ଗୁଦେରପାଲି ଅଞ୍ଚଳରେ ଖୋଲିଲା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳ ବାସୀ

ଗାଇସିଲାଟ:ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ର ସ୍ବପ୍ନ ଆଯି ସାକାର ହୋଇଛି। ଦୀର୍ଘ ଦିନ ରୁ ଗୁଦେରପାଲି, ଏବଂ ଚିଖିଲି ଅଞ୍ଚଳ ବାସୀ ଗୁଦେରପାଲି ରେ ଏକ  ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରିଆସୁଥିଲେ। ୪ ବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ…

ସୋଆ ପ୍ରଫେସରଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦ୍‌ଘାତ ଯୋଗୁଁ…

ଚାରି ଦୁର୍ଦାନ୍ତ ଡକାୟତ ଗିରଫ,ଲକ୍ଷାଧିକ ଟଙ୍କାର ଲୂଟ ସାମଗ୍ରୀ ଜବତ l

ରବି ନାରାୟଣ ସାହୁ/ଖୋର୍ଦ୍ଧା -ଗତ ତା -03.04.2022 ରିଖ ଦିନ ରାତ୍ର 2.10 ମିନିଟ ସମୟ ରେ ବାଘମାରି ବଜ଼ାର, ଜାତୀୟ ରାଜପଥ -57 ନିକଟରେ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଏକ ଟାଟା ଏ.ସି. ଗାଡି ଯାହାର ନମ୍ବର ହେଉଛି -OD02AP-2036 ଯାଉଥିବା ସମୟ ରେ ଡକାୟତ ମାନେ ଗାଡି ଡ୍ରାଇଭର କୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଏହି କଲେଜରର ୧୦୦ଟି ଆସନ ସହିତ ଓଡିଶାରେ MBBS ଆସନ ସଂଖ୍ୟା ହେଲା ୧୨୫୦  ପୁରୀ ଜ଼ିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିବସ - ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ,…

‘ଆମ ମାହାଙ୍ଗା’ ର ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତିଙ୍କୁ ‘ପ୍ରଜ୍ଞାଜ୍ୟୋତି ସମ୍ମାନ-୨୦୨୨’

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ, ଗୌରବ ତଥା ଜଣେ ସଚ୍ଚା ସମାଜସେବକ ଭାବେ ଦୀର୍ଘ ବର୍ଷ ଧରି ସମାଜର କଲ୍ୟାଣ ପାଇଁ ‘ଆମ ମାହାଙ୍ଗା’ ସ୍ୱେଚ୍ଛାସେବୀ ସଂଗଠନ ର ଅଧ୍ୟକ୍ଷ ଭାବେ ବିଦ୍ୟାଳୟ, ମସଜିଦ୍‌, ମେଡ଼ିକାଲ, ମନ୍ଦିର ଆଦି ପରିବେଶର ଅଳିଆ…

ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାରେ ନେଟ୍‌ୱର୍କ ସମ୍ପ୍ରସାରଣ; ପୁରୀରେ ଖୋଲିଲା ନୂତନ ଶାଖା

ଭୁବନେଶ୍ୱର: ଭାରତରେ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶାର ପୁରୀ ସହରରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ପଛର ଉଦ୍ଦେଶ୍ୟ ହେଉଛି ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ଜୀବନ…

ଜଗଦଲପୁର ପୋଲିସ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମା ରେ ଥିବା ଜଗଦଳପୁର ଥାନା ତରଫରୁ ଥାନା ସମ୍ମୁଖରେ ଆଇ ଆଇ ସି ସୁଷମା କୁଅଁର ଏକ ଜଳଛତ୍ର ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସି.ଆର.ପି.ଏଫ ସେକେଣ୍ଡ ଇନଚାରଜ ଶ୍ରୀ ପୀତବାସ ପଣ୍ଡା ,ଏ.ଏସ.ଆଇ ପ୍ରଦୀପ ପାଣି…

ପଂଚାୟତ ସମିତି ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଗାଇସିଲାଟ/ ଶାସକ ପ୍ରଶାସକ - ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ପରିସରରେ “ଆତ୍ମସୁରକ୍ଷା ତାଲିମ” ଶିବିର ର ଉଦ୍‌ଯାପନୀ ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟନାରାୟଣ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଗାଇସିଲାଟ ପଂଚାୟତ ସମିତି ଅଧ୍ୟକ୍ଷ…

ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ।

ଜୁନାଗଡ଼/ ଆଦିତ୍ୟ ମହାନ୍ତି: ବିଜେପି ର ପ୍ରତିଷ୍ଠା ଦିବସ ଓ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରବିବାର ସାପ୍ତାହିକ ହାଟରେ ପିଜେପି ପକ୍ଷରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା।ବର୍ତମାନ ଜିଲ୍ଲାରେ ଟାଣ ଖରା ବୃଦ୍ଧି ପାଇବାରେ ଲାଗିଛି। ଲୋକେ ବାହାରୁ ବାହାରିବା ମୁସ୍କିଲ ହୋଇପଡିଛି।ରବିବାର…

ଗୁଇନ୍ଦା ଦାୟିତ୍ବରୁ ଲଳିତଙ୍କୁ ଅବ୍ୟାହତି : କୋଚେଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଖୁବ ଶୀଘ୍ର ଆଇପିଏସ ଓ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିବେ ବୋଲି ଚର୍ଚା ହେଉଥିବା ବେଳେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ଲଳିତ ଦାସଙ୍କୁ ଗୁଇନ୍ଦା ବିଗହଗ ଦାୟିତ୍ବରୁ…