Sign in
Sign in
Recover your password.
A password will be e-mailed to you.
୫-ଟି ସଚିବଙ୍କୁ ଭେଟିଲେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ
ରଣପୁର(ପ୍ରସନ୍ନ ସାମନ୍ତରାୟ) : ରାଜ୍ୟରେ ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷମାନେ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଗୁରୁମନ୍ତ୍ରନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ( ୫-ଟି)ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ପାଇଁ ମାର୍ଗଦର୍ଶନ…
ତ୍ରିଧାରା ଆନୁକୂଲ୍ୟରେ ଏକକ ଓଡ଼ିଶୀ ନୃତ୍ୟ ଉତ୍ସବ -ଏକୈକ ୧୧ ଏପ୍ରିଲରେ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୁରୁ ଦେବପ୍ରସାଦ ଦାସ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସର୍ବଦା ଅବିସ୍ମରଣୀୟ ।ତାଙ୍କର ଓଡ଼ିଶୀ ନୃତ୍ୟ ଶୈଳୀ ଓ କୌଶଳ ଅନନ୍ୟ ଅଟେ । ସେସର୍ବଦା କହୁଥିଲେ ଯେ ଜଣେ କଳାକାରର ଏକକ ଅଭିନୟରେ ତାର ପ୍ରଦର୍ଶନ ମାପ କରାଯାଇଥାଏ ।…
ରାତ୍ର କାଳୀନ କ୍ରିକେଟ୍ ମ୍ୟାଚ୍ ଆୟୋଜିତ
ବାସୁଦେବପୁର/ପ୍ରତାପ ପାଢ଼ୀ: ବାସୁଦେବପୁର ସ୍ଥିତ ମହିଶା ପଦା ଠାରେ ପ୍ରସନ୍ନ ଦେବ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ରେ ଅନୁଷ୍ଟିତ ରାତ୍ର କାଳୀନ କ୍ରିକେଟ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ବିଜୁ ଯୁବ ଜନତା ଦଳ ର ନଗର୍ ସଭାପତି ମାନସ…
ୱେବେଲ୍-ଫୁଜିସଫ୍ଟ-ଭାରା ସେଣ୍ଟର ଅଫ୍ ଏକ୍ସେଲେନ୍ସ୍ (ସିଓଇ) ଇଣ୍ଡଷ୍ଟ୍ରି ୪.୦ ପ୍ରଯୁକ୍ତି ଗ୍ରହଣ ଜରିଆରେ ସଂଗଠନସମୂହ…
ଛାତ୍ରଛାତ୍ରୀ, କାର୍ଯ୍ୟରତ ବୃତ୍ତିଧାରୀ, କର୍ପୋରେଟସମୂହ ଓ ନୂଆ ଯୁଗର ଉଦ୍ୟୋଗୀଙ୍କୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବା ଓ ଉଚ୍ଚ କୁଶଳୀ ଶିଳ୍ପ ପାଇଁ ପ୍ରସ୍ତୁତ ବୃତ୍ତିଧାରୀ ଓ ଉଦ୍ୟୋଗୀମାନଙ୍କୁ ବିକଶିତ କରିବା ନିମନ୍ତେ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚ…
ଆମ ପୁଲିସର ଦବଙ୍ଗଗିରୀ: ୫ ଛାତ୍ର ଥାନାରେ ରାତି କଟାଇଲେ, ଜଣେ ପରୀକ୍ଷା ଦେଇପାରିଲେନି
ରାଉରକେଲା(ବସନ୍ତ କୁମାର ଜେନା)- ପାର୍କିଂ ଫିସ ୧୦ ଟଙ୍କା ମାଗିବାରୁ ସାଧା ପୋଷାକରେ ଆସିଥିବା ମହିଳା ପୁଲିସ୍ ଅଫିସର ନିକଟସ୍ଥ ଥାନାରେ ଅଧିକାରୀ ଥିବା ନିଜ ପତିଦେବଙ୍କୁ ଜଣାଇ ଗାଡି ଷ୍ଟାଣ୍ଡରେ ଥିବା ୫ଜଣ ଛାତ୍ରଙ୍କୁ ରାତିସାରା ଥାନାରେ ବସାଇବା ତାଙ୍କ ବିରୋଧରେ ଦାଦା ବଟୀ ମାଗୁଥିବା ଭଳି…
ଗାଇସିଲାଟ ଥାନା ପକ୍ଷରୁ ଜନସାଧାରଣଙ୍କ ପାଇଁ ଜଳଛତ୍ର ଉଦଘାଟନ ।
ପଦ୍ମପୁର(ଶାସକପ୍ରଶାସକ)-ପ୍ରଚଣ୍ଡ ରୌଦ୍ରତାପକୁ ଦୄଷ୍ଟିରେ ରଖି ଗାଇସିଲାଟ ପୋଲିସ ପକ୍ଷରୁ ଗାଇସିଲାଟ ଥାନା ସମ୍ମୁଖରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଜଳଛତ୍ର ଖୋଲା ଯାଇଛି । ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତ ଜଳଛତ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନ…
ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ନିକଟରେ ଦୁର୍ଘଟଣା
ରବି ନାରାୟଣ ସାହୁ/ଖୋର୍ଦ୍ଧା-୧୬ନଂ ଜାତୀୟ ରାଜପଥ ଜିଲ୍ଲାପାଳ ଙ୍କ କାର୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସକାଳ ସାଢେ 9ଟା ବେଳେ ଘଟଣା ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ବର ପଟୁ ଆସୁଥିବା 407 ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ…
ନୀଳଗିରି ରେ ସାମ୍ବାଦିକ କୁ ପୋଲିସର ବର୍ବରତାକୁ ନେଇ ଜୁନାଗଡ଼ ସାମ୍ବାଦିକ ସଂଘ ର ତୀବ୍ର ନିନ୍ଦା
ଜୁନାଗଡ଼/ଆଦିତ୍ୟ ମହାନ୍ତି : ବାଲେଶ୍ୱର ର ନୀଳଗିରି ଠାରେ କର୍ତଵ୍ୟ ରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ନୀଳଗିରି ପୋଲିସ ମିଥ୍ୟା ମାମଲା ରେ ଫସେଇବା ସହ ଡାକ୍ତରଖାନା ରେ ସାମ୍ବାଦିକ ଙ୍କୁ ଗୋଡ଼ରେ ବେଡି ପକାଇ ଚିକିତ୍ସା କରାଯାଇଥିବା ଦେଖିବା କୁ ମିଳିଥିଲା l ଏହି ଘଟଣା କୁ ରାଜ୍ୟସାରା…
ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତି କକ୍ଷ ଉଦଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରସୂତି କକ୍ଷ ଉଦଘାଟିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ…
ଭାରସାମ୍ୟ ହରାଇ ଓଲଟିଲା ପିକଅପ, ୧୫ ଶ୍ରମିକ ଆହତ
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅପ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ପିକଅପଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା…