Sign in
Sign in
Recover your password.
A password will be e-mailed to you.
ବାବା କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଅଶୋକା ମହୋତ୍ସବ
ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ
ଖୋର୍ଦ୍ଧା/ରବି ନାରାୟଣ ସାହୁ-ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମପଞ୍ଚାୟତ ଠାରେ ବହୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅବସରରେ ଅଶୋକା ମହୋତ୍ସବ ୨୦୨୨ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ି ପାଇଁ ଦୁଇ…
ମାଙ୍ଗାନିଜ ଚୋରା ଚାଲାଣ ଧରାପଡ଼ିଲା;ଟ୍ରକ,ଜେସିବି ସହ ୫ କୋର୍ଟ ଚାଲାଣ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସରରେ ପେଟ୍ରୋଲିଂ କରୁଥିବା ବେଳେ ଲରମ୍ଭା ଥାନା ଏ.ଏସ୍.ଆଇ. କୁନୁ ସାହୁ ଏବଂ ଷ୍ଟାଫ୍ କୌଣସି ଏକ ସୂତ୍ରରୁ ଖବର ପାଇ ଚମ୍ପାସର ଗ୍ରାମରେ ଟ୍ରକ ସିଜି୦୪ଯେବି୮୫୨୫ ଓ ଗୋଟିଏ ଜେସିବି ଯାହାର ନମ୍ବର ଯେଏଚ୍୧୦ବିୱାଇ…
ଛାତ୍ରୀଙ୍କୁ କାନ ଧରି ଉଠ ବସ ଘଟଣା: ମନ୍ତ୍ରୀଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ଗତକାଲି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦୀ ବାପୁଜୀ ବିଦ୍ୟାଳୟରେ ଭୂଗୋଳ ଶିକ୍ଷକ ଛାତ୍ରୀଙ୍କୁ ଉଠ ବସ କରାଇବାରୁ ୭ ଜଣ ଛାତ୍ରୀଙ୍କର ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ବିଷୟ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଘଟଣାଟି ବିଭିନ୍ନ ଟିଭି ମାନଙ୍କରେ…
ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଆଜି ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତି ପ୍ରସ୍ଥର ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ କରକମଳରେ ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ…
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ
ଚିଲିକା (ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୫ ତାରିଖରୁ ଆରମ୍ଭ ହୋଇଯାଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ରଶ୍ମିତା ମହାନ୍ତି…
ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ କାଶୀପୁରର ସୁଚିତା ବେହେରାଙ୍କ ସଫଳତା
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଭୁବନେଶ୍ଵର ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତା ରେ କାଶୀପୁର ଅଞ୍ଚଳର ଜଣେ ଧାବିକା ତୃତୀୟ ସ୍ଥାନରେ ରହି ଅଞ୍ଚଳର ସୁନାମ ଅର୍ଜନ କରିଥିବା ଜଣାପଡିଛି । ସେ ହେଉଛନ୍ତି କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମର ଭାଗିରଥ ବେହେରା ଙ୍କ ଝିଅ…
ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ମଙ୍ଗଲବାର ଉଦଯାପିତ ହୋଇଯାଇଛି । ଏଥିରେ ୬୮ ଜଣ ଛାତ୍ରୀ ୨ଟି ଗୃପରେ ଭାଗ ହୋଇ ଆତ୍ମରକ୍ଷା କୌଶଳ ମାଷ୍ଟରଟ୍ରେନର ସୁଶ୍ରୀ ଅନିତା…
ଆସିଥିଲେ ବିଦାୟ ଦେବାକୁ, ହେଲେ ନେଇ ଗଲେ ବିଦାୟ…
ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଦିନ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦୁଃଶାସନ ସେନାପତୀଙ୍କ ସଭାପତୀତ୍ୱରେ ଆୟୋଜନ କରାଯାଇଥିଲା । ସଭାରେ ସ୍କୁଲର ଚେୟାରମ୍ୟାନ ସରୋଜ କୁମାର…
ରଣପୁର ବ୍ଲକ ରେ ଜିଲ୍ଲା ପରିଷଦ ଅଧକ୍ଷ ଙ୍କ ସମୀକ୍ଷା ବୈଠକ ଓ ନୂତନ ଭତ୍ତା ବଣ୍ଟନ
ରଣପୁର/ପ୍ରସନ୍ନ ସାମନ୍ତରାୟ: ମଙ୍ଗଳବାର ନୟାଗଡଜିଲ୍ଲା ର ନୂତନ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକଙ୍କ ଅଧକ୍ଷତା ରେ ଜିଲ୍ଲା ରେ ପ୍ରଥମ କରୀଜ ରଣପୁର ବ୍ଲକ ର ସମସ୍ତ ବିଭାଗ ର କାର୍ଯ୍ୟ ଓ ଉନୟନକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ନୟାଗଡ…
ଖବର ପ୍ରସାରଣ ପରେ ମାତ୍ର କିଛି ସମୟ ପାଇଁ ଖୋଲିଥିଲା ଅଫିସ
ବରଗଡ :- ଗତକାଲି ଆମେ , ଅଫିସ ଅଛି , ଅଫିସର -ଷ୍ଟାଫ ଅଛନ୍ତି ହେଲେ ଅଫିସ ଆସୁନାହାନ୍ତି , ଶୀର୍ଷକ ଖବର ପ୍ରସାରଣ କରିଥିଲୁ । ଖବର ପ୍ରକାଶ ପାଇବା ପରେ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳବିଭାଜିକା ଜିଲ୍ଲା ଦପ୍ତର ତରଫରୁ ବୋଧହୁଏ ତତ୍ପରତା ପ୍ରକାଶ ପାଇଥିଲା , ଯାହାଫଳରେ ଆଖପାଖ ଲୋକଙ୍କ…