବିଭାଗ ଓ ବୀରମିତ୍ରପୁର ପୋଲିସର ମିଳିତ ଉଦ୍ୟମରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ଏକ ଗୁପ୍ତ ସୂଚନା ଆଧାରରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ବିପୁଳ ମାତ୍ରାରେ ଦେଶୀ ମଦ ସହ ମହୁଲି ପୋଚ ଜବତ କରାଯାଇଥିଲା ।…

୩୫୩ ନମ୍ବର ଜାତୀୟ ରଜାପଥ ଉପରେ ବଡ ବଡ ଗାତ ଜାତୀୟ ରାଜପଥ ବିଭାଗ ନିରବ ଦ୍ରଷ୍ଟା

ନୂଆପଡା ରୁ ଯୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଖଡିଆଳ ସହର ଭୀତରେ ପ୍ରତ୍ୟେକ ୧୦୦ ମିଟର ରେ ଏକ ଫୁଟ ର ବାଗ ରହିଛି । ଏହି ରାସ୍ତାରେ ଛତିଶଗଡ ରାୟପୁର ଠାରୁ ବ୍ରହ୍ମପୁର ଗୋପାଲପୁର ପର୍ଯ୍ୟନ୍ତ ୫୫୦ କିଲୋମିଟର ରାସ୍ତା ଲମ୍ବିଛି । ଯାହା ଫଳରେ ଏହି ରାସ୍ତା ଦେଇ…

କେମ୍ପସଡା- କୁଶପଦା ରଜାବନ୍ଧ ରାସ୍ତା ମରଣ ଯନ୍ତା

ପାଞ୍ଚ ଶହ ମିଟର ରାସ୍ତା ପାଇଁ ସାତ କିଲୋମିଟର ବୁଲିବାକୁ ପଡୁଚି। ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ରାସ୍ତାର ଉନ୍ନତି କାରଣ ପାଇଁ ଦାବୀ କେନ୍ଦୁଝର/ ସିଦ୍ଧେଶ୍ୱର ସାହୁ :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା- କୁଶପଦା - ରଜାବନ୍ଧ ରାସ୍ତାଟି ମରଣଯନ୍ତା…

ବେନିୟମ ବନାଯୋଡି ଟୋଲଗେଟ ଉଛେଦ ପାଇଁ ଯୁବ ଓ ଶ୍ରମ ବିକାଶ ମଂଚ ତରଫରୁ ଦାବି ପତ୍ର ପ୍ରଦାନ।

କେନ୍ଦୁଝର /ସିଦ୍ଧେଶ୍ୱର ସାହୁ :  ପୂର୍ବରୁ ଥିବା ୨୧୫ ନମ୍ବର ପାଣିକୋଇଲି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜ ପଥ ତଥା କେନ୍ଦୁଝରବାସୀଙ୍କ ଜୀବନ ରେଖକୁ ପରବର୍ତ୍ତୀ ସମୟରେ ଅଧିକ ଟୋଲ ଆଦାୟ ଆଶାରେ ପାଣିକୋଇଲି ଠାରୁ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଓ ରିମୁଳି ଠାରୁ ରାଜାମୁଣ୍ଡା…

ପୋଲିସ କନେଷ୍ଟବଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ନିଶ୍ଚିନ୍ତକୋଇଲି'/ଦେବେନ୍ଦ୍ର ଷଢଙ୍ଗି: ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ପୋଲିସ ଚାକିରୀରେ ବହୁ ବର୍ଷ ନିଷ୍ଠାପର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପୋଲିସ କନେଷ୍ଟବଳ ଅନନ୍ତ କିଶୋର ଦିକ୍ଷିତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି…

ଓଥକା-ରାମକୃଷ୍ଣପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନସ ବିଭାଗ ଦ୍ୱାରା ତଦନ୍ତ ପାଇଁ ଜନସାଧାରଙ୍କ ଦାବି ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:-ସରକାର ଜନସାଧାରଣ, ଯାନବାହନ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ଭାବେ ରୂପାୟନ ହୋଇପାରୁନାହିଁ । ବିଭିନ୍ନ ଜାଗାରେ ରାସ୍ତା…

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବାସିନ୍ଦା ରାସବିହାରୀ ଭୋଇଙ୍କ ଶୁକ୍ରବାର ରାତ୍ରରେ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୮୬ ବର୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ଜୀବତାବସ୍ଥାରେ…

ନୀଳଗିରି ସାମ୍ବାଦିକଙ୍କ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଓୟୁଜେ ର କଳା ବ୍ୟାଚ ପରିଧାନ ଓ ଦାବୀ ପତ୍ର…

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: : ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ଉପରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ଓୟୁଜେ ଶାଖା ତରଫରୁ ଦୃଢ଼ ପ୍ରତିବାଦ କରାଯିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର…