Sign in
Sign in
Recover your password.
A password will be e-mailed to you.
ବିଶ୍ୱ ଟେବୁଲ ଟେନିସ ରେ ଜଲୱା ଦେଖେଇବେ ତିର୍ତ୍ତୋଲ ମାଟିର ପୁଅ
ଜଗତସିଂହପୁର,ସୁମନ୍ତ କୁମାର ଦାସ:ଚଳିତ ମାସ ୨୭ ତାରିଖ ରେ ଓଡିଆ ପୁଅ ସାର୍ଥକ ଆର୍ଯ୍ୟ ଅଷ୍ଟ୍ରେଲିଆର ଲିଜଂ ରେ ହେବାକୁ ଥିବା ଟେବୁଲ ଟେନିସ ଫେଡେରେସନ ( ଆଇଟିଟିଏଫ୍) ର ବିଶ୍ବ ଟେବୁଲ ଟେନିସ୍ ୟୁଥ୍ କଣ୍ଡେଣ୍ଡର୍ ପ୍ରତିଯୋଗିତା ରେ ଭାରତର ପ୍ରତିନିଧୂତ୍ବ କରିବାକୁ ଯାଉଛନ୍ତି। ଶ୍ରୀମାନ…
କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ
ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ସାର୍ଦ୍ଦୁଳ,…
ଭୁବନେଶ୍ୱରରେ ଏନଏସଡିସି ଇଂଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍ ଏମ୍ପ୍ଲୟରଙ୍କ ମଧ୍ୟରେ ଏମଓୟୁ
ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡ଼ିସି)…
ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ: ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ ହେବ ଓୟୁଟିଆର
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଙ୍କ ଓଡିଶା ୟୁନିଭେର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ପରିଦର୍ଶନ
ଓୟୁଟିଆରରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ
ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି
ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା
୩…
ଛାତ୍ରୀ ଙ୍କୁ କମେଣ୍ଟ ମରା କୁ ନେଇ ଯୁବକ ଙ୍କୁ ନିସ୍ତୁକ ମାଡ
ସିମୁଳିଆ, (ଅକ୍ଷୟ କୁମାର ଜେନା):ଘଟଣା ଟି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର ମଇତାପୁର ରେ ଦେଖି ବାକୁ ମିଳିଛି। ଯୁବକ ଜଣକ ମେଲଣ ପଡିଆ ଗୋଚ୍ଛାୟତ ସାହି ଭୂଆନ ସେନାପତି ଙ୍କ ପୁଅ ଶିବ ସେନାପତି ହୋଇଥିବା ବେଳେ ଛାତ୍ରୀ ଜଣକ ସେଇ ନିକଟବର୍ତୀ ବୋଲି ଜଣା ପଡ଼ିଛି। ଛାତ୍ରୀ ଜଣ କୁ ବାରମ୍ବାର…
ନ୍ୟୁଜ୍-୭ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ
“ଦି ହିଲିଂ ଟଚ୍” ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଚଳଚ୍ଚିତ୍ର
ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୁମା ରିୟଲ୍ ମିଡିଆ ପକ୍ଷରୁ ନିକଟରେ ଏକ ଚଳଚ୍ଚିତ୍ର ଉତ୍ସବ ଓ କର୍ମଶାଳାର ଆୟୋଜନ କରାଯିବ । କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକୁ ନେଇ ଏହି ଉତ୍ସବର ଆୟୋଜନ କରାଯିବବୋଲି ‘ନ୍ୟୁଜ୍…
ରାୟଗଡ଼ ଜିଲ୍ଲା କାଶୀପୁର ନୋଡାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ; ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯାଳୟ ତରଫରୁ କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କାଶୀପୁର ତହସିଲଦାର ଶରତ ଶବର ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବାଶହ…
ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତିନି ଦିନିଆ କର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଭୁବନି, ଅଜୟଗଡ ଓ କୁଜାସିଂ ପଞ୍ଚାୟତରେ ଭିନ୍ନ ଭିନ୍ନ ଭାବେ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓପିଲିପି ପ୍ରକଳ୍ପ ସହାୟତାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ…
ଦେଶୀ ମଦ ଓ ବିଅର ଜବତ, ୦୨ ଗିରଫ ।
ଭଦ୍ରକ(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ…
ଖରା ଛୁଟି ଜୁନ ୬ ରୁ ୧୬ ଯାଏ
ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଯାଉଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି, ନୂତନ ନାମ ଲେଖା ଏବଂ ପାଠ ପଢାର ଅବଧି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି…