Sign in
Sign in
Recover your password.
A password will be e-mailed to you.
ବିକାଶ ସ୍ରୋତ ବହୁଛି ଉଜାଣି : ଲୋକ ପିଉଛନ୍ତି କେନାଲ ପାଣି
କେନାଲ ପାଣି କୁ ସାହା ଭରସା କଲେ ନାରାୟଣ ପୁର ଗ୍ରାମବାସୀ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମ ରେ ପାଣି ପାଇଁ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳିଛି।ଉକ୍ତ ଗ୍ରାମ ରେ ( ବୋର ୱାଲ୍) ଅଛି କିନ୍ତୁ କାମ ରେ ଆସୁନି, ନଳ…
ଲାଡମ ପାଲି ଗ୍ରାମରେ ବେଆଇନ ଭାବରେ ଗଛିତ ମହୁଲଫୁଲ ର ଅବକାରୀ ଚଢ଼ାଉ l
ଜମନକିରା -(-ସୁଢଳଦେବ ସୁନାନୀ )ଜମନକିରା ବ୍ଲକ ଧୂଡ଼ି ପାଲି ଗ୍ରାମପଞ୍ଚାୟତ ଲଡମପାଲି ଗ୍ରାମର ବାସୁଦେବ ସାହୁ ନାମକ ବ୍ୟକ୍ତି ବିନା ଲାଇସେନ୍ସ ଓ ବେଆଇନ ଭାବରେ ମହୁଲଫୁଲ ଗରିବଲୋକଙ୍କ ଠାରୁ କମ ମୂଲ୍ୟ ରେ କିଣି ତାଙ୍କ ଘରେ ଗଛିତ ରଖିଥିବା ଖବର ପାଇ କୁଚିଣ୍ଡା ଅବକାରୀ ବିଭାଗର ଅଧିକାରୀମାନେ…
ଅଫିସ ଅଛି , ଅଫିସର-ଷ୍ଟାଫ ଅଛନ୍ତି, ହେଲେ ଅଫିସ ଆସୁନାହାନ୍ତି
ପିଡ଼ି ଙ୍କର ଠାରୁ ଶକ୍ତିଶାଳୀ ଡାଟା ଏଣ୍ଟ୍ରି ଅଫିସର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର କୁ ଯିବା ରାସ୍ତାରେ , ମୁଖ୍ୟଛକ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଅବସ୍ଥିତ ରହିଛି ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଳ ବିଭାଜିକା ପ୍ରକଳ୍ପ…
ଅସୁରେଶ୍ୱର ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଶ୍ରୀରାମ ନବମୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁର ଅସୁରେଶ୍ୱର ସ୍ଥିତ ଓଡ଼ିଶା ତଥା ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ପୀଠରେ ଦୁଇ ବର୍ଷ ପରେ ଚଳିତ ବର୍ଷ ମହାମାରୀ କରୋନା ଦୂର ହୋଇଥିବାରୁ ଭଗବାନ ଓ ଭକ୍ତ ମଧ୍ୟରେ ଏକ…
ଶ୍ରୀରାମ ନବମୀ ତିଥିରେ ମାଁ ଦୁର୍ଗାଦେବୀଙ୍କ ବାସନ୍ତିକ ଉତ୍ସବ ଅବସରରେ ଦୀପଦାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ଗାପ୍ରସାଦ ବ୍ୟାୟାମଶାଳା, ରାଜଗୁରୁ ସାହି ଠାରେ ନିୟମିତ ପ୍ରତିବର୍ଷ ଦୁର୍ଗାପୂଜା କରୁଥିବା ସ୍ଥାନରେ ୧୨ ବର୍ଷକୁ ଥରେ ମାଁ ଦୁର୍ଗା ଦେବୀଙ୍କ ବାସନ୍ତିକ ପୂଜା ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଛି। ଏହି ପୂଜା ୫ଦିନ ଧରି ଚାଲୁ ରହିବାକୁ…
ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ମୋହନା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବଦାସ ତାମରାପୁକଙ୍କ ସଭାପତିତ୍ତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଗଛରୁ ତିନି ଯୁବତୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି
ଉମେରକୋଟ /ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍ ଏବଂ ସାଇଣ୍ଟିଫିକ୍ ର ତଦନ୍ତ…
ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଗିରଫ
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ…
ସାଇ ବାବାଙ୍କ ମନ୍ଦିର ପ୍ରବେଶ ସହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅଧିନସ୍ଥ ଟାଳ ଗ୍ରାମର ସାଇ ଭକ୍ତ ମହେନ୍ଦ୍ର ବଢେଇଙ୍କ ପ୍ରଚେଷ୍ଠାରେ ନିର୍ମିତ ସାଇ ମନ୍ଦିରରେ ସାଇ ବାବାଙ୍କ ପ୍ରତିର୍ମୁତି ସ୍ଥାପନ ପରେ ଉତ୍ସବଟି ମହା ସମାରୋହରେ ରବିବାର ସଂଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଶୁକ୍ରବାର ସଧ୍ୟାରୁ ପୂଜା କାର୍ଯ୍ୟ…
ପବିତ୍ର ରାମ ନବମୀ ଅନୁଷ୍ଠିତ
ସିମୁଳିଆ (ଅକ୍ଷୟ କୁମାର ଜେନା):ଆଜି ପବିତ୍ର ରାମ ନବମୀ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ର ରୁଦ୍ରଶ୍ରମ ଗୋଶାଳା ଉତ୍ସବ ମୁଖର ହୋଇ ଉଠିଛି। ଦୀର୍ଘ ନ ଦିନ ଧରି ଏଠାରେ ପ୍ରଭୁ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ କଥା ପ୍ରବଚନ ଅନୁଷ୍ଠିତ ହୋଇ ଏକ ଭକ୍ତି ଭରା…