ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଗିରଫ

 ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ପୋଲିସ ହାତରେ କିଛି ଦିନର ବ୍ୟବଧାନ ପରେ ପୁଣି ଧାରା ହେଲେ ବନ୍ୟ ଜନ୍ତୁ ଶିକାରୀ । ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ଵାରା ଗତକାଲି ବନ୍ୟ ଜନ୍ତୁ ଶିକାର କରି ଅଙ୍ଗ ତସ୍କର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ…

ସମ ଅଲଟିମେଟ ମେଡ଼ିକେଆର ରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଲାପ୍ରୋସ୍କୋପିକ ପଦ୍ଧତିରେ ଡୋନୋରଙ୍କଠୁ କଢ଼ାଗଲା କିଡ଼ନୀ  ଭୁବନେଶ୍ୱର : ଅସୁସ୍ଥ ଝିଅ କୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା | ସମ ଅଲଟିମେଟ ମେଡିକେୟାର ରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ | ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ…

ପୁଅକୁ ଅପହରଣ କଲେ ଝିଅର ପରିବାର ଲୋକେ

ଖୋର୍ଦ୍ଧା (ସେକ୍ କୌସର ):ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବକ ଓ ଯୁବତୀଙ୍କ ପ୍ରେମ ସମ୍ପକ ଗଢି ଉଠିଥିଲା ଭଲ ପାଇବାର କିଛିଦିନ ମଧ୍ୟରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ ମାତ୍ର ସେତେବେଳେ ଝିଅ ଘର ପରିବାର ଦୁହେଁ ମ୍ୟାରେଜ୍ କରିବାର ଜାଣିନଥିଲେ ପରେ ଯେତେବେଳେ ଝିଅ ଘର…

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର- ପଦ୍ମପୁର ସବଡିଭିଜନାଲ ଡାକ୍ତରଖାନା ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସ୍ଥାନୀୟ ରଜାପଡା ପ୍ରାଥମିକ ବିଦ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବର୍ଷରେ ଶହେ ଘଣ୍ଟା ବା ସପ୍ତାହରେ ଦୁଇ ଘଣ୍ଟା ସ୍ବତଃ ପ୍ରବୄତ୍ତ ଭାବରେ ସ୍ବଛ୍ଛତା ତାଙ୍କ କାମ କରିବା…

ଜଣାଶୁଣା ବିଜ୍ଞାନ ଶିକ୍ଷକଙ୍କ ବିୟୋଗ

ପଦ୍ମପୁର:ରାଜବୋଡ଼ାସମ୍ବର ଅଞ୍ଚଳର ସ୍ୱନାମଧନ୍ୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଶ୍ରୀ ଧନଞ୍ଜୟ ସାହୁଙ୍କ ଗତକାଲି ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି। ଶ୍ରୀ ସାହୁ ଦେଉଳୀ ନୋଡାଲ ହାଇସ୍କୁଲ ସତୀଭଟା ରେ ୧୯୯୦ ମସିହା ରୁ ବିଜ୍ଞାନ ଶିକ୍ଷକ ରୂପେ…

ସୈନିକ ସ୍କୁଲ ଭୁବନେଶ୍ୱରର AISSEE-2022 ର ଅନ୍ତିମ ଫଳାଫଳ |

ଭୁବନେଶ୍ୱର:2022-23 ଏକାଡେମିକ୍ ସେସନ ପାଇଁ ସୈନିକ ସ୍କୁଲ ଭୁବନେଶ୍ୱରରେ ଷଷ୍ଠଶ୍ରେଣୀରେ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା 2022 ରଅନ୍ତିମଫଳାଫଳ 07 ଏପ୍ରିଲ 2022 ରେ ଘୋଷଣା କରାଯାଇଛି ବୋଲି ପ୍ରିନ୍ସିପାଲ୍, ସୈନିକ ସ୍କୁଲ ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରୁ ସୂଚନା…

ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ପୋଲିସ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ଗୋଡ଼ରେ ବେଡି ପକାଇ ଯେଉଁ ଭଳି ଦ୍ରୁବ୍ୟବହାର ଓ ଅମାନୁଷିକ କାର୍ଯ୍ୟ କରିଛି ତାହାର ପ୍ରତିବାଦରେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପୋଲିସ ର ଏହି ଅମାନୁଷିକ…

ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ମିଡ଼ିଆ ବ୍ରଦର୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ମିଡ଼ିଆ ବ୍ରଦର୍ସ ସାମ୍ବାଦିକ ସଂଗଠନ ପକ୍ଷରୁ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନ ତରଫରୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦୃଢ ପ୍ରତିବାଦ କରାଯିବା ସହ ଏହା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଗରିବ ଜନସାଧାରଣଙ୍କ ପାଇଁ ଏକ ଉଚ୍ଚକୋଟିର…

ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଲାଭାର୍ଥୀମାନଙ୍କ ପାଇଁ ସମ୍ମିଳନୀ  ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ତଥା ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ସ୍ଥିତ ରାଧାକୃଷ୍ଣ…

କୁଜଙ୍ଗ ଗାନ୍ଧି ନାରାୟଣ ବୀରବର ସାମନ୍ତଙ୍କ ଶ୍ରାଦ୍ଧୋତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, କୁଜଙ୍ଗ ଗାନ୍ଧି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ୨୩ ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ତରଡାପଡା ସ୍ଥିତ ଟାଇମ୍ଵ ଗୁରୁକୁଳ…