ବିିଶ୍ୱ ଅର୍ଥନୈତିକ ଫୋରମ୍‌ର ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସରେ ଟାଟା ଷ୍ଟିଲ୍ ସାମିଲ

ଭୁବନେଶ୍ୱର: ସମ୍ମାନ, ଅନ୍ତର୍ଭୁକ୍ତୀକରଣ ଓ ବିବିଧତାର ସଂସ୍କୃତି ପାଇଁ ଉଦ୍ୟମ କରୁଥିବା ଟାଟା ଷ୍ଟିଲ୍ ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ୍ ପ୍ୟାରିଟି ଆଲାଏନ୍ସ (ବିଶ୍ୱ ସମତା ମେଂଟ)ରେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଛି । ବିଶ୍ୱ ସମତା ମେଂଟ (ଜିପିଏ) ହେଉଛି ବିଭିନ୍ନ…

ବିପିସିଏଲ୍‌ ପକ୍ଷରୁ ସବୁଜ ଶକ୍ତି ଅଭିଯାନ ପାଇଁ ଓଡ଼ିଶା ସରକାରଙ୍କ ସହ ପାଂଚ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସବୁଜ ଶକ୍ତିର ବିସ୍ତାର ପାଇଁ ମହାରତ୍ନ କଂପାନି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌) ଓ ଓଡ଼ିଶା ସରକାର ପରସ୍ପର ସହ ହାତ ମିଳାଇ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ଓ ଗ୍ରିନ୍ ହାଇଡ୍ରୋଜେନ୍ ପ୍ଲାଂଟ୍ ସ୍ଥାପନ କରିବା,…

ପାଟଣାଗଡ଼ରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )ସମଗ୍ର ଶିକ୍ଷା ବଲାଙ୍ଗିର ଓ ପାଟଣାଗଡ଼ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞାପିତ ଅଞ୍ଚଳରେ ଜନ ସଚେତନତା ପାଇଁ "ଶିକ୍ଷା ସଚେତନତା" ରଥର ଆଜି ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

କାର୍ଯ୍ୟକ୍ଷମ ହେବ ତିନି ଭବନର ଅଭ୍ୟର୍ଥନା କାଉଣ୍ଟର :ସାମ୍ବାଦିକ ଓ ସର୍ବସାଧାରଣଙ୍କୁ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ୱର : ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡି କଟକଣା ପାଇଁ ସର୍ବସାଧାରଣ ଓ ସାମ୍ବାଦିକଙ୍କ ପ୍ରବେଶ ବାରଣ ଥିବା ଲୋକସେବା ଭବନ (ସଚିବାଳୟ), ଖାରବେଳ ଭବନ ଓ ରାଜୀବ ଭବନ ର ଅଭ୍ୟର୍ଥନା କାଉଣ୍ଟର | ଏପ୍ରିଲ ୧୮ ତାରିଖରୁ ପୂର୍ବଭଳି ଲୋକମାନେ ଏହି ଅଭ୍ୟର୍ଥନା କାଉଂଟରରୁ ଅନୁମତିପତ୍ର ହାସଲ…

ପାରିବାରିକ କଳହ ନେଲା ଗୋଟିଏ ପରିବାରର ୫ ଜୀବନ; ସାନ ଭାଇ ହାତରେ ବଡ଼ ଭାଇର ସଂସାର ଛାରଖାର ।

:ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ) ଡବଲ ମର୍ଡରକୁ ନେଇ ଚର୍ଚାରେ ଥିବା ମାହାଙ୍ଗା ପୁଣି ଏବେ ଚର୍ଚାକୁ ଆସିଛି ୫ ଜଣଙ୍କ ମର୍ଡର କୁ ନେଇ | ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମ ପଞ୍ଚାୟତରେ । ପାରିବାରିକ କଳହକୁ ନେଇ ସାନ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ ଭାଇର ସଂସାର ଛାରଖାର…

ପାରାଦ୍ୱୀପରେ ବିଦ୍ୟୁତ କର୍ମଚାରୀ ମାନଙ୍କ ଆନ୍ଦୋଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ :  ପାରାଦ୍ୱୀପ ଟାଟା ପାୱାର ମଣ୍ଡଳ ଅଧିକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ସହ ଅନୁବନ୍ଧିତ ଓଇସିଇବି ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲା l ଗତ ମାର୍ଚ୍ଚ ମାସ ଚାରି ତାରିଖରେ ଏରସମା…

ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି ଙ୍କ ଗୃହ ପ୍ରବେଶ

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି ଆଜି ସଂଅରା ସ୍ଥିତ ଜ଼ିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ପୂଜାର୍ଚନା ପରେ ଗୃହ ପ୍ରବେଶ କରିଥିଲେ l ଜ଼ିଲ୍ଲାପରିଷଦ ଅଧକ୍ଷ ଭାବେ ଜଗତସିଂହପୁର ୩ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ମନୋଜ ଭୋଇ…

ପାରଳା ବାସିନ୍ଦା ନାରାୟଣଙ୍କ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବାସିନ୍ଦା ଟି.ନାରାୟଣ ରାଓ ବର୍ତ୍ତମାନ ପୁରୀ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଛନ୍ତି। ସେ ନିକଟରେ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି। ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରରେ ୨୦୧୯ -୨୦୨୦ ଏବଂ…

ବନ୍ଧକାଟିଆ ପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ

ଆଗାମୀ ଦିନରେ ସଂଗଠନକୁ ମଝବୁତ୍ କରିବା ସହ ପଂଚାୟତବାସୀଙ୍କ ବିକାଶ ପାଇଁ ଲକ୍ଷ୍ୟ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ପଂଚାୟତ ସ୍ତରୀୟ ସମୀକ୍ଷା ବୈଠକ ରବିବାର ଦିନ ରାତ୍ର ସମୟରେ ସହଦେବପୁର ସ୍ଥିତ…

ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସୁଵର୍ଣପୁର(ପ୍ରକାଶ ହାତୀ) : ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟ  ସଭାକକ୍ଷ ଠାରେ ସୁବର୍ଣ୍ଣପୁର ମୁନିସିପଲଟି  ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ ସ୍ଥାନୀୟ ଗର୍ଭବତୀ ଆଉ ପ୍ରସୂତି ମା ମାନଙ୍କୁ ନେଇ ଜାତୀୟ…