ପାରମ୍ପରିକ ପାଲା ମାଧ୍ୟମରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସାହୁପଡାସ୍ଥିତ ଗୋପାଳଜୀ ମନ୍ଦିର ଠାରେ ପାଳା ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ପାଲା ଗାୟକ ଓ ବାୟକ ମାନେ ଜନସାଧାରଣଙ୍କୁ ଗୀତ ବାଦ୍ୟ ମାଧ୍ୟମରେ ସ୍ବଛ୍ଛତା ବିଷୟରେ ଆଲୋକପାତ କରିଥିଲେ ।…

ଷଷ୍ଠ ନୂଆଦିଲ୍ଲୀ ବିଷୁବ ଆସର ପାଳିତ: ଯୁବ ଓଡିଆ ସାହିତ୍ୟିକଙ୍କ ଶବ୍ଦଭେରୀରେ ଗୁଞ୍ଜରିତ ପଣା କବିତା ଗପସପ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ନୂଆଦିଲ୍ଲୀ ବିଷୁବ ଆସର| ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ‘ପଣା କବିତା ଓ ଗପସପ’…

ଶାଶ୍ୱତଙ୍କ ଭାଗରେ ପଣସ, ଉଚ୍ଚ ଶିକ୍ଷା ବିଭାଗ ମୁଣ୍ଡରେ ଅଠା !

ଦୈତ୍ବ ପଦବୀର ଫାଇଦା ଉଠାଇ ବିବାଦୀୟ ଚିଠି ଜାରି କଲେ ସଚିବ ଶାଶ୍ୱତ ମିଶ୍ର ଭୁବନେଶ୍ୱର : ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଛି ଭିନ୍ନ ଧରଣର ବିବାଦ। ଉଚ୍ଚ ଶିକ୍ଷା ସଚିବ ତଥା କୁଳାଧିପତି ସଚିବ ଭଳି ଦୁଇଟି ପଦବୀରେ ଥିବା ଶାଶ୍ୱତ ମିଶ୍ରଙ୍କ ବିବାଦୀୟ ଭୂମିକାକୁ ନେଇ ଏବେ ଉଚ୍ଚ…

ସାଉଦି ଆରବରୁ ଓଡିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରୁ ଓଡିଆ ଯୁବକ ଗୁରୁଦେବ ଜେନାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ,…

୪୮ କୁଇଣ୍ଟାଲ ମହୁଲ ସହ ୨ଟି ଗାଡି ଜବତ

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତବର୍ତୀ ଝାରବନ୍ଧ ଥାନା ଅଞ୍ଚଳ ର ଜାମପାଲି କୁକରିପାଲି ରାସ୍ତାରେ ଏକ ପିକଅପ ଗାଡି ରୁ ଭୋର ସମୟ ରେ ୨୭କୁଇଣ୍ଟାଲ ଏବଂ କୋତନା ଝାରବନ୍ଧ ରାସ୍ତା ରେ ଆଉ ଏକ ପିକ ଅପ ଗାଡି ରୁ ମହୁଲ ୨୧କୁଇଣ୍ଟାଲ ମହୁଲ ପାଇକମାଲ…

ବିଶ୍ୱ କଲ୍ୟାଣ ନିମନ୍ତେ ମହାବିଷୁବ ସଂକ୍ରାନ୍ତି ଅବସରରେ ୧୦୮ ହନୁମାନ ଚାଳିଶା ଯଥାରୀତି ନିୟମରେ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଚିନ୍ମୟ ମିଶନର ସନ୍ୟାସୀ ସ୍ୱାମୀ ନିଗମାନନ୍ଦ ଜୀଙ୍କ ଦ୍ୱାରା ଆୟୋଜିତ 'ବିଷୁବ ସଂକ୍ରାନ୍ତି ଉତ୍ସବ' ରେ ମୁଖ୍ୟ ଅତିଥି ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଅନୁଗାମୀ ସାଧ୍ବୀ ଗୀତା ଦେବୀ , ରାଧିକା ବାତ୍ସଲ୍ୟ ଧାମ , ଭୁବନେଶ୍ୱରଙ୍କ…

ଚକୁଳିରେ ବାବାସାହେବ ଜୟନ୍ତୀ ପାଳିତ।

ଜୁନାଗଡ଼/ଆଦିତ୍ୟ ମହାନ୍ତି:  ଚକୁଳି ଗ୍ରାମ ବାବାସାହେବ ଆମ୍ବେଦକର କ୍ଲବ ଠାରେ ଆମ୍ବେଦକର ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି ।ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ଜୁନାଗଡ଼ ବ୍ଲକ ଓ ଆମ୍ବେଦକର କ୍ଲବ ର ମିଳିତ ଭାବେ ପାଳିତ ଏହି ଜୟନ୍ତୀରେ ସମାଜସେବୀ ବିଶ୍ୱନାଥ କର ଏଥିରେ ସଭାପତିତ୍ୱ…

ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଦଳର ସଦସ୍ୟମାନେ ଏକାଠି ହୋଇ…

କଲ୍ୟାସିଂହପୁର ହନୁମାନ କ୍ଲବ୍ ତରଫରୁ ପଣା ବଣ୍ଟନ ।

କଲ୍ୟାସିଂହପୁର//ପ୍ରଦୀପ ଦଲାଇ- ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବଜାର ନିକଟସ୍ଥ ହନୁମାନ ମନ୍ଦିରରେ ଓଡ଼ିଆ ନବବର୍ଷ ପାଳିତ ସହ ହନୁମାନ କ୍ଲବ୍ ତରଫରୁ ପଣା ବଣ୍ଟନ କରାଯାଇଛି। ଆଜିକାଲି ପ୍ରାୟ ସମସ୍ତେ ନୂତନ ବର୍ଷ ଭାବେ ଲୋକେ ଜାନୁଆରୀ ପହିଲା କୁ ପାଳିଥାନ୍ତି। ଓଡ଼ିଆ ହୋଇ ଓଡ଼ିଆ ପରମ୍ପରା କୁ…

ବାବାସାହେବ ଆମ୍ୱେଦକରଙ୍କ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ

ପାଟଣାଗଡ: ବାବାସାହେବ ଆମ୍ୱେଦକରଙ୍କ ୧୩୧ତମ ଜୟନ୍ତୀ ପାଟଣାଗଡ଼ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ସମେତ କଳାହାଣ୍ଡି, ବରଗଡ଼, ନୂଆପଡ଼ା, କୋରାପୁଟ ଓ ରାଜ୍ୟ ବାହାରୁ  ହଜାର ହଜାର ଲୋକ ଆସି ଯୋଗ ଦେଇଥିଲେ। "ପାଟଣାଗଡ଼ ଆମ୍ୱେଦକର ଜୟନ୍ତୀ କମିଟି" ଏବଂ…